ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ୍: ଉତ୍କଳ ବିଶ୍ୱବିଦ୍ୟାଳୟ ଚାମ୍ପିୟନ
କଟକ ଅଫିସ,୧୫ା୧- ରେଭେନ୍ଶା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ ଚାମ୍ପିୟନ ହୋଇଛି। ଲିଗ୍ ଫର୍ମାଟରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ଉତ୍କଳ ସର୍ବାଧିକ ପଏଣ୍ଟ ହାସଲ କରିଛି। ଭିବିଏସ୍ ପୂର୍ବାଞ୍ଚଳ ଦଳ…
ନ୍ୟୁଜିଲାଣ୍ଡ ଟୁର୍: ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ୩
ନୂଆଦିଲ୍ଲୀ, ୧୫।୧ (ପି.ଟି.)- ଚଳିତ ମାସ ଶେଷଭାଗରେ ଭାରତୀୟ ମହିଳା ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ମଙ୍ଗଳବାର ଷ୍ଟ୍ରାଇକର୍ ରାଣୀ ରାମପାଲଙ୍କ ନେତୃତ୍ୱରେ ୨୦ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଯେଉଁଥିରେ…
ଧୂଆଁ କାରଣରୁ ଶାରାପୋଭାଙ୍କ ମ୍ୟାଚ୍ ସ୍ଥଗିତ
ମେଲବୋର୍ନ, ୧୪।୧ (ଏଏଫ୍ପି)- ରୁଷୀୟ ମହିଳା ଟେନିସ ତାରକା ମାରିଆ ଶାରାପୋଭା ଓ ଜର୍ମାନୀୟ ଲୌରା ସିଏଗମୁଣ୍ଡଙ୍କ ମଧ୍ୟରେ ଏଠାରେ ଅନୁଷ୍ଠିତ କୋୟୋଙ୍ଗ କ୍ଲାସିକର ଏକ ମ୍ୟାଚ୍ ଧୂଆଁ ଲାଗି ସ୍ଥଗିତ ରଖାଯାଇଛି। ଧୂଆଁ ଯୋଗୁ ମ୍ୟାଚ୍ ମଝିରେ ଶାରାପୋଭାଙ୍କ କାଶ…
କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶା ପୁରସ୍କୃତ
ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମୀ ବଢ଼ିବା ସହ ବଡ଼ ଟୁର୍ନାମେଣ୍ଟମାନ ଆୟୋଜନ ହେଉଛି। ଏହାର ପୁରସ୍କାର ମଧ୍ୟ ରାଜ୍ୟକୁ ମିଳିବାରେ ଲାଗିଛି। କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଦ୍ୱିତୀୟ ଥରପାଇଁ ଓଡ଼ିଶା ପୁରସ୍କୃତ ହୋଇଛି। ମୁମ୍ବାଇରେ ସୋମବାର ଅନୁଷ୍ଠିତ ସ୍ପୋଟର୍ସଷ୍ଟାର…
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ସ୍ବସ୍ତିଙ୍କୁ ସ୍ବର୍ଣ୍ଣିମ ସଫଳତା
ଭୁବନେଶ୍ୱର, ୧୫ା୧ (କ୍ରୀଡ଼ା ପ୍ରତିନିଧି)- ସୋମବାର ରୌପ୍ୟ ପଦକ, ମଙ୍ଗଳବାର ସ୍ବର୍ଣ୍ଣ। ଏମିତି ସଫଳତା ସାଉଁଟିଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍୍ ଗେମ୍ସର ମଙ୍ଗଳବାର ଅନୁଷ୍ଠିତ ୨୧ ବର୍ଷରୁ କମ୍ ସାଇକ୍ଲିଂ…
ରଣ୍ଜୀ ଟ୍ରଫି: ଓଡ଼ିଶାର ରୋମାଞ୍ଚକ ବିଜୟ
କଟକ ଅଫିସ,୧୫ା୧- ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ରଣଜୀ ଟ୍ରଫିର ଏକ ମ୍ୟାଚ୍ରେ ଓଡ଼ିଶା ରୋମାଞ୍ଚକ ବିଜୟ ହାସଲ କରିଛି। ପେସ୍ ବୋଲରଙ୍କ ପ୍ରାଧାନ୍ୟ ଥିବା ଏହି ପିଚ୍ରେ ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ସହାୟତାରେ ଓଡ଼ିଶା ୧ ଉଇକେଟରେ…
ଯଶପ୍ରୀତ ବୁମରାହଙ୍କ ପ୍ରେମରେ ପଡିଛନ୍ତି ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ପ୍ରେମ କାହାଣୀ ପୁରୁଣା। ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି। କିଛି ଅଭିନେତ୍ରୀ ପ୍ରେମ ପରେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଛନ୍ତି। ଏବେ ଆଉ ଜଣେ ଅଭିନେତ୍ରୀ ଭାରତର ଦ୍ରୁତ…
ଡୋପିଂ ମାମଲା: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ୨ବର୍ଷ ବାସନ୍ଦ
ଲଣ୍ଡନ, ୧୪ା୧ (ଏପି)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ମହିଳା ୧୦୦ମିଟର ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ୨ବର୍ଷ ବାସନ୍ଦ କରାଯାଇଛି। ଡୋପ୍ ପରୀକ୍ଷକମାନଙ୍କୁ ସେ ତାଙ୍କର ଅବସ୍ଥିତି ସମ୍ପର୍କରେ ଅବଗତ କରାଇ ନ ଥିବାରୁ ଏହି ଦଣ୍ଡ ବିଧାନ କରାଯାଇଛି। ୨୦୧୮ରୁ ୨୦୧୯…
୬୦ବର୍ଷ ହେଲେ ଖେଳ ଛାଡ଼ିବେ ମିଉରା
ଟୋକିଓ, ୧୪ା୧ (ଏଏଫ୍ପି)- ଜାପାନର ପୂର୍ବତନ ଷ୍ଟ୍ରାଇକର କାଜୁୟୋଶି ମିଉରା ଆସନ୍ତା ମାସରେ ୫୩ ବର୍ଷରେ ପଦାର୍ପଣ କରିବେ। ବିଶ୍ୱର ଏହି ସବୁଠାରୁ ବୟସ୍କ ପ୍ରଫେସନାଲ ଖେଳାଳି ଏବେ ମଧ୍ୟ ତାଙ୍କ ଖେଳ ଜାରି ରଖିଛନ୍ତି। ୟୋକୋହାମା ଏଫ୍ସି ଟିମ୍ ସହିତ…
ଓ୍ବାର୍ନର, ଫିଞ୍ଚ୍ଙ୍କ ଶତକ: ଅଷ୍ଟ୍ରେଲିଆ ୧୦ ଉଇକେଟରେ ବିଜୟୀ
ମୁମ୍ବାଇ, ୧୪।୧- ସ୍ଥାନୀୟ ଓ୍ବାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିପକ୍ଷରେ ଦମ୍ଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଓପନର ଡେଭିଡ ଓ୍ବାର୍ନର ଓ ଅଧିନାୟକ ଆରନ ଫିଞ୍ଚ୍ଙ୍କ ଅପରାଜିତ ଶତକ ବଳରେ ଅଷ୍ଟ୍ରେଲିଆ ୧୦ ଉଇକେଟରେ…
ଅଷ୍ଟ୍ରେଲିଆ ସାମ୍ନାରେ ୨୫୬ ରନ ଲକ୍ଷ୍ୟ
ମୁମ୍ବାଇ, ୧୪।୧- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ସାମ୍ନାରେ ଭାରତ ୨୫୬ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୪୯.୧ ଓଭରରେ ୨୫୫…
ଦୁଇ ମାସ ବ୍ୟାଡ୍ମିଣ୍ଟନରୁ ଦୂରେଇ ରହିବେ ମୋମୋତା
ଟୋକିଓ, ୧୪।୧ (ଏଏଫ୍ପି)- ଦୁର୍ଘଟଣାର ସମ୍ମୁଖୀନ ହୋଇ ଆଘାତପ୍ରାପ୍ତ ହୋଇଥିବା ବିଶ୍ୱର ଏକ ନମ୍ବର ପୁରୁଷ ବ୍ୟାଡ୍ମିଣ୍ଟନ ଖେଳାଳି ଜାପାନର କେଣ୍ଟୋ ମୋମୋତା ୨ ମାସ ଲାଗି କୋର୍ଟରୁ ଦୂରେଇ ରହିବେ। ସମ୍ଭବତଃ ମାର୍ଚ୍ଚରେ ହେବାକୁ ଥିବା ଅଲ୍ ଇଂଲଣ୍ଡ ଚାମ୍ପିୟନଶିପ୍ବେଳକୁ…

