ଅବସରପ୍ରାପ୍ତ ମୁମ୍ବାଇ ଅମ୍ପାୟରଙ୍କୁ ସହାୟତା
ମୁମ୍ବାଇ,୨୧।୫(ପି.ଟି.): କୋଭିଡ୍-୧୯ ଜନିତ ଲକ୍ଡାଉନ କାରଣରୁ ସମସ୍ୟାରେ ପଡିଥିବା ମୁମ୍ବାଇ ମେଟ୍ରୋପଲିର ୨୦ ଜଣ ଅବସରପ୍ରାପ୍ତ ଅମ୍ପାୟରଙ୍କୁ ସହାୟତା କରିବାକୁ ‘କ୍ରିକେଟର୍ସ ଫାଉଣ୍ଡେଶନ’ ନାମକ ଏକ ପବ୍ଲିକ୍ ଟ୍ରଷ୍ଟ ଆଗେଇ ଆସିଛି। ଏହି କଷ୍ଟକର ସମୟରେ ସଂଘର୍ଷ କରୁଥିବା ଅମ୍ପାୟରମାନଙ୍କୁ...
ମୌସୁମୀ ପରେ କ୍ରିକେଟ ସମ୍ଭବ: ଜୋହରି
ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି କହିଛନ୍ତି। ଏହା ହୋଇପାରିଲେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପାଇଁ ବାଟ ଫିଟିବ...
କୋଭିଡ୍ ଭ୍ୟାକ୍ସିନ୍ ପରେ ଅନ୍ତର୍ଜାତୀୟ ହକି
ଲାଉସାନେ, ୨୧ା୫ (ପି.ଟି.)-କରୋନା ଭାଇରସ୍ ମହାମାରୀରୁ ଆରୋଗ୍ୟ ଲାଭ କରିବା ଲାଗି ଭ୍ୟାକ୍ସିିନ୍ ବାହାରିବା ପରେ ଯାଇ ଅନ୍ତର୍ଜାତୀୟ ହକି ଆରମ୍ଭ ହୋଇ ପାରେ ବୋଲି ଫେଡେରେଶନ ଅଫ୍ ଇଣ୍ଟରନ୍ୟାଶନାଲ ହକି (ଏଫ୍ଆଇଏଚ୍) ଘୋଷଣା କରିଛି। ବିଭିନ୍ନ ସ୍ତରରେ ଖେଳ...
କେରଳ ବ୍ଲାଷ୍ଟର୍ସ ଛାଡ଼ିଲେ ଝିଙ୍ଗାନ୍
କୋଚି, ୨୧ା୫ (ପି.ଟି.)-ଜାତୀୟ ଫୁଟ୍ବଲ ଟିମ୍ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ବୁଧବାର କେରଳ ବ୍ଲାଷ୍ଟର୍ସ ଦଳ ଛାଡ଼ିଛନ୍ତି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ର ଏହି ଦଳ ସହିତ ସେ ୬ବର୍ଷ ଧରି ସଂଶ୍ଳିଷ୍ଟ ଥିଲେ। ୨୦୧୫ରେ ପଦାର୍ପଣ କରିବା ପରଠାରୁ...
ମାଇକେଲ ହୋଲ୍ଡିଂଙ୍କ ଅଭିଯୋଗ
ଲଣ୍ଡନ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦାନ ଆକାରରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ (ସିଡବ୍ଲ୍ୟୁଆଇ)କୁ ଦେଇଥିବା ଅଧା ନିୟୁତ ଡଲାରର ଠିକଣା ଉପଯୋଗ କରିନାହିଁ। ଏହି ଅଭିଯୋଗ କରିଛନ୍ତି ଦେଶର ମହାନ୍ ଫାଷ୍ଟ ବୋଲର ମାଇକେଲ ହୋଲ୍ଡିଂ।...
ଅର୍ଜୁନ ପୁରସ୍କାର: ପ୍ରଣବ, ଶିବନାଥଙ୍କ ନାମ ସୁପାରିସ
କୋଲକାତା, ୨୧ା୫ (ପି.ଟି.)-ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ବ୍ରିଜ୍ ଫେଡେରେଶନ ଅଫ୍ ଇଣ୍ଡିଆ ଏସିଆନ ଗେମ୍ସ ଦୁଇ ସ୍ବର୍ଣ୍ଣ ପଦକ ବିଜେତା ଶିବନାଥ ସରକାର ଓ ପ୍ରଣବ ବର୍ଦ୍ଧନଙ୍କ ନାମ ସୁପାରିସ କରିଛି। ଜାକର୍ତ୍ତା ଏସିଆନ ଗେମ୍ସ ବ୍ରିଜ୍ ଇଭେଣ୍ଟରେ...
ବିସିସିଆଇ ଏବେ ସିଏଫ୍ଓ ନିଯୁକ୍ତି କରିବନି
ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍ ଫାଇନାନ୍ସିଆଲ ଅଫିସର (ସିଏଫ୍ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ ସନ୍ତୋଷ ରାନଗ୍ନେକର ଇସ୍ତାଫା ଦେଇଥିଲେ ମଧ୍ୟ ନିକଟ ଭବିଷ୍ୟତ ଏହି ପଦରେ କାହାକୁ...
ଜୁନ୍ରୁ କ୍ରୀଡ଼ା ପ୍ରକ୍ରିୟା ଆରମ୍ଭ କରିପାରେ ବିସିସିଆଇ
ନୂଆଦିଲ୍ଲୀ,୨୦।୫: କୋଭିଡ୍-୧୯ ସଂକ୍ରମଣ କାରଣରୁ ଗତ ଦୁଇମାସ ହେବ ସାରା ବିଶ୍ୱ ତଥା ଦେଶରେ କ୍ରିକେଟ ପୂରା ଠପ୍ ହୋଇଛି। ବର୍ତ୍ତମାନ ଏକ ଖୁସି ଖବର ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦେଶରେ ଆସନ୍ତାମାସରୁ କ୍ରିକେଟ ଆରମ୍ଭ...
ବେଲଜିୟମ କୋଚ୍ ମାର୍ଟିନେଜଙ୍କ ଚୁକ୍ତି ବୃଦ୍ଧି
ବ୍ରସେଲ୍ସ, ୨୦।୫(ଏଏଫ୍ପି): ବେଲଜିୟମ ଫୁଟବଲ କୋଚ୍ ରୋବେର୍ଟୋ ମାର୍ଟିନେଜଙ୍କ କଣ୍ଟ୍ରାକ୍ଟ ତଥା କାର୍ଯ୍ୟକାଳ ବୃଦ୍ଧି ହୋଇଛି। ୨୦୨୨ ପର୍ଯ୍ୟନ୍ତ ତାଙ୍କର ଚୁକ୍ତି ବୃଦ୍ଧି ହୋଇଛି। ଅର୍ଥାତ କାତାର ଆୟୋଜିତ ହେବାକୁ ଥିବା ୨୦୨୨ ବିଶ୍ୱକପ୍ ପର୍ଯ୍ୟନ୍ତ ସେ ଦଳର କୋଚ୍...
ବେଙ୍ଗାଲୁରୁ ସାଇରେ କୋଭିଡ୍-୧୯ ପଜିଟିଭ୍: ଖେଳାଳିଙ୍କୁ ସ୍ଥାନାନ୍ତର କରିବନି ହକି ଇଣ୍ଡିଆ
ନୂଆଦିଲ୍ଲୀ,୨୦।୫(ପି.ଟି.): ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ସେଣ୍ଟରରେ ଜଣେ କରୋନା ଭାଇରସ୍ ପଜିଟିଭ ସମ୍ପନ୍ନ କର୍ମଚାରୀ ତଥା ରୋଷେୟା ମୃତ୍ୟୁବରଣ କରିଛନ୍ତି। ତେବେ ଏହା ସତ୍ତ୍ୱେ ଅଲିମ୍ପିକ୍ସ ପାଇଁ ପ୍ରସ୍ତତି ଚଲାଇଥିବା ଭାରତୀୟ ପୁରୁଷ ଓ...
ଟାଇସନ ଫ୍ୟୁରିଙ୍କ ଅଭିଳାଷ
ଲଣ୍ଡନ,୨୦ା୫ (ଏଏଫ୍ପି)-ୟୁକ୍ରେନ୍ର ପୂର୍ବତନ ପ୍ରଫେସନାଲ ବକ୍ସର ଲାଡିମିର କ୍ଲିଚ୍କୋଙ୍କ ଆଦର୍ଶ ଅନୁକରଣ କରିବେ ବୋଲି କହିଛନ୍ତି ଟାଇସନ ଫ୍ୟୁରି। ଜଣେ ବ୍ରିଟିଶ ବକ୍ସର ହିସାବରେ ପ୍ରାଧାନ୍ୟ ବିସ୍ତାର କରି ଅବସର ପର୍ଯ୍ୟନ୍ତ ଜଣେ ବିଶ୍ୱ ଚାମ୍ପିୟନ ହେବାକୁ ଚାହାନ୍ତି। ଏକ...
ପ୍ରଜକ୍ତାଙ୍କୁ ସହାୟତା ମିଳିଲା
ନାଗପୁର,୨୦ା୫ (ପି.ଟି.)- କରୋନାଭାଇରସ ପାଇଁ ଜାତୀୟ ଲକ୍ଡାଉନ୍ ବେଳେ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ ଚଳାଇଥିବା ଭାରତର ଡିଷ୍ଟାନ୍ସ ରନର ପ୍ରଜକ୍ତା ଗୋଡ୍ବୋଲେଙ୍କୁ ଶେଷରେ ରାଜ୍ୟ କର୍ତ୍ତୃପକ୍ଷଙ୍କଠାରୁ ସହାୟତା ମିଳିଛି। ଲକ୍ଡାଉନ୍ ବେଳେ ପ୍ରଜକ୍ତା ସ୍ଥାନୀୟ ଶୀର୍ଷାପେଠ୍ ବସ୍ତିରେ ବାସ...
Archives


