ଏହି ଫିଲ୍ମ ବାରମ୍ଭାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା
ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଚଳିତବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରାଯାଇଛି। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ସେ। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ୍ ଏବେ ଆଇପିଏଲ୍ ଖେଳିବା ପାଇଁ...
ସ୍ତ୍ରୀ, ପୁଅଙ୍କୁ ମିସ୍ କରୁଛନ୍ତି ଏହି କ୍ରିକେଟର୍, କହିଲେ ଏମିତି କଥା
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ଖେଲିବା ପାଇଁ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ନିକଟରେ ପିତା ହୋଇଥିବା ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଯୋଡି ହୋଇଛନ୍ତି। ଏହି ସମୟରେ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ...
ଧୋନୀ-ରୋହିତଙ୍କ ପ୍ରଶଂସକଙ୍କ ମଧ୍ୟରେ ହେଲା ଜୋରଦାର ଝଗଡା, ସେହ୍ବାଗ କହିଲେ ଏମିତି
ଭାରତୀ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ମଧ୍ୟରେ ଝଗଡା ହୋଇଛି। ପରିସ୍ଥିତି ମାଡ ମରାମରି ଉପରେ ପହଞ୍ଚିଥିଲା। ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏହି ଝଗଡା ଉପରେ ନିଜ...
ଇଂଲଣ୍ଡ ଟୁର୍ରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ
ସିଡ୍ନୀ, ୨୪ା୮ (ଏପି)-ଅଷ୍ଟ୍ରେଲିଆ କ୍ରିକେଟ ଦଳ ରବିବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛି। ଦଳ ଏହି ଦେଶରେ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିବ। ମ୍ୟାଚ ବେଳେ ଷ୍ଟାଡିୟମରେ ଦର୍ଶକ ଉପସ୍ଥିତ ରହିବେ ନାହିଁ। ଜୈବ...
ଦୁବାଇରେ ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ
ଦୁବାଇ, ୨୪ା୮ (ପି.ଟି.)-ଆଇପିଏଲ୍ ଖେଳିବା ପାଇଁ ଶେଷ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଦୁବାଇରେ ପହଞ୍ଚତ୍ଛନ୍ତି। ଦୁଇ ଦଳର ସମସ୍ତ ସଦସ୍ୟ ମାସ୍କ ଓ ଫେସ୍ ଶିଲ୍ଡ ପରିଧାନ କରିଥିଲେ। କୋଭିଡ୍-୧୯ ମହାମାରୀ ଯୋଗୁ ବିଶ୍ୱର...
ସିପିଏଲ୍ରେ ସର୍ବନିମ୍ନ ବିଜୟ ଲକ୍ଷ୍ୟ
ଟାରୋବା (ଓ୍ବେଷ୍ଟଇଣ୍ଡିଜ), ୨୪ା୮ (ପି.ଟି.)-ଗୁୟାନା ଆମାଜନ ଓ୍ବାରିୟର୍ସ କ୍ୟାରିବିୟନ ପ୍ରିମିୟର ଲିଗ୍ (ସିପିଏଲ୍) ଇତିହାସରେ ସବୁଠାରୁ କମ୍ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ହେଁ ଜାମାଇକା ତଲାଓ୍ବାସ୍ ବିପକ୍ଷରେ ୧୪ରନରେ ବିଜୟ ହାସଲ କରିଛି। ବ୍ରେଣ୍ଡନ କିଙ୍ଗ୍ (୨୯ରନ)...
ଚେସ୍ ଅଲିମ୍ପିଆଡ କ୍ୱାର୍ଟରରେ ଭାରତ: ପ୍ରଜ୍ଞାନାନନ୍ଦ, ଦିବ୍ୟାଙ୍କ ଆକର୍ଷଣୀୟ ପ୍ରଦର୍ଶନ
ଚେନ୍ନାଇ, ୨୪।୮(ପି.ଟି.): ଆର. ପ୍ରଜ୍ଞାନାନନ୍ଦ ଏବଂ ଦିବ୍ୟା ଦେଶମୁଖଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତ ୯ମ ତଥା ଅନ୍ତିମ ରାଉଣ୍ଡରେ ଶକ୍ତିଶାଳୀ ଚାଇନାକୁ ୪-୨ ବ୍ୟବଧାନରେ ପରାସ୍ତ କରି ଫିଡେ ଅନଲାଇନ୍ ଚେସ୍ ଅଲମ୍ପିଆଡର ପୁଲ୍ ‘ଏ’ ଡିଭିଜନର କ୍ୱାର୍ଟର...
ଚେନ୍ନାଇନ ଏଫ୍ସିରେ ରହିବେ ଜର୍ମନପ୍ରୀତ୍
ଚେନ୍ନାଇ, ୨୪ା୮ (ପି.ଟି.)-ଭାରତୀୟ ମିଡ୍ଫିଲ୍ଡର ଜର୍ମନପ୍ରୀତ୍ ସିଂ ଦୁଇ ଥର ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ଚାମ୍ପିୟନ ଚେନ୍ନାଇନ୍ ଏଫ୍ସି ଦଳରେ ରହିବେ। ଏଥିପାଇଁ କ୍ଲବର ସହିତ ସେ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଫଳରେ କ୍ଲବ ତରଫରୁ ସେ କ୍ରମାଗତ ଚତୁର୍ଥ...
ପରିବାର ପୋଷିବା ପାଇଁ ଚୋରି କରିଥିଲେ ଏହି ବିସ୍ଫୋରକ କ୍ରିକେଟର୍
ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏକଦିବସୀୟ କ୍ରିକେଟରେ ୨୩ଟି ଶତକ ଲଗାଇଛନ୍ତି। ସେହିପରି ଏକଦିବସୀୟ ମ୍ୟାଚରେ ୩୨୬ଟି ଛକା ମାରିବାର ରେଡର୍କ ବି...
୯ ମାସ ପରେ ପ୍ରଥମ ମ୍ୟାଚ୍ ଜିତିଲେ ଏହି ମହାନ୍ ଖେଳାଳି
ନ୍ୟୁୟର୍କ,୨୩।୮ (ଏପି): ବ୍ରିଟେନ ଟେନିସ ତାରକା ଆଣ୍ଡି ମୁରେ ଦୀର୍ଘ ୯ ମାସ ପରେ ପ୍ରଥମ ମ୍ୟାଚ୍ ଖେଳିଛନ୍ତି ଓ ଏଥିରେ ବିଜୟୀ ହୋଇଛନ୍ତି। ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ମୁରେ ଏଠାରେ ଆରମ୍ଭ ହୋଇଥିବା ଓ୍ବେଷ୍ଟର୍ନ ଓ ସଦର୍ନ...
ଆଇପିଏଲ୍ ଖେଳିବା ଲକ୍ଷ୍ୟରେ ବିଶ୍ୱର ସୁବଠାରୁ ଓଜନିଆ କ୍ରିକେଟର୍
ନୂଆଦିଲ୍ଲୀ, ୨୩।୮: ଗତବର୍ଷ ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସ୍ବପ୍ନ ପୂରଣ କରିଥିବା ଓ୍ବେଷ୍ଟଇଣ୍ଡିଜ ଅଲ୍ରାଉଣ୍ଡର ରାକୀମ୍ କର୍ନଓ୍ବାଲ୍ ଏବେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଆଇପିଏଲ୍ ଖେଳିବା ଲକ୍ଷ୍ୟରେ ରହିଛନ୍ତି। ୬...
ଆଥିୟା ସେଟ୍ଟୀଙ୍କ ବୋଲ୍ଡ ଫଟୋରେ ଏମିତି କମେଣ୍ଟ ଦେଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟର କେଲ୍ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଚାଲିଛି। ଦୁହେଁ ଏନେଇ କୌଣସି ମନ୍ତବ୍ୟ ଦେଇ ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ଏମିତି କିଛି ଲେଖୁଛନ୍ତି ଯାହା...
Archives


