ପୁଣିଥରେ ହାଇ ମାରି ଚର୍ଚ୍ଚାକୁ ଆସିଲେ ପାକିସ୍ତାନ କ୍ରିକେଟର୍ ସର୍ଫରାଜ
ମାଞ୍ଚେଷ୍ଟର, ୨।୯: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ପୁଣିଥରେ ଖବରର ଶିରୋନାମାରେ ରହିଛନ୍ତି। ନିଜର ବ୍ୟାଟିଂ କିମ୍ବା ଉଇକେଟ୍ କିପିଂ ପାଇଁ ନୁହେଁ ବରଂ ପୁଣିଥରେ ହାଇ ମାରି ଚର୍ଚ୍ଚାକୁ ଆସିଛନ୍ତି ସର୍ଫରାଜ। ଇଂଲଣ୍ଡ ଗସ୍ତରେ...
ଟ୍ରେକିଂବେଳେ ୨୫୦ ଫୁଟ୍ ତଳକୁ ଖସି ପୂର୍ବତନ କ୍ରିକେଟର୍ଙ୍କ ମୃତ୍ୟୁ
ମୁମ୍ବାଇ, ୨।୯: ମହାରାଷ୍ଟ୍ର ରଣ୍ଜୀ ଟ୍ରଫି ଦଳର ପୂର୍ବତନ ଖେଳାଳି ଶେଖର ଗାଓ୍ବଲି ୨୫୦ ଫୁଟ୍ ତଳକୁ ଗଭୀର ଖାତକୁ ଖସି ମୃତ୍ୟୁବରଣ କରିଛନ୍ତି। ବୁଧବାର ସକାଳେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ଶେଖର ତାଙ୍କ ସାଙ୍ଗମାନଙ୍କ ସହ...
୭ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ୟୁଏସ୍ ଓପନ୍ରେ ମ୍ୟାଚ୍ ଜିତିଲେ ସୁମିତ୍
ନୂଆଦିଲ୍ଲୀ, ୨।୯: ଭାରତୀୟ ପୁରୁଷ ଟେନିସ ଖେଳାଳି ସୁନିତ୍ ନାଗଲ ସମ୍ମାନଜନକ ୟୁଏସ୍ ଓପନ୍ ପ୍ରତିଯୋଗିତାରେ ଦମ୍ଦାର ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ୨୩ ବର୍ଷୀୟ ସୁମିତ୍ ୬-୧, ୬-୩, ୩-୬, ୬-୧ ସେଟ୍ରେ...
ଲଗାତର ୭ମ ମ୍ୟାଚ୍ ଜିତିଲା ଶାହରୁଖଙ୍କ ନାଇଟ୍ ରାଇଡର୍ସ ଦଳ
ତ୍ରିନିଦାଦ୍, ୨।୯: କାରିବୀୟାନ ପ୍ରିମିୟର ଲିଗ୍ (ସିପିଏଲ୍)ର ୨୧ତମ ମ୍ୟାଚ୍ରେ ତ୍ରିନିବାଗୋ ନାଇଟ୍ ରାଇଡର୍ସ ବିଜୟ ଲାଭ କରିଛି। ଏହି ମ୍ୟାଚ୍ରେ ନାଇଟ୍ ରାଇଡର୍ସ ୧୯ ରନରେ ଜାମାଇକା ତଲଓ୍ବାସକୁ ପରାସ୍ତ କରିଛି। ଫଳରେ ବଲିଉଡ୍ ସୁପର୍ଷ୍ଟାର୍ ଶାହରୁଖ ଖାନଙ୍କ...
ମଞ୍ଚେଷ୍ଟରରେ ଢୋଲ ବଜାଉଥିବା ନଜର ଆସିଲେ ମେସି, ଜର୍ସି ପିନ୍ଧି ପାକିସ୍ତାନକୁ କଲେ ସମର୍ଥନ !
ମଞ୍ଚେଷ୍ଟର, ୨।୯: ଲୋକପ୍ରିୟ ଫୁଟବଲର୍ ଲିଓନେଲ ମେସି ବାର୍ସିଲୋନା କ୍ଲବ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ କିଣିବା ପାଇଁ ମଞ୍ଚେଷ୍ଟର ସିଟି ପ୍ରମୁଖ ଦାବିଦାର ଭାବେ ନଜର ଆସୁଛି। ହେଲେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ...
ରକ୍ତଦାନ କରିବାକୁ ଶରୀରରେ ଗୋଟିଏ ବି ଟାଟୁ କରି ନାହାନ୍ତି ଏହି ଶ୍ରେଷ୍ଠ ଫୁଟବଲ ଖେଳାଳି, ନିଜେ ଜଣେ ବୋନ୍ ମ୍ୟାରୋ ଡୋନର୍
ପ୍ରାୟତଃ ଖେଳାଳିମାନେ ନିଜ ହେୟାରଷ୍ଟାଇଲ୍, ବିଳାସପୂର୍ଣ୍ଣ କାର୍, ପୋଷାକ ସାଙ୍ଗକୁ ଶରୀରରେ ବିଭିନ୍ନ ପ୍ରକାର ଟାଟୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ମଧ୍ୟରେ ଗଣନା କରାଯାଉଥିବା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦେହରେ ଗୋଟିଏ ମଧ୍ୟ ଟାଟୁ ଦେଖିବାକୁ...
ଏହି କ୍ରିକେଟରଙ୍କ ବାଜିଛି ୩ ଥର ଶାହାନାଇ
ଦେଶ ବିଦେଶର କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। କେବଳ ବିବାହ ନୁହେଁ ବ୍ରେକ୍ଅପ୍କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ଏମିତି କିଛି କ୍ରିକେଟର ଅଛନ୍ତି ସେମାନେ ୨-୨ଥର ବିବାହ କରିଛନ୍ତି। କିନ୍ତୁ ସେମାନଙ୍କଠାରୁ...
ଏହି ତାରିଖଟି ସଚିନ ତେନ୍ଦୁଲକରଙ୍କ ପାଇଁ ଥିଲା ଅଶୁଭ
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ରିକେଟ କ୍ୟାରିୟରରେ ଅନେକ ବିରଳ ରେକର୍ଡ ହାସଲ କରିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ସଚିନ ନିଜ କ୍ୟାରିୟର ଗୋଟିଏ ମାସର ପ୍ରତି ତାରିଖରେ ଶତକ କିମ୍ବା ଦ୍ୱିଶତକ ଲଗାଇଛନ୍ତି,...
ରାଇନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଏସ୍ଆଇଟିର ଯାଞ୍ଚ୍
ନୂଆଦିଲ୍ଲୀ,୨।୯(ପି.ଟି.): ଭାରତୀୟ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯିବା ପରେ ଏବେ ସାରା ଦେଶରେ ଚର୍ଚ୍ଚା ହୋଇଛି। ଏହି ହତ୍ୟା ମମଲାର ତଦନ୍ତ ପାଇଁ ପଞ୍ଜାବ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପଞ୍ଜାବରେ କିଛିଦିନ ତଳେ ରାଇାନଙ୍କ...
ଏସି ମିଲାନ ସହିତ ଚୁକ୍ତି କଲେ ଇବ୍ରାହିମୋଭିଚ୍
ମିଲାନ, ୨ା୯ (ଏପି)- ଷ୍ଟାର ଫୁଟ୍ବଲ ଖେଳାଳି ଜ୍ଲାଟାନ ଇବ୍ରାହିମୋଭିଚ୍ଙ୍କ ସହ ଗୋଟିଏ ସିଜନ ପାଇଁ ଚୁକ୍ତି କରିଛି ଏସି ମିଲାନ। ଦଳ ଏହି ଖେଳାଳିଙ୍କୁ ନେଇ ୭ ବର୍ଷ ବ୍ୟବଧାନରେ ଚାମ୍ପିୟନ୍ସ ଲିଗ୍କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଯୋଜନା...
ସିଏସ୍କେର ଅନ୍ୟ ସଦସ୍ୟମାନେ ନେଗେଟିଭ୍
ନୂଆଦିଲ୍ଲୀ, ୨ା୯ (ପି.ଟି.)- ଗତ ସପ୍ତାହରେ କୋଭିଡ୍-୧୯ ଟେଷ୍ଟରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ୧୩ ଜଣ ସଦସ୍ୟଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଏମାନଙ୍କୁ ଛାଡ଼ି ଦଳର ଅନ୍ୟ ସମସ୍ତ ସଦସ୍ୟଙ୍କର ଫଳାଫଳ ନେଗେଟିଭ୍ ଆସିଛି। ଏହି ଇଣ୍ଡିଆନ...
ସରକାରୀ ନିଯୁକ୍ତିରେ କ୍ରୀଡ଼ାବିତ୍ଙ୍କୁ ଅଧିକ ସୁଯୋଗ
ନୂଆଦିଲ୍ଲୀ,୧।୯ (ପି.ଟି.): କେନ୍ଦ୍ର ସରକାର ମେଧାବୀ କ୍ରୀଡ଼ାବିତ୍ମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ସିଧା ନିଯୁକ୍ତି ନିମନ୍ତେ ତାଲିକାରେ ଅଧିକ ସଂଖ୍ୟକ କ୍ରୀଡ଼ାବର୍ଗକୁ ସାମିଲ କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାର ଅଧିକ ୨୦ଟି କ୍ରୀଡ଼ାବର୍ଗକୁ ତାଲିକାରେ ସାମିଲ କରିଥିବା ଜଣାଯାଇଛି।...
Archives


