ଖେଳ

ବାସନ୍ଦ ସତ୍ତ୍ୱେ ଶାହରୁଖ ଖାନ୍‌ଙ୍କ କେକେଆର୍‌ ଦଳରେ କାହିଁକି ଯୋଗ ଦେବେ ପ୍ରବୀଣ ତାମ୍ବେ; ଜାଣନ୍ତୁ…

ନୂଆଦିଲ୍ଲୀ, ୧୩।୯: ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ଦଳୀୟ ଶିବିରରେ ସାମିଲ ହେବେ ଭେଟେରାନ୍‌ ଲେଗ୍‌-ସ୍ପିନର ପ୍ରବୀଣ ତାମ୍ବେ। ୨୦୨୦ ଆଇପିଏଲ୍‌ ଲାଗି କେକେଆର୍‌ ତାମ୍ବେଙ୍କୁ ୨୦ ଲକ୍ଷ ଟଙ୍କାରେ କ୍ରୟ...

ଦ୍ୱିତୀୟ ଥର ପାଇଁ ୟୁଏସ୍‌ ଓପନ୍‌ ଟାଇଟଲ୍ ଜିତିଲେ ଓସାକା

ନ୍ୟୁୟର୍କ, ୧୩।୯: ଚତୁର୍ଥ ସିଡ୍‌ ଜାପାନାର ନାଓମି ଓସାକା ଏଠାରେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ଓସାକା ୧-୬, ୬-୩, ୬-୩ ସେଟ୍‌ରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ବେଲାରୁଷର...

ସଚିନ ତେନ୍ଦୁଲକରଙ୍କୁ ସ୍ବପ୍ନରେ ଦେଖୁଥିଲେ ଏହି ମହାନ ଖେଳାଳି

ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଜଣାଶୁଣା ଓ୍ବାର୍ଣ୍ଣ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର୍‌ ମୁଥିଆ ମୁରଲିଧରନ୍‌ଙ୍କ ସହ...

ଶ୍ରୀସନ୍ଥଙ୍କ ୭ ବର୍ଷର ବାସନ୍ଦ ଅବଧି ଶେଷ

ନୂଆଦିଲ୍ଲୀ, ୧୩।୯: ସ୍ପଟ୍‌ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ୭ ବର୍ଷର ବାସନ୍ଦ ଅବଧି ରବିବାର (ସେପ୍ଟେମ୍ବର ୧୩) ଶେଷ ହୋଇଛି। ଶ୍ରୀସନ୍ଥଙ୍କ ଉପରେ ପ୍ରଥମେ ଆଜୀବନ ବାସନ୍ଦାଦେଶ ଲାଗୁ...

୬ ଦିନ କ୍ୱାରାଣ୍ଟାଇନରେ ରହିବେ ଅଷ୍ଟ୍ରେଲିଆ ଖେଳାଳି

ଦୁବାଇ, ୧୩।୯: ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ବୋଲିଂ ପରାମର୍ଶଦାତା ଏରିକ୍‌ ସିମନ୍ସଙ୍କ କହିବା ଅନୁଯାୟୀ, ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ବାର୍ନରଙ୍କ ପରି ଅଷ୍ଟ୍ରେଲିଆ ଖେଳାଳି ବ୍ରିଟେନର ଜୈବ ସୁରକ୍ଷିତ (ବାୟୋ ବବଲ୍‌) ପରିବେଶରେ ରହିଥିଲେ ମଧ୍ୟ ଆଇପିଏଲ୍‌ ଖେଳିବାକୁ...

ଦଳ ପାଇଁ ଓପନିଂ କରିବାକୁ ଚାହୁଁଛନ୍ତି ଚହଲ, ମନା କରିବାରୁ କୋଚଙ୍କ ଅବସ୍ଥା ହେଲା ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ସ୍ପିନ୍‌ ବୋଲର୍‌ ୟୁଜବେନ୍ଦ୍ର ଚହଲ କେବଳ ପଡିଆରେ ନୁହେଁ ବାହାରେ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିଜ ମଜାକିଆ ଅନ୍ଦାଜ ପାଇଁ ପରିଚିତ ଚହଲଙ୍କୁ ବୋଲିଂ ସହ ବ୍ୟାଟିଂ କରିବାକୁ ବେଶ୍‌ ପସନ୍ଦ। ସେ...

ହାତରେ କରତ ଧରିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି

ଚଳିତବର୍ଷ ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ୍‌ କରାଇବା ପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଅଧିନାୟକ ବିରାଟ କୋହଲି। ଏଥର ଟିମ୍‌ ସନ୍ତୁଳିତ ଅଛି, ଟାଇଟଲ୍‌ ବିଜୟ ପାଇଁ ପ୍ରସ୍ତୁତ ଅଛୁ ବୋଲି କୋହଲି କହିଛନ୍ତି। ନିକଟରେ ସୋସିଆଲ...

ଆଇପିଏଲ୍‌ ପୂର୍ବରୁ ଆୟରାଙ୍କୁ ନେଇ ଭାବବିହ୍ବଳ ହେଲେ ସାମି, କହିଲେ ଏଭଳି

ନୂଆଦିଲ୍ଲୀ,୧୩।୯: ଆଇପିଏଲ୍‌-୨୦୨୦ ଆରମ୍ଭ ହେବାକୁ ଆଉ କିଛିଟା ଦିନ ବାକି। ଖେଳାଳିମାନେ ଏହାକୁ ନେଇ ୟୁଏଇରେ ଅଛନ୍ତି। ଘରଠାରୁ ଦୂରରେ ଥିବାରୁ ନିଜ ପରିବାରଲୋକ ମନେ ପଡ଼ିବା ସ୍ବାଭାବିକ କଥା। ସେଭଳି କିଛି ଏବେ ଘଟୁଛି ଦ୍ରୁତ ବୋଲର ମୋହମ୍ମଦ...

ୟୁଏସ୍‌ ଓପନ୍‌ ଟେନିସ୍‌: ଥିମ୍‌-ଜେଭେରେଭ ଫାଇନାଲ ଫାଇଟ୍‌

ନ୍ୟୁୟର୍କ, ୧୩।୯(ଏପି): ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମହିଳା ସିଙ୍ଗଲ୍ସ ପରେ ଏବେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲ ମ୍ୟାଚ୍‌ରେ...

ଆଇପିଏଲ୍‌ରେ ପ୍ରଥମ ଆମେରିକୀୟ ଅଲି ଖାନ୍‌

ଆବୁଧାବି, ୧୩ା୯ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥର ଜଣେ ଆମେରିକୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେ ହେଉଛନ୍ତି ଫାଷ୍ଟ ବୋଲର ଅଲି ଖାନ୍‌। ସେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଦଳ ତରଫରୁ ଖେଳିବେ। ୨୯ ବର୍ଷୀୟ...

ଜାଭୋନାରେଭା-ସିଗ୍‌ମଣ୍ଡ ଚାମ୍ପିୟନ

ନ୍ୟୁୟର୍କ,୧୩।୯(ଏପି): ୟୁଏସ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଭେରା ଜାଭୋନାରେଭା ଓ ଲଉରା ସିଗ୍‌ମଣ୍ଡ ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଣସିଡ୍‌ ଏହି ରୁଷିଆ ଓ ଜର୍ମାନୀ ଯୋଡି ୬-୪, ୬-୪ ସେଟ୍‌ରେ ତୃତୀୟ ସିଡ୍‌...

ଥୋମାସ ଓବର କପ୍‌ରୁ ଓହରିଲା ଇଣ୍ଡୋନେସିଆ

ଜାକର୍ତ୍ତା, ୧୩ା୯ (ଏପି)- କରୋନା ଭାଇରସ୍‌ କାରଣରୁ ଇଣ୍ଡୋନେସିଆ ୫ମ ଦେଶ ଭାବେ ସମ୍ମାନଜନକ ଥୋମାସ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଓହରିଯାଇଛି। ଏହି ପ୍ରତିଯୋଗିତା ଡେନମାର୍କର ଆରହସ୍‌ଠାରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri