ଭାରତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରେ ଅଷ୍ଟ୍ରେଲିଆ
ସିଡ୍ନୀ, ୧୧ା୧୦ (ପି.ଟି.)- ଅଷ୍ଟ୍ରେଲିଆ ଟୁର୍ ପୂର୍ବରୁ ବ୍ରିସ୍ବେନ୍ରେ ଭାରତୀୟ କ୍ରିକେଟ ଦଳର କ୍ୱାରାଣ୍ଟାଇନ୍ ପରିୟଡ୍କୁ ହ୍ରାସ କରିବା ଲାଗି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇପାରେ ବୋଲି ସିଡ୍ନୀ ମର୍ନିଂ ହେରାଲ୍ଡରେ ଏକ ରିପୋର୍ଟରେ ପ୍ରକାଶ...
ବ୍ରାଜିଲ, କଲମ୍ବିଆର ପ୍ରଥମ ବିଜୟ
ସାଓପାଲୋ, ୧୧ା୧୦ (ଏପି)-ଓ୍ବାଲର୍ଡକପ୍ ଫୁଟ୍ବଲ କ୍ୱାଲିଫାୟର୍ସ ଓପନିଂ ରାଉଣ୍ଡରେ ବ୍ରାଜିଲ ଓ କଲମ୍ବିଆ ସେମାନଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। କୋଭିଡ୍ ସ୍ବାସ୍ଥ୍ୟ ପ୍ରୋଟୋକଲ ଯୋଗୁ ବିନା ଦର୍ଶକରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସାଓପାଲୋଠାରେ ବର୍ଷା ମଧ୍ୟରେ ଖେଳାଯାଇଥିବା ବଲିଭିଆ...
ଓଡ଼ିଶା ଏଫ୍ସିରେ କୋଲ୍ : ଆଲେକ୍ଜାଣ୍ଡର
ଭୁବନେଶ୍ୱର, ୧୧ା୧୦ (ସ୍ପୋଟର୍ସ ବ୍ୟୁରୋ)-ହିରୋ ଇଣ୍ଡିଆନ ସୁପର ଲିଗ୍ର ୭ମ ସଂସ୍କରଣ ପୂର୍ବରୁ ଦକ୍ଷିଣ ଆଫ୍ରିକୀୟ ମିଡ୍ଫିଲ୍ଡର କୋଲ୍ ଆଲେକ୍ଜାଣ୍ଡର ଓଡ଼ିଶା ଏଫ୍ସି ସହ ୨ବର୍ଷିଆ ଚୁକ୍ତି କରିଛନ୍ତି। କ୍ଲବ ତରଫରୁ ଶନିବାର ଘୋଷଣା କରାଯାଇଛି। କେପ୍ଟାଉନ୍ରେ ଜନ୍ମଗ୍ରହଣ କରିଥିବା...
ପ୍ରଥମ ଆର୍ସିବି ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଲେ ବିରାଟ
ଦୁବାଇ, ୧୦।୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ କୀର୍ତ୍ତିମାନ ଯୋଡ଼ିଛନ୍ତି। ଆଇପିଏଲ୍ର ବାଙ୍ଗାଲୋର ଫ୍ରାଞ୍ଚାଇଜ ପାଇଁ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ କୋହଲି ୬ ହଜାର ରନ୍ ପୂରଣ କରିଛନ୍ତି। ଶନିବାର...
ଧୋନୀଙ୍କ ସାମ୍ନାରେ ୧୭୦ ରନ୍ ଟାର୍ଗେଟ୍ ରଖିଲେ ବିରାଟ
ଦୁବାଇ, ୧୦।୧୦: ଚଳିତ ଆଇପିଏଲ୍ ୨୫ତମ ମୁକାବିଲାରେ ଶନିବାର ସନ୍ଧ୍ୟାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଓ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ...
ଆତ୍ମହତ୍ୟା କଲେ ପୂର୍ବତନ ଭାରତୀୟ କ୍ରିକେଟର୍
କୋଚି, ୧୦।୧୦: ୧୯ ବର୍ଷରୁ କମ୍ ଭାରତୀୟ ଦଳର ପୂର୍ବତନ ସଦସ୍ୟ ତଥା କେରଳ ରଣ୍ଜୀ ଟ୍ରଫି ଖେଳାଳି ଏମ୍. ସୁରେଶ କୁମାରଙ୍କ ବିୟୋଗ ଘଟିଛି। ୪୭ ବର୍ଷ ବୟସରେ ସୁରେଶ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୁରେଶଙ୍କ...
କିଙ୍ଗ୍ସ ଇଲେଭେନକୁ ହରାଇଲା ଶାହରୁଖ ଖାନଙ୍କ କେକେଆର୍
ଆବୁଧାବି, ୧୦।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣରେ ଶନିବାର ଅନୁଷ୍ଠିତ ୨୪ତମ ମୁକାବିଲାରେ ବଲିଉଡ୍ ସୁପର୍ଷ୍ଟାର ଶାହରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିଜୟ ଲାଭ କରିଛି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ...
ଟସ୍ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି; ପ୍ରଥମେ ବୋଲିଂ କରିବ ସିଏସ୍କେ
ଦୁବାଇ, ୧୦।୧୦: ଚଳିତ ଆଇପିଏଲ୍ର ୨୫ତମ ମୁକାବିଲାରେ ଶନିବାର ସନ୍ଧ୍ୟାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ...
୩୫ ବଲରେ ଶତକ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ
ଲାହୋର, ୧୦।୧୦: ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ ଖୁସ୍ଦିଲ୍ ଶାହ ଟି୨୦ କ୍ରିକେଟ୍ରେ ନିଜ ଦେଶ ପକ୍ଷରୁ ଦ୍ରୁତତ୍ତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ୨୫ ବର୍ଷୀୟ ଖୁସ୍ଦିଲ ମାତ୍ର ୩୫ ବଲରୁ ଶତକ ହାସଲ କରି ରେକର୍ଡ ବୁକ୍ରେ...
ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ
ଶାରଜା, ୧୦।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୬ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ୮ ଉଇକେଟ ହରାଇ ୧୮୪ ରନ କରିଥିବାବେଳେ...
ମହିଳା ଟି୨୦ ଚ୍ୟାଲେଞ୍ଜ୍: କମ୍ ସମୟରେ ପ୍ରସ୍ତୁତିକୁ ନେଇ ପ୍ରଶ୍ନ
ନୂଆଦିଲ୍ଲୀ, ୧୦।୧୦(ପି.ଟି.(୦ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ନାମେଣ୍ଟ ଆସନ୍ତା ମାସରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଅନୁଷ୍ଠିତ ହେବ। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବେ। ଖେଳାଳିମାନଙ୍କୁ ଚଳିତମାସ ୧୩ ତାରିଖରେ ମୁମ୍ବାଇରେ ଏକତ୍ରିତ ହେବାକୁ କୁହାଯାଇଛି। ଖେଳାଳିମାନଙ୍କୁ...
ଫ୍ରେଞ୍ଚ୍ ଓପନ ଟେନିସ: କ୍ରିଷ୍ଟିନା -ବାବୋସ ଫାଇନାଲରେ
ପ୍ୟାରିସ, ୧୦।୧୦- ଫ୍ରେଞ୍ଚ୍ ଓପନ ଟେନିସ ପୁରୁଷ ଡବଲ୍ସର ଫାଇନାଲ ଲାଇନ୍ଅପ୍ ହୋଇଯାଇଛି। ଆନ୍ଦ୍ରେସ ମାଇଲ୍ସ ଓ କେଭିନ କ୍ରାଓ୍ବିଜ୍ ଯୋଡ଼ି ଫାଇନାଲରେ ବ୍ରୁନୋ ସୋଆରେସ ଓ ମ୍ୟାଟ ପାଭିକ୍ ଯୋଡ଼ିଙ୍କୁ ଭେଟିବେ। ପ୍ରଥମ ସେମିଫାଇନାଲରେ ମାଇଲ୍ସ-କ୍ରାଓ୍ବିଜ ଯୋଡ଼ି ୬-୩,...
Archives


