ଖେଳ

୨୦୨୨ ମହିଳା କ୍ରିକେଟ ବିଶ୍ୱକପ୍‌: କ୍ୱାଲିଫାୟର ବିପକ୍ଷରୁ ଭାରତର ଅଭିଯାନ

ଦୁବାଇ, ୧୬।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ୨୦୨୨ ମହିଳା କ୍ରିକେଟ ବିଶ୍ୱକପ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ। ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୬ରେ ଟୌରଙ୍ଗାର ବେ ଓଭାଲ...

ମୁଡି ସନରାଇଜର୍ସର କ୍ରିକେଟ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ୧୬।୧୨ (ପି.ଟି.)-କ୍ରିକେଟରରୁ କୋଚ୍‌ ହୋଇଥିବା ଅଷ୍ଟ୍ରେଲିଆର ଟମ୍‌ ମୁଡି ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଏହି ୫୫ ବର୍ଷୀୟ ଅଷ୍ଟ୍ରେଲୀୟ ୨୦୧୯ ପର୍ଯ୍ୟନ୍ତ ୭ବର୍ଷ ଧରି...

ବିଗ୍‌ ବାଶ୍‌ ଲିଗ୍‌: କ୍ରିସ୍‌ ଲିନ୍‌, ଡାନ୍‌ ଲରେନ୍ସଙ୍କୁ ଜରିମାନା

ମେଲବୋର୍ନ, ୧୬।୧୨: ବିଗ୍‌ ବାଶ୍‌ ଟି୨୦ ଲିଗ୍‌ ବେଳେ କରୋନା ଭାଇରସ୍ ପ୍ରୋଟୋକଲ ଭଙ୍ଗ କରିଥିବାରୁ ବ୍ରିସ୍‌ବେନ୍‌ ହିଟ୍‌ର କ୍ରିସ୍‌ ଲିନ୍‌ ଓ ଡାନ୍‌ ଲରେନ୍ସଙ୍କୁ ୧୦,୦୦୦ ଅଷ୍ଟ୍ରେଲୀୟ ଡଲାର(୫,୬୪୦ ପାଉଣ୍ଡ) ଜରିମାନା ହୋଇଛି। ଉଭୟେ ଜଣେ ପ୍ରଶଂସକଙ୍କ ସହ...

ମାର୍ଚ୍ଚ ୨୫ରୁ ଅଲିମ୍ପିକ ମଶାଲ ରିଲେ

ଟୋକିଓ, ୧୬ ।୧୨ (ଏପି): କରୋନା ମହାମାରୀ ବେଳେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ ହୋଇ ପାରିବ କି ନା ତାହା ଏବେିବି ଅସ୍ପଷ୍ଟ। ଏହାସତ୍ତ୍ୱେ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ୩ମାସ...

ଗୋଲାପୀ ବଲ୍‌ରେ କାହିଁକି ଖେଳାଯାଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌

ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଦିନିକିଆ ଏବଂ ଟି-୨୦ ପରେ ବିରାଟ ସେନା ପରେ ଏବେ ଟେଷ୍ଟ ସିରିଜ୍‌ ଖେଲିବାକୁ ଯାଉଛି। ଡିସେମ୍ବର ୧୭ଠାରୁ ସିରିଜ୍‌ର ପ୍ରଥମ ଆରମ୍ଭ ହେବାକୁ ଯାଉଛି। ଆଡିଲେଡରେ ପ୍ରଥମ ଦିବାରାତ୍ର ଟେଷ୍ଟ ଗୋଲାପୀ...

ଆଇଏସ୍‌ଏଲ୍‌: ଇଷ୍ଟବେଙ୍ଗଲକୁ ହରାଇଲା ହାଇଦ୍ରାବାଦ

ଭାସ୍କୋ, ୧୫।୧୨- ସ୍ଥାନୀୟ ତିଳକ ମଇଦାନରେ ମଙ୍ଗଳବାର ଅନୁଷ୍ଠିତ ଏକ କଡ଼ା ଚ୍ୟାଲେଞ୍ଜପୂର୍ଣ୍ଣ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ମ୍ୟାଚରେ ହାଇଦ୍ରାବାଦ ଏଫସି ୩-୨ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଏକଦା ମ୍ୟାଚ୍‌ରେ ଆଗୁଆ ରହିବା ସତ୍ତ୍ୱେ ପରାଜୟରୁ ବର୍ତ୍ତି ପାରି...

ଅଷ୍ଟ୍ରେଲିଆ ଗସ୍ତ କଲେ ରୋହିତ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଗାମୀ ଟେଷ୍ଟ ସିରିଜ୍‌ ଖେଳିବା ପାଇଁ ମଙ୍ଗଳବାର ସକାଳୁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ଗତ...

ମୁସ୍ତାକ ଅଲି ଟି୨୦: ସମ୍ଭାବ୍ୟ କେରଳ ଦଳରେ ଶ୍ରୀସନ୍ଥ

ଥିରୁଭାନାନ୍ଥପୁରମ,୧୫।୧୨: ପୂର୍ବତନ ଭାରତୀୟ ପେସର ଏସ୍‌. ଶ୍ରୀସନ୍ଥ ମଙ୍ଗଳବାର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ଫେରିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ଆସନ୍ତା ୨ ତାରିଖରୁ ହେବାକୁ ଯାଉଥିବା ସୟଦ ମୁସ୍ତାକ ଅଲି ଟି୨୦ ଇଭେଣ୍ଟ ଲାଗି ଘୋଷିତ ୨୬ ଜଣିଆ ସମ୍ଭାବ୍ୟ...

ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌: ଟପ୍‌-୧୦ରେ କୋହଲିଙ୍କ ସମେତ ଭାରତର ୩ ଖେଳାଳି

ଦୁବାଇ,୧୫।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି ନୂଆ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକା। ଏହି ତାଲିକାର ଟପ୍‌-୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମେତ ୩ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି।...

ଖୁସି ଖବର: କ୍ରିକେଟ୍‌ ପଡିଆକୁ ଫେରିବେ ଯୁବରାଜ ସିଂ

ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ପୁଣି କ୍ରିକେଟ ମୈଦାକୁ ଫେରୁଛନ୍ତି। ୩୯ ବର୍ଷୀୟ ଏହି କ୍ରିକେଟରଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ପଞ୍ଜାବର ସମ୍ଭାବ୍ୟ ଦଳରେ ସାମିଲ କରାଯାଇଛି। ପଞ୍ଜାବ ପାଇଁ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ...

ଚଳିତବର୍ଷ ଭାରତୀୟ ଖେଳ ଜଗତରେ ସର୍ବାଧିକ ପସନ୍ଦର ଟୁଇଟ୍‌: ଜାଣନ୍ତୁ କେଉଁ ଖେଳାଳି କରିଥିଲେ ଏହି ଟୁଇଟ୍‌

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନ ଥାନ୍ତି। ସେ ତାଙ୍କର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ କିମ୍ବା ମେସେଜ ପୋଷ୍ଟ କରିବାର ଦୀର୍ଘ ସମୟ ହେଲାଣି। ସୋସିଆଲ ମିଡିଆରେ ସକ୍ରିୟ...

ସ୍ତ୍ରୀ, ୨ ପିଲାଙ୍କୁ ଛାଡି ପ୍ରେମିକାଙ୍କ ହାତ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଆରମ୍ଭ ହେବାକୁ ମାତ୍ର ୨ ଦିନ ବାକି ଅଛି। ଏହି ସିରିଜରେ ଆୟୋଜକ ଦଳ ଅଷ୍ଟ୍ରେଲୀୟ ଅଫ ସ୍ପିନର ନାଥାନ ଲିଅନ ଭାରତୀୟ ଦଳ ପାଇଁ ଘାତକ ହୋଇପାରନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri