Posted inଖେଳ

୨୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଏହି କ୍ରିକେଟର୍‌

ଲର୍ଡସ,୩।୬: ନ୍ୟୁଜିଲ୍ୟାଣ୍ଡର ଓପନର୍‌ ଡେଭନ କନୱେ ଇତିହାସ ସୃଷ୍ଟି କରିଛନ୍ତି। ସେ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୮୪ ତମ ଓଭରର ଚତୁର୍ଥ ବଲରେ କନୱେ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଥିଲେ। କନୱେ ତାଙ୍କର ଡେବ୍ୟୁ ମ୍ୟାଚରେ ଶତକ ସ୍କୋର କରିଥିଲେ। ସେ ଲର୍ଡସରେ ଏମିତି ରେକର୍ଡ କରିବାରେ ବିଶ୍ୱର ୬ଷ୍ଠ ଏବଂ ନ୍ୟୁଜିଲାଣ୍ଡର ଦ୍ୱାଦଶ ଖେଲାଳି ହୋଇଛନ୍ତି। କନୱେ ୧୧୬୩ ବଲରେ ନିଜର ଶତକ ପୂରଣ କରିଥିଲେ।
ଗାଙ୍ଗୁଲି ଲର୍ଡସରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ସେ ଇଂଲଣ୍ଡ ବିପକ୍ଷ ଡେବ୍ୟୁ ମ୍ୟାଚ୍‌ରେ ୧୩୧ ରନ୍‌ର ଚମତ୍କାର ଶତକ ହାସଲ କରିଥିଲେ। ଏହି ମ୍ୟାଚରେ ରାହୁଲ ଦ୍ରାବିଡ ୯୫ ରନ ସଂଗ୍ରହ କରିଥିଲେ। ଏହା ମଧ୍ୟ ଦ୍ରାବିଡଙ୍କ ଡେବ୍ୟୁ ମ୍ୟାଚ ଥିଲା। ଲର୍ଡସରେ ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଥିବା କନୱେ ତୃତୀୟ ବିଦେଶୀ ବ୍ୟାଟ୍ସମ୍ୟାନ ହୋଇଥିଲେ। ତାଙ୍କ ପୂର୍ବରୁ ହ୍ୟାରି ଗ୍ରାହାମ (୧୮୯୩) ଏବଂସୌରଭ ଗାଙ୍ଗୁଲି (୧୯୯୬) ଏହି କୀର୍ତ୍ତିମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଚମକିଲେ ଦୀପକ; ୟୁପିକୁ ହରାଇଲା ରାଜସ୍ଥାନ

ଥିରୁଭାନନ୍ତପୂରମ,୧୪।୧୧(ପି.ଟି.)- ଚମତ୍କାର ଫର୍ମରେ ଥିବା ମିଡିଅମ ପେସର ଦୀପକ ଚହରଙ୍କ ଯୋଗୁ ରାଜସ୍ଥାନ ଗୁରୁବାର ଅନୁଷ୍ଠିତ ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ...

ଚ୍ୟାଲେଞ୍ଜରଙ୍କ ଚ୍ୟାଲେଞ୍ଜକୁ ଧ୍ୱଂସ କଲେ ଜୋକୋଭିଚ

ମେଲବୋର୍ନ, ୨୧।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାତେଇଛନ୍ତି ସର୍ବିଆର ନୋଭାକ ଜୋକୋଭିଚ୍‌। ରଡ୍‌ ଲାଭର ଏରିନାଠାରେ ରବିବାର ଅନୁଷ୍ଠିତ ଫାଇନାଲରେ...

ଟୁଇଟରରେ ଟ୍ରେଣ୍ଡ କରୁଛି #ଓ୍ବାଲର୍‌ଡଷ୍ଟାଣ୍ଡ୍ସଓ୍ବିଥ୍‌କୋହଲି

ନୂଆଦିଲ୍ଲୀ,୧୭।୧୨: ଦିନିକିଆ ଦଳର ନେତୃତ୍ୱ ପରିବର୍ତ୍ତନ ପରେ ଟେଷ୍ଟ ଅଧିନାୟକ ବିରାଟ କୋହଲି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି...

ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ ଜିତିବା ରହିଲା ଅଧୁରା

କେପ୍‌ ଟାଉନ୍‌,୧୪।୧: ସ୍ଥାନୀୟ ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଉଇକେଟରେ ପରାସ୍ତ କରିଛି । ଫଳରେ...

ନେଗେଟିଭ୍‌ ଆସିଲା ସମସ୍ତ ଖେଳାଳିଙ୍କ ରିପୋର୍ଟ

ଅହମ୍ମଦାବାଦ,୨୪।୧: ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ପର୍ଯ୍ୟାୟର ୮ ଦଳର କୋଭିଡ୍‌ ରିପୋର୍ଟ ଆସିଛି। ନେଗେଟିଭ୍‌ ଆସିଛି ସବୁ ଦଳର ଖେଳାଳିମାନଙ୍କ ରିପୋର୍ଟ। ଏବେ...

ରେକର୍ଡ ଅପେକ୍ଷାରେ

୩ଟି ଫର୍ମାଟରେ ୧୦୦ ଲେଖାଏ ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ଏକ ବିରଳ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଭାରତ ବିପକ୍ଷ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଅଷ୍ଟ୍ରେଲିଆକୁ ବଡ଼ ଝଟକା

ଲଣ୍ଡନ,୫ା୬): ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଫିଟ୍‌ ନ ଥିବାରୁ ଅଷ୍ଟ୍ରେଲିଆର ସିନିୟର...

ଭାରତ ବିପକ୍ଷ ସିରିଜ୍‌ରେ ନେବେ ଅବସର

କଲମ୍ବୋ,୨।୨: ଶ୍ରୀଲଙ୍କା ପେସର ସୁରଙ୍ଗା ଲକମଲ ଆଗାମୀ ଭାରତ ବିପକ୍ଷ ସିରିଜ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବେ। ଏ ନେଇ ବୁଧବାର...

Advertisement
Archives

Model This Week