ଖେଳ

ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଚହଲ: ଲକ୍‌ଡାଉନ୍‌ରେ ଆଗକୁ ବଢ଼ିଥିଲା କଥା

ନୂଆଦିଲ୍ଲୀ,୨୩।୧୨: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଉଭୟଙ୍କ ଏକାଧିକ ଫଟୋ ଶେୟାର କରି ଚହଲ ନିଜ ଖୁସି ପ୍ରଶଂସକଙ୍କ...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା: ମ୍ୟାଚ୍‌ରୁ ବାହାରିଲେ ଏହି ଦୁଇ ପ୍ରମୁଖ ଖେଳାଳି

ଆଡିଲେଡ୍‌,୨୩।୧୨: ଡିସେମ୍ବର ୨୬ରେ ଖେଳାଯିବ ବକ୍ସିଂ ଡେ ଟେଷ୍ଟ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା ଲାଗିଛି। କୋଭିଡ-୧୯ର ନିୟମକୁ ନେଇ ମେଲବର୍ନ ଟେଷ୍ଟରୁ ଓପନର୍‌ ଡେଭିଡ ଓ୍ବାର୍ନର ବାହାରିବା ପରେ ଏବେ ଅଲ୍‌ରାଉଣ୍ଡର ସିଏନ୍‌ ଆବୋର୍ଟ ମଧ୍ୟ ଟିମ୍‌ରୁ...

ଗମ୍ଭୀରଙ୍କ ଫର୍ମୁଲା: ଦ୍ୱିତୀୟ ଟେଷ୍ଟରେ ୫ ବୋଲର ଖେଳାଯାଉ; ବିରାଟଙ୍କ ସ୍ଥାନରେ ଆସନ୍ତୁ ଏହି କ୍ରିକେଟର

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ୫ଜଣ ବୋଲର୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଉ। ଅଧିନାୟକ ଅଜିଙ୍କ୍ୟ ରାହାଣେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସନ୍ତୁ ବୋଲି ପୂର୍ବ ଓପନର ଗୌତମ ଗମ୍ଭୀର କହିଛନ୍ତି। ଦଳର ନିୟମିତ...

ସନ୍ୟାସ ଘୋଷଣା ପରେ ପ୍ରଥମ ଥର ମୁହଁ ଖୋଲିଲେ ଆମିର: କହିଲେ ‘ଏହି ଦୁଇଜଣଙ୍କ ପାଇଁ ଏଭଳି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି’

ଲାହୋର,୨୩।୧୨: ଗତ ସପ୍ତାହରେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ହଠାତ୍‌ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ଏହା ପଛରେ କି କାରଣ ରହିଛି ତାହାକୁ ନେଇ ପ୍ରଶ୍ନ କରାଯାଉଥିଲା। ଏବେ ଆମିରଙ୍କ ଏକ ଭିଡିଓ ଭାଇରାଲ ହେଉଛି।...

ପୃଥ୍ବୀ ଶ’ଙ୍କ ସମର୍ଥନରେ ବାହାରିଲେ ‘ମିଷ୍ଟର କ୍ରିକେଟ’: କହିଲେ ‘ଦଳରୁ ବାହାର କରା ନ ଯାଉ’

ଆଡିଲେଡ୍‌,୨୩।୧୨: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖରାପ ପ୍ରଦର୍ଶନ କରିବା ଯୋଗୁ ଭାରତ ଏକାଦଶରୁ ପୃଥ୍ବୀ ଶ’ଙ୍କୁ ବାହାର କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ତଥା ‘ମିଷ୍ଟର କ୍ରିକେଟ’ ନାମରେ ଖ୍ୟାତ ମାଇକେଲ ହସେ...

୭୧ ଶତକ କରିଥିଲେ ବି ହରଭଜନଙ୍କ ବଲ୍‌କୁ ଖେଳିବାକୁ ଡର ଲାଗୁଥିଲା: ପଣ୍ଟିଂ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୭୧ଟି ଶତକ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଦୁଇଥର ଦିନିକିଆ ବିଶ୍ୱକପ୍‌ ଚମ୍ପିଆନ୍‌ ମଧ୍ୟ ହୋଇଛି। ଏସବୁ ସତ୍ତ୍ୱେ ପଣ୍ଟିଂ ହରଭଜନଙ୍କ ବଲ୍‌କୁ ଖେଳିବାକୁ ଡରିଥାନ୍ତି। ଏକଦା...

ଜିଏସ୍‌ଟି ବିଲ୍‌ ର଼୍ୟାକେଟର ପର୍ଦ୍ଦାଫାଶ: ୨୦୦ କୋଟିର ଖେଳ

ଭୁବନେଶ୍ୱର,୨୩।୧୨: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ ଦ୍ୱାରା ଜାଲ୍‌ ବିଲ୍‌ ର଼୍ୟାକେଟ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନକୁ ଏକ ବଡ ସଫଳତା ମିଳିଛି। ସୋମବାର ୨୦୦ କୋଟି ଟଙ୍କାର ଏକ ଜାଲ୍‌ ଜିଏସ୍‌ଟି ବିଲ୍‌ ର଼୍ୟାକେଟରେ ସମ୍ପୃକ୍ତ ଥିବା ୩ ମାଷ୍ଟରମାଇଣ୍ଡଙ୍କୁ...

ଓସିଏ ଆନ୍ତଃ ଜିଲା ସିନିୟର ଟି ୨୦: କଟକ-ଏ’ ଚାମ୍ପିୟନ

ଭୁବନେଶ୍ୱର,୨୩।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍‌ ଶେଷ ହୋଇଛି। ଏଥିରେ କଟକ ଏ’ ଚାମ୍ପିୟନ ହୋଇଛି। ମଙ୍ଗଳବାର ବାରବାଟୀ...

ଥୁରମ ୫ ମ୍ୟାଚରୁ ବାସନ୍ଦ

ବର୍ଲିନ, ୨୩ା୧୨ (ଏପି)-ବୋରୁସିଆ ମଞ୍ଚେନଗ୍ଲାଡବ୍ୟାକ୍‌ ଷ୍ଟ୍ରାଇକର ମାର୍କସ ଥୁରମଙ୍କୁ ୫ଟି ମ୍ୟାଚରୁ ବାସନ୍ଦ କରାଯାଇଛି। ବୁନ୍ଦେସ୍‌ଲିଗାରେ ବିପକ୍ଷ ହଫେନ୍‌ହିମ୍‌ ଦଳର ଜଣେ ଖେଳାଳିଙ୍କ ମୁହଁକୁ ଛେପ ପକାଇଥିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଥିବା ଜର୍ମାନ ଫୁଟ୍‌ବଲ ଫେଡେରେଶନ କହିଛି।...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବାମ୍ବୋଲିମ୍‌,୨୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଓଡ଼ିଶା ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ବ୍ରାଜିଲ ଷ୍ଟ୍ରାଇକର ଡିଏଗୋ ମୋଉରିସିଓ ୨୨ତମ ମିନିଟ୍‌ରେ...

ଜୋକୋଭିଚ୍‌, ଫେଡରର, ନାଡାଲ ଓ ଟିଆଫୋଙ୍କୁ ଏଟିପି ପୁରସ୍କାର

ଲଣ୍ଡନ,୨୩ା୧୨(ଏପି)-୨୦୨୦ବର୍ଷ ପାଇଁ ଏଟିପିର ଟପ୍‌ ପୁରସ୍କାର ବିଜେତାଙ୍କ ମଧ୍ୟରେ ନୋଭାକ ଜୋକୋଭିଚ୍‌, ରୋଜର ଫେଡରର, ରାଫାଲ ନାଡାଲ ଓ ଫ୍ରାନ୍‌ସେସ୍‌ ଟିଆଫୋ ପ୍ରମୁଖ ରହିଛନ୍ତି। ଜୋକୋଭିଚ୍‌ ବର୍ଷ ଶେଷର ନମ୍ବର ଓ୍ବାନ ଖେଳାଳି ହୋଇଛନ୍ତି। ରେକର୍ଡ ଅଷ୍ଟମ ଥର ପାଇଁ...

ଦୌଡ଼ରେ ସ୍ମିଥ୍‌ଙ୍କ ସହ ଏକାଧିକ ଯୁବ ଖେଳାଳି ରହିଛନ୍ତି: ସିଏ

ମେଲବୋର୍ନ,୨୩।୧୨ (ପି.ଟି.): ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପଦରେ ପୁଣି ଥରେ ବ୍ୟାଟିଂ ସୁପରଷ୍ଟାର ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ନିଯୁକ୍ତି ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏ ନେଇ ଭିନ୍ନ ମନ୍ତବ୍ୟ ଦେଇଛି। ନେତୃତ୍ୱ ନେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri