Posted inଖେଳ

ୟୁଏସ୍‌ ଓପନ ଟେନିସ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି

ନ୍ୟୁୟର୍କ, ୧୮ା୬(ଏପି)- ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ରେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। କରୋନା ଭାଇରସ୍‌ ମହାମାରୀ ଯୋଗୁ ଗତବର୍ଷ ଏହି ଚାମ୍ପିୟନଶିପ୍‌ ବିନା ଦର୍ଶକରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଏହି ଇଭେଣ୍ଟ ନ୍ୟୁୟର୍କର ଫ୍ଲଶିଂ ମିଡୋଜ୍‌ଠାରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ହେବ। ଟିକେଟ ବିକ୍ରି ଜୁଲାଇରୁ ଆରମ୍ଭ ହେବ ବୋଲି ୟୁଏସ୍‌ ଟେନିସ ଆସୋସିଏଶନ ତରଫରୁ ଘୋଷଣା କରାଯାଇଛି। ନ୍ୟୁୟର୍କ ଗଭର୍ନର ଆଣ୍ଡ୍ର୍ୟୁ କୁଓମୋ କହିଛନ୍ତି ପ୍ରଦେଶର ୭୦ ପ୍ରତିଶତ ଅତିକମ୍‌ରେ ଗୋଟିଏ ଡୋଜ୍‌ କରୋନା ଟିକା ନେଇ ସାରିଛନ୍ତି। ଇଭେଣ୍ଟ ବେଳେ ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶା ମଉଳିଲା: ରାଇନାଙ୍କ ନାଁ ହଟାଇଲା ସିଏସ୍‌କେ

ଚଳିତବର୍ଷ ମିଷ୍ଟର ଆଇପିଏଲଙ୍କୁ ମିସ୍‌ କରୁଛନ୍ତି ଦର୍ଶକ। ଆଇପିଏଲର କିଙ୍ଗ କୁହାଯାଉଥିବା ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ ଆରମ୍ଭ ପୂର୍ବରୁ ଭାରତ ଫେରିଥିଲେ।...

କରୋନା ଭାଇରସ: ଇରାନୀ କପ୍‌ ସହ ସମସ୍ତ ଘରୋଇ ମ୍ୟାଚ୍‌ ସ୍ଥଗିତ

ମୁମ୍ବାଇ, ୧୫।୩(ପି.ଟି.)- କରୋନା ଭାଇରସ ସଂକ୍ରମଣ ତଥା ଆତଙ୍କ କାରଣରୁ ଭାରତୀୟ କ୍ରିକେଟେ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇରାନୀ ଟ୍ରଫି ସମେତ ସବୁ ପ୍ରକାର ଘରୋଇ...

ମିଛ ଖେଲୋ ଇଣ୍ଡିଆ ବିଜ୍ଞାପନ: ସାଇର ତଦନ୍ତ ଦାବି

ନୁଆଦିଲ୍ଲୀ,୫।୧୧(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଏକ ମିଛ ବିଜ୍ଞାପନ ଜରିଆରେ ଆଥଲେଟମାନଙ୍କୁ ଧୋକା ଦିଆଯିବା ପରେ ସ୍ପୋଟର୍‌ସ ଅଥରିଟି...

ମିଚେଲ ଷ୍ଟାର୍କ ଆହତ

କାନବେରା, ୩।୧୨(ପି.ଟି.)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆହତ ହୋଇଛନ୍ତି। ସେ ପିଠି ଓ ପଞ୍ଜରାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେଥିପାଇଁ ସେ ଭାରତ...

ଦିଲ୍ଲୀରେ ଖେଳାଯାଇପାରିବ ନାହିଁ ଆଇପିଏଲ

ନୂଆଦିଲ୍ଲୀ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ଉପରେ କଳା ବାଦଲ ଛାଇ ହୋଇଯାଇଛି। କରୋନା ଭାଇରସ ଯୋଗୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲ...

କ୍ରିକେଟ ଛାଡି ବ୍ୟବସାୟ ଆରମ୍ଭ କଲେ ଏହି ଖେଳାଳି

ଗୋଟିଏ ପଟେ ଭାରତୀୟ ଦଳ ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଦଳର...

ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନ ଜାନୁୟାରୀ ୧୨ରେ

ଭୁବନେଶ୍ୱର, ୧୧।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ୍‌ର ୫ମ ସଂସ୍କରଣ ଜାନୁୟାରୀ ୧୨ରେ ଅନୁଷ୍ଠିତ ହେବ। ଟାଟା ଷ୍ଟିଲ୍‌ ଏବଂ ଓଡ଼ିଶା...

ଏଏଆଇକୁ ବିଶ୍ୱ ତୀରନ୍ଦାଜୀର ଅନ୍ତିମ ଚେତାବନୀ

କୋଲକାତା,୧୯।୬- ଅନ୍ତର୍ଜାତୀୟ ତୀରନ୍ଦାଜୀ ସଂସ୍ଥା ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)କୁ ସଦସ୍ୟ ତାଲିକାରୁ ବାଦ୍‌ ଦେଇଛିି। ଗୋଟିଏ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା କରାଯାଉ...

Ten Cric Info
Advertisement


Archives

Model This Week

Why Dharitri