ଖେଳ

ପଏଣ୍ଟ ବାଣ୍ଟିଲେ ଗୋଆ ଓ ଇଷ୍ଟବେଙ୍ଗଲ

ମାର୍ଗାଓ, ୩୦ା୧: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମ୍‌ରେ ଶୁକ୍ରବାର ଏଫ୍‌ସି ଗୋଆ ଓ ଏସ୍‌ସି ଇଷ୍ଟବେଙ୍ଗଲ ମଧ୍ୟରେ ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏକ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ଇଗୋର ଆଙ୍ଗୁଲୋ ଖେଳର ୩୯ତମ...

ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିବଦ୍ଧ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୩୦।୧(ଏପି): ଜାପାନରେ କରୋନା ଭାଇରସ ମହାମାରୀର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହା ସତ୍ତ୍ୱେ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିବଦ୍ଧ ଅଛୁ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା କହିଛନ୍ତି।...

ମୁସ୍ତାକ ଅଲୀ ଟି୨୦: ତାମିଲନାଡୁ- ବରୋଦା ଫାଇନାଲ

ଅହମ୍ମଦାବାଦ,୩୦।୧(ପି.ଟି.): ଦେଶର ସର୍ବବୃହତ୍‌ ଘରୋଇ ଟି୨୦ ଟୁର୍ନାମେଣ୍ଟ ମୁସ୍ତାକ ଅଲୀ ଟ୍ରଫିରେ ତାମିଲନାଡୁ ଫାଇନାଲରେ ପ୍ରବେଶ କରିଛି। ୩୧ ତାରିଖ ରବିବାର ତାମିଲନାଡୁ ଫାଇନାଲରେ ବରୋଦାକୁ ଭେଟିବ। ପ୍ରଥମ ସେମିରେ ତାମିଲନାଡୁ ରାଜସ୍ଥାନକୁ ହରାଇ ଓ ଦ୍ୱିତୀୟ ସେମିରେ ବରୋଦା...

ପ୍ରଥମ ଟେଷ୍ଟ: ପାକିସ୍ତାନ ୭ ଉଇକେଟରେ ବିଜୟୀ :ଫଓ୍ବାଦ ଆଲାମ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

କରାଚୀ,୩୦।୧(ଏପି): ଦୁଇ ସ୍ପିନର ନୌମାନ ଅଲୀ ଓ ୟାସିର ଶାହାଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ପାକିସ୍ତାନ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୪ ଦିନରେ ୭ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପଦାର୍ପଣ...

ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ

କରାଚୀ,୨୯।୧: ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ସାମ୍ନାକୁ ଆସିଛନ୍ତି ପାକିସ୍ତାନର ଫଓ୍ବାଦ ଆଲାମ। ୨୦୦୯ରେ ପଦାର୍ପଣ କରିଥିଲେ ଆଲାମ। ବିଦେଶରେ ପ୍ରଥମ ଟେଷ୍ଟରେ ହିଁ ଶତକ ହାସଲ କରି ଆସିଥିଲେ...

ରୁମ୍‌ରେ ଓ୍ବାର୍କ ଆଉଟ୍‌ କରୁଛନ୍ତି ଏହି କ୍ରିକେଟର

ଚେନ୍ନାଇ,୨୯ା୧- ଆସନ୍ତା ୫ ତାରିଖରୁ ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ ପାଣ୍ଡେମିକ୍‌ ପରିସ୍ଥିତି ଯୋଗୁ ଉଭୟ ଦଳର ଖେଳାଳିମାନେ ଚେନ୍ନାଇରେ ପହଞ୍ଚି ସାରିଥିଲେ...

ଅଷ୍ଟ୍ରେଲିଆ ଦଳରେ ଭାରତୀୟ କ୍ୟାବ ଚାଳକଙ୍କ ପୁଅ

ମେଲବୋର୍ନ,୨୯ା୧- ଅଷ୍ଟ୍ରେଲିଆରେ ବାସ କରୁଥିବା ପଞ୍ଜାବୀ ଡ୍ରାଇଭରଙ୍କ ୧୯ ବର୍ଷୀୟ ପୁଅ ତାନଭୀର ସାଙ୍ଘା ଅଷ୍ଟ୍ରେଲିଆର ଜାତୀୟ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ୧୮ ଜଣିଆ ଅଷ୍ଟ୍ରେଲିଆ ଦଳରେ ତାଙ୍କୁ...

ଆଇପିଏଲ୍‌ ଖେଳିବେନି କେକେଆର୍‌ର ଏହି ଖେଳାଳି !

ଲଣ୍ଡନ, ୨୯।୧: ଇଂଲଣ୍ଡର ଶୀର୍ଷ କ୍ରମର ବ୍ୟାଟ୍ସମ୍ୟାନ ଟମ ବେଣ୍ଟନ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଖେଳି ନ ପାରନ୍ତି। ଦେଶର ଟେଷ୍ଟ ଟିମ୍‌ରେ ସ୍ଥାନ ପାଇବାକୁ ନେଇ ସୁଯୋଗ ହାତଛଡ଼ା କରିବାକୁ ସେ ଚାହୁଁ ନାହାନ୍ତି। ଏଣୁ...

ଅଷ୍ଟ୍ରେଲିଆରେ ଶୋଇପାରି ନ ଥିଲେ ଏହି ଖେଳାଳି: ଖାଇବାକୁ ପଡ଼ିଥିଲା ନିଦ ବଟିକା

କୌଣସି ବି ଖେଳ ହେଉ ନା କାହିଁକି ଖେଳିବା ସମୟରେ ଖେଳାଳିମାନେ ସବୁବେଳେ ଚାପରେ ରହିଥାନ୍ତି। ବିଶେଷକରି ପ୍ରଥମ ଦ୍ୱିତୀୟ ଥର ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ପାଇଁ ଅଧିକ ଚାପ ସବୁଠାରୁ ଅଧିକ ଥାଏ। ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା...

ଏବେଠୁ ବୁମ୍‌ରାଙ୍କୁ ଡରିଲେଣି ଇଂଲଣ୍ଡ ଟିମ୍‌: ଓପନର୍‌ ରୁରି କହିଲେ ଏଭଳି

ନୂଆଦିଲ୍ଲୀ,୨୯।୧: ଯେତେବେଳେ କୌଣସି ବିଦେଶୀ ଟିମ୍‌ ଭାରତରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଆସିଥାଏ, ସେମାନେ ଏଠାକାର ସ୍ପିନ୍‌ ଫ୍ରେଣ୍ଡଲି ପିଚ୍‌ରେ କିଭଳି ଖେଳିବେ ସେ ବିଷୟରେ ଚିନ୍ତା କରିଥାନ୍ତି। ହେଲେ ଇଂଲଣ୍ଡ ଓପନର୍‌ ରୋରି ବର୍ନସ୍‌ ଭାରତ ବିପକ୍ଷ ଟେଷ୍ଟ...

ଏହି ଦୁଇ କ୍ରିକେଟରଙ୍କ ପ୍ରଶଂସାରେ ଶତମୁଖ ପୂଜାରା: କହିଲେ ସେମାନଙ୍କପାଇଁ ଖେଳିପାରିଲି ସ୍ବାଭାବିକ ଖେଳ

ନୂଆଦିଲ୍ଲୀ, ୨୯।୧: ଭାରତୀୟ କ୍ରିକେଟ ଟିମ୍‌ର ନୂଆ ‘ଓ୍ବାଲ୍‌’ କୁହାଯାଉଥିବା ଚେତେଶ୍ୱର ପୂଜାରା ଦୁଇ ପ୍ରମୁଖ ସାଥୀ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଶୁଭମନ ଗିଲ ଏବଂ ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର...

ଭାରତୀୟ ଖେଳାଳିଙ୍କ ପ୍ରଥମ କରୋନା ଟେଷ୍ଟ ନେଗେଟିଭ୍‌: ବିସିସିଆଇ ଦେଲା ଏହି ବଡ଼ ଉପହାର

ନୂଆଦିଲ୍ଲୀ,୨୯।୧:ଭାରତୀୟ କ୍ରିକେଟ ଖେଳାଳିମାନେ ଗୁରୁବାର ଆର୍‌ଟି ପିସିଆର କୋଭିଡ-୧୯ ପରୀକ୍ଷଣ ପାସ କରିଛନ୍ତି। ଆଉ ଦୁଇଥର ସେମାନଙ୍କ ପରୀକ୍ଷା କରାଯିବା ପରେ ସେମାନେ ଅଭ୍ୟାସ ଆରମ୍ଭ କରିବେ। ଏହାପୂର୍ବରୁ ଖେଳାଳିମାନେ ଚେନ୍ନାଇରେ ପହଞ୍ଚିଛନ୍ତି। ଏବେ ଖେଳାଳିମାନେ କୋଭିଡ କଟକଣାକୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri