ଖେଳ

ସ୍ମିଥ୍‌ଙ୍କୁ ତୃତୀୟ ଆଲାନ ବର୍ଡର ପଦକ

ମେଲବୋର୍ନ, ୭ା୨(ପି.ଟି.)-ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ତୃତୀୟ ଥର ଆଲାନ ବର୍ଡର ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବିଭାଗରେ ବେଥ୍‌ ମୁନି ପ୍ରଥମ ଥର ପାଇଁ ବେଲିଣ୍ଡା କ୍ଲାର୍କ ପୁରସ୍କାର ହାସଲ କରିଛନ୍ତି। ସମସ୍ତ ତିନୋଟି ଫର୍ମାଟର ପ୍ରଦର୍ଶନକୁ ଭିତ୍ତି...

୨୦ରୁ ବିଜୟ ହଜାରେ ଟ୍ରଫି: ଗ୍ରୁପ୍‌ ସି’ରେ ଓଡ଼ିଶା

ନୂଆଦିଲ୍ଲୀ,୭।୨(ପି.ଟି.): ଦେଶର ସର୍ବବୃହତ୍‌ ଦିନିକିଆ ଘରୋଇ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫି ଆସନ୍ତା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୪ରେ ଶେଷ ହେବ। ଦେଶର ୬ଟି ସହରର ଭେନ୍ୟୁରେ ମ୍ୟାଚ୍‌ ଆୟୋଜନ ହେବ। ଦଳଗୁଡିକ ୧୩ରୁ ବାୟୋ ବବଲରେ...

ଇଣ୍ଡିଆନ ସୁପର ଲିଗ୍‌ : ଓଡ଼ିଶା ପୁଣି ହାରିଲା

ବାମ୍ବୋଲିମ୍‌,୭।୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ପୁଣି ପରାସ୍ତ ହୋଇଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି କର ବା ମର ମ୍ୟାଚ୍‌ରେ ଓଡ଼ିଶା ଏଟିକେ ମୋହନ ବାଗାନଠାରୁ ୪-୧ ଗୋଲରେ...

ସାହାଣୀ କପ୍‌ ଫୁଟବଲ ଆରମ୍ଭ: ୪-୦ ଗୋଲରେ କେନ୍ଦ୍ରାପଡ଼ାକୁ ହରାଇଲା ଦେବଗଡ଼

ସୁନ୍ଦରଗଡ଼,୬।୨: ସୁନ୍ଦରଗଡ଼ରେ ୬୧ତମ ଆନ୍ତଃଜିଲା ସାହାଣୀକପ୍‌ ଫୁଟବଲ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହୋଇଛି। ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଫାଓ) ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଭବାନୀପୁର ସ୍ପୋଟର୍‌ସ କମ୍ପ୍ଲେକ୍ସ ଷ୍ଟାଡିୟମଠାରେ ଏହି ଆନ୍ତଃଜିଲା ଫୁଟବଲ...

ଚେନ୍ନାଇ ମ୍ୟାଚ୍‌ରେ ହୃଦୟ ଜିତିଲେ କୋହଲି: ଇଂଲଣ୍ଡ ଅଧିନାୟକ କହିଲେ ‘ଧନ୍ୟବାଦ’

ଚେନ୍ନାଇ,୬।୨: ଭାରତୀୟ ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ହେଲେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଖେଳାଯାଉଥିବା ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ତାଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳିଛି। ସେ ଫର୍ମରେ...

ଅର୍ଜୁନ ତେନ୍ଦୁଲକରଙ୍କୁ କିଣିପାରନ୍ତି ଏହି ୩ ଟିମ୍‌, ଦେଖିବାକୁ ମିଳିପାରେ…

ନୂଆଦିଲ୍ଲୀ,୬।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସଂସ୍କରଣରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଖେଳିବାକୁ ଯାଉଛନ୍ତି। ସେ ୨୦୨୧ ଆଇପିଏଲ୍‌ ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ନିକଟରେ ତାଙ୍କୁ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସମୟରେ ମୁମ୍ବାଇର ସିନିୟର...

୬ ବର୍ଷର ହେଲେ ଧୋନୀଙ୍କ ଅଲିଅଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ଧୋନୀ ଇତିମଧ୍ୟରେ ୬ ବର୍ଷର ହୋଇଛନ୍ତି। ଜିଭା ୬ ଫେବୃୟାରୀ ୨୦୧୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲା। ମାହିଙ୍କ ଝିଅ ନିଜର କ୍ୟୁଟ୍‌ନେସ୍‌ ଏବଂ ନିରୀହତା ଯୋଗୁ...

ବିବାହ ପୂର୍ବରୁ ବାପା ହୋଇଥିଲେ ଏହି କ୍ରିକେଟର: ପ୍ରେମିକାଙ୍କ ସାମ୍ନାରେ ଆଣ୍ଠେଇ କରିଥିଲେ ପ୍ରେମ ନିବେଦନ

ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ଶତକ ହାସଲ କରିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଜଣେ ଭଲ ଖେଳାଳି ସାଙ୍ଗକୁ ପାରିବାରିକ ବ୍ୟକ୍ତି। ତାଙ୍କର ସ୍ତ୍ରୀ ଏବଂ ୨ ପିଲା ଅଛନ୍ତି। ଗତବର୍ଷ ଜୁଲାଇ ୮ରେ ତାଙ୍କର କନ୍ୟା...

୧୯୯୯ ବିଶ୍ୱକପ୍‌ରେ ଭାରତ ହାରିବା ପରେ ଭୋ ଭୋ ହୋଇ କାନ୍ଦିଥିଲେ ଭୁବି, ଏବେ…

ନୂଆଦିଲ୍ଲୀ,୬।୨: ଆହତ ସମସ୍ୟା ଯୋଗୁ ଭାରତୀୟ ଟିମ୍‌ରୁ ବାହାରେ ଅଛନ୍ତି ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ପଡ଼ିଆ ବାହାରେ ଥିବାରୁ ସେ କ୍ରିକେଟକୁ ବହୁତ ମନେ ପକାଉଛନ୍ତି। କାରଣ କ୍ରିକେଟକୁ ବହୁତ ଭଲପାଆନ୍ତି ଭୁବି। ୧୯୯୯ରେ ବିଶ୍ୱକପ୍‌ରେ ଭାରତ...

ଆଇପିଏଲ ଅକ୍‌ଶନ: ଶ୍ରୀସନ୍ଥଙ୍କ ବେସ ପ୍ରାଇସ୍‌ ୭୫ ଲକ୍ଷ, ସର୍ବନିମ୍ନ ପାହ୍ୟାରେ ଅର୍ଜୁନ

ଚେନ୍ନାଇ, ୬ା୨- ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନିଲାମ ପ୍ରକ୍ରିୟାରେ ୧୦୯୭ ଜଣ ଖେଳାଳିଙ୍କ ନାମ ପଞ୍ଜୀକୃତ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ବାଂଲାଦେଶ ଅଲରାଉଣ୍ଡର...

ସେମିଫାଇନାଲରୁ ଓହରିଲେ ସେରେନା

ମେଲବୋର୍ନ, ୬ା୨ (ଏପି)-ସେରେନା ଓ୍ବିଲିୟମ୍ସ ଅଷ୍ଟ୍ରେଲିଆନ ଓପନ ଟ୍ୟୁନ୍‌ ଅପ୍‌୍‌ ଟୁର୍ନାମେଣ୍ଟ ସେମିଫାଇନାଲରୁ ଓହରିଯାଇଛନ୍ତି। ଡାହାଣ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ସେରେନା ସେମିଫାଇନାଲରେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଆଶ ବାର୍ଟିଙ୍କ ସହ ମୁକାବିଲା...

ଶ୍ରୀସନ୍ଥଙ୍କ ସମେତ ୧୦୯୭ ଖେଳାଳିଙ୍କ ନାମ ପଞ୍ଜୀକୃତ

ଚେନ୍ନାଇ, ୬ା୨ (ପି.ଟି.)-ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ପାଇଁ ୧୦୯୭ ଜଣ ଖେଳାଳି ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବାଂଲାଦେଶ ଅଲ୍‌ରାଉଣ୍ଡର ଶକିବ ଅଲ ହସନ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri