Posted inଖେଳ

୬ ବର୍ଷର ହେଲେ ଧୋନୀଙ୍କ ଅଲିଅଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ଧୋନୀ ଇତିମଧ୍ୟରେ ୬ ବର୍ଷର ହୋଇଛନ୍ତି। ଜିଭା ୬ ଫେବୃୟାରୀ ୨୦୧୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲା। ମାହିଙ୍କ ଝିଅ ନିଜର କ୍ୟୁଟ୍‌ନେସ୍‌ ଏବଂ ନିରୀହତା ଯୋଗୁ ଇଣ୍ଟରନେଟ୍‌ ସେନ୍‌ସେଶନ ହୋଇଯାଇଛନ୍ତି। ବାପାଙ୍କ ମ୍ୟାଚ୍‌ରେ ଚିୟର କରିବା ହେଉ ଅବା ମା’ଙ୍କ ସହ ଏଞ୍ଜୟ କରିବା ତାଙ୍କର ସମସ୍ତ ମୂହୁର୍ତ୍ତର ଫଟୋକୁ ପ୍ରଶଂସକ ପସନ୍ଦ କରିଥାନ୍ତି। ଜିଭା ଜନ୍ମ ପରଠାରୁ ଆଜିପର୍ଯ୍ୟନ୍ତ ସୋସିଆଲ ମିଡିଆରେ ରାଣୀହୋଇ ରହିଛନ୍ତି। ତାଙ୍କର ‘ଜିଭା ସିଂହ ଧୋନୀ’ ନାମରେ ଏକ ଇଣ୍ଟରନେଣ୍ଟ ଆକାଉଣ୍ଟ ରହିଛି, ଯେଉଁଥିରେ ଜିଭାଙ୍କ ଜନ୍ମରୁ ଆଜି ପର୍ଯ୍ୟନ୍ତ ସମସ୍ତ ଫଟୋ ରହିଛି। ଏହି ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ସମୁଦାୟ ୧.୮ମିଲିୟନ୍‌ ଫଲୋଅର୍ସ ରହିଛନ୍ତି। ଜିଭାଙ୍କ ଏହି ଆକାଉଣ୍ଟ ତାଙ୍କ ମା’ ସାକ୍ଷୀ ପରିଚାଳନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଲେ ଓପନର, ପାଣି ପୂରାଇ ଦେଲେ ଆଣ୍ଡରସନ

ଟ୍ରେଣ୍ଟ ବ୍ରିଜ୍‌,୫।୮: ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଓ ଲୋକେଶ...

ଧୋନୀଙ୍କୁ ନେଇ ଭୋଗ୍‌ଲେଙ୍କ ଭିନ୍ନ ମତ

ମୁମ୍ବାଇ, ୨୯।୩- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା ଧିରେ ଧିରେ ବଢ଼ିବାରେ ଲାଗିଛି।...

ତୁର୍କୀ ଫୁଟ୍‌ବଲ ଆଇକନ୍‌ ଟରିମ୍‌ କରୋନା ଭାଇରସ୍‌ରେ ସଂକ୍ରମିତ

ଇସ୍ତାନବୁଲ୍‌, ୨୪ା୩ (ଏଏଫ୍‌ପି)-ତୁର୍କୀ ଫୁଟ୍‌ବଲ ଆଇକନ୍‌ ଟରିମ୍‌ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ଇସ୍ତାନବୁଲ୍‌ର ବଡ଼ ଫୁଟ୍‌ବଲ କ୍ଲବ ଗାଲାଟାସାରେର ମ୍ୟାନେଜର ଅଛନ୍ତି।...

ସମସ୍ତଙ୍କ ହୃଦୟ ଜିତିଲେ ମନ୍ଧାନା

ଖ୍ରୀଷ୍ଟଚର୍ଚ୍ଚ,୮।୩: ଭାରତୀୟ ମହିଳା କ୍ରିକେଟ ଟିମ ଚଳିତ ଆଇସିସି ମହିଳା ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭...

ଜର୍ସିରେ ମଦ ଲୋଗୋ ରଖିବାକୁ ମନା କଲେ ଏହି ଖେଳାଳି: ଫ୍ରାଞ୍ଚାଇଜ୍‌‌ ନେଲା ଏମିତି ନିଷ୍ପତ୍ତି

ଚେନ୍ନାଇ,୫।୪: ମୁସଲମାନ କ୍ରିକେଟରମାନେ ସେମାନଙ୍କର ଧାର୍ମିକ ଭାବନାକୁ ସର୍ବଦା ସମ୍ମାନ କରନ୍ତି। ଏହି ତାଲିକାରେ ମୋଇନ ଅଲିଙ୍କ ନାମ ବୋଧହୁଏ ପ୍ରଥମେ ନିଆଯିବ। ଏବେ ଆଇପିଏଲରେ...

ମହିଳା ଫିଫା ବିଶ୍ୱକପ୍‌: ସେମିରେ ସ୍ବିଡେନ

ପ୍ୟାରିସ୍‌,୩୦।୬- ଏକଦା ମ୍ୟାଚ୍‌ରେ ପଛୁଆ ଥିବା ସ୍ବିଡେନ୍‌ ୨-୧ ଗୋଲରେ ଶକ୍ତିଶାଳୀ ଜର୍ମାନୀକୁ ହରାଇ ଚଳିତ ମହିଳା ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ବିଜୟୀ...

ବାଇକ୍‌ରୁ ପଡ଼ିଲେ କୁଶାଲ ମେଣ୍ଡିସ

କଲମ୍ବୋ,୨।୮- ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶାଲ ମେଣ୍ଡିସ ଆର. ପ୍ରେମଦାସ ଷ୍ଟାଡିୟମ୍‌ରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ୩ୟ ମ୍ୟାଚ୍‌ ଜିତିବା...

ଭାରତର ଏହି ଖେଲାଳିଙ୍କୁ କ୍ରିକେଟର ଖ୍ରୀଷ୍ଟିଆନୋ ରୋନାଲଡୋ କହିଲେ ବ୍ରାଏନ ଲାରା

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ ଲାରା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଫୁଟବଲ କିମ୍ବଦନ୍ତୀ ଖ୍ରୀଷ୍ଟିଆନୋ ରୋନାଲଡୋଙ୍କ ସହ ତୁଳନା...

Advertisement
Archives

Model This Week