ଆଇପିଏଲ୍-୧୪: ମୁମ୍ବାଇ-ବାଙ୍ଗାଲୋର ଉଦ୍ଘାଟନୀ ମ୍ୟାଚ
* ଏପ୍ରିଲ ୯ରେ ଆରମ୍ଭ, ମେ’ ୩୦ରେ ଫାଇନାଲ * ବିନା ଦର୍ଶକରେ ୬ଟି ଭେନ୍ୟୁରେ ମ୍ୟାଚ୍ ନୂଆଦିଲ୍ଲୀ,୮।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ପାଇଁ ରବିବାର ବିଧିବଦ୍ଧଭାବେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ଲିଗ୍...
ଫାଇନାଲ ମ୍ୟାଚ ମାତ୍ର ୩୫ ମିନିଟ୍ରେ ଶେଷ
ବାସେଲ,୭ା୩(ପି.ଟି.): ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ସୁଇସ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ହାରି ରନର୍ସ ଅପ୍ ହୋଇଛନ୍ତି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ସ୍ପେନର କାରୋଲିନା ମାରିନ୍ଙ୍କଠାରୁ ସେ ୧୨-୨୧, ୫-୨୧ରେ ପରାସ୍ତ ହୋଇଛନ୍ତି। ରବିବାର ଫାଇନାଲ ମ୍ୟାଚ ମାତ୍ର...
ଶାହିଦ ଆଫ୍ରିଦଙ୍କ ଜ୍ୱାଇଁ ହେବେ ଏହି କ୍ରିକେଟର୍
ପାକିସ୍ତାନ ସୁପରଷ୍ଟାର ଅଲରାଉଣ୍ଡର ଶାହିଦ ଆଫ୍ରିଦ ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦିଙ୍କ ଶ୍ୱଶୁର ହେବାକୁ ଯାଉଛନ୍ତି। ଆଫ୍ରିଦିଙ୍କ ଝିଅ ଅକସା ଏବଂ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦଙ୍କ ମଧ୍ୟରେ ବିବାହ ହେବାକୁ ଯାଉଛି।...
ମାର୍ଟିନ ଗୁପ୍ଟିଲଙ୍କ ବିସ୍ଫୋରକ ବ୍ୟାଟିଂ: ସିରିଜ ଜିତିଲା ନ୍ୟୁଜିଲାଣ୍ଡ
ଓ୍ବେଲିଂଟନ,୭।୩: ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୨୭ଟି ବଲ୍ ବାକିଥାଇ ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଏଥିସହିତ ୫ ମ୍ୟାଚ୍ ବିଶିଷ୍ଟ ଏହି ଟି୨୦ ସିରିଜରେ ନ୍ୟୁଜିଲାଣ୍ଡ ୩-୨ ବ୍ୟବଧାନରେ...
ଇତିହାସ ରଚିଲେ ମିତାଲି: ସଚିନ ତେନ୍ଦୁଲକରଙ୍କ ପରେ କଲେ ଏମିତି କାରନାମା
ଭାରତୀୟ ମହିଳା କ୍ରିକେଟ ଦଳ ପ୍ରାୟ ଏକ ବର୍ଷ ପରେ ପଡ଼ିଆକୁ ଫେରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଟସ...
ଭାରତଠାରୁ ହାରିବା ପରେ ଏହି ଇଂଲଣ୍ଡ ମହିଳା କ୍ରିକେଟର୍ଙ୍କୁ ମିଳୁଛି ହତ୍ୟା ଧମକ
ଲଣ୍ଡନ,୭।୩: ଇଂଲଣ୍ଡର ମହିଳା କ୍ରିକେଟର ଆଲେକ୍ସ ହାର୍ଟଲି ଏକ ବଡ଼ ଖୁଲାସା କରିଛନ୍ତି। ଅହମ୍ମଦାବାଦରେ ଚାଲିଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ ୧୦ ଉଇକେଟ ହରାଇବା ପରେ ସୋସିଆଲ ମିଡିଆରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା ବୋଲି ଆଲେକ୍ସ...
ପ୍ରଥମଥର ପାଇଁ ଏଥର ଆଇପିଏଲ୍ରେ ଘଟିବ ଏମିତି
ନୂଆଦିଲ୍ଲୀ,୭।୩:ବିସିସିଆଇ ଆଇପିଏଲର ୧୪ତମ ସିଜନର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏଥର ଏହି ଟୁର୍ନାମେଣ୍ଟ ଭାରତରେ ଅନୁଷ୍ଠିତ ହେବ ଏବଂ ପ୍ରଥମ ମ୍ୟାଚ ଏପ୍ରିଲ ୯ରେ ଚେନ୍ନାଇରେ ଖେଳାଯିବ। ଫାଇନାଲ ମେ ୩୦ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। କରୋନାକୁ ଦେଖିଲେ, ଏଥର ସମସ୍ତ...
ଏହି ଭାରତୀୟ ଖେଳାଳିଙ୍କୁ ପ୍ରଶଂସାରେ ପୋତି ପକାଇଲେ କୋଚ୍ ଶାସ୍ତ୍ରୀ
ଅହମ୍ମଦାବାଦ,୭।୩ : ଭାରତୀୟ ଦଳର ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦରଙ୍କ ନିକଟରେ ଯେଉଁଭଳି ଦକ୍ଷତା ରହିଛି, ସେଭଳି ଦକ୍ଷତା ମୁଁ ଖେଳିଲା ବେଳେ ନ ଥିଲା। ସୁନ୍ଦରଙ୍କୁ ଏଭଳି ପ୍ରଶଂସାରେ ପୋତି ପକାଇଛନ୍ତି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରବି...
ପ୍ରକାଶ ପାଇଲା ଆଇପିଏଲ-୧୪ କାର୍ଯ୍ୟସୂଚୀ: ଉଦ୍ଘାଟନୀ ମ୍ୟାଚ୍ରେ ମୁମ୍ବାଇ-ଆରସିବି
ନୂଆଦିଲ୍ଲୀ,୭।୩ : ଆଗାମୀ ଆଇପିଏଲ ଲାଗି ରବିବାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ୧୪ତମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ...
ବିଶ୍ୱର ନଂ ୧ ର଼୍ୟାଙ୍କକୁ ଫେରିଲେ ରେସଲର ଭିନେଶ
ରୋମ,୭।୩ : ଦୁଇ ସପ୍ତାହରେ ଦୁଇଟି ସ୍ବର୍ଣ୍ଣ ପଦକ ହାତେଇଥିବା ଷ୍ଟାର ଭାରତୀୟ ରେସଲର ଭିନେଶ ଫୋଗଟ୍ ତାଙ୍କ ଓଜନ ବର୍ଗରେ ନଂ ୧ ର଼୍ୟାଙ୍କକୁ ଫେରିପାଇଛନ୍ତି। ଏକମାତ୍ର ଭାରତୀୟ ମହିଳା ରେସଲର ଭାବେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ...
ଲଡର୍ସରେ ନୁହେଁ, ଏହି ଭେନ୍ୟୁରେ ଖେଳାଯାଇପାରେ ଡବ୍ଲ୍ୟୁଟିସି ଫାଇନାଲ
ସାଉଥାମ୍ପଟନ,୭।୩ : ଆସନ୍ତା ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ୍ ଐତିହାସିକ ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର ସମ୍ଭାବନା ଖୁବ୍...
ଏକଦା ନେହେରା ଦେଇଥିଲେ ଅଟୋଗ୍ରାଫ୍, ଏବେ ଦଳକୁ ଜିତାଇ ଚର୍ଚ୍ଚାରେ ଏହି କ୍ରିକେଟର; ଫଟୋ ଭାଇରାଲ ପରେ…
ନୂଆଦିଲ୍ଲୀ,୬।୩: ସୋସିଆଲ ମିଡିଆରେ ପ୍ରତିଦିନ କ୍ରିକେଟରମାନଙ୍କର ବିଗତ ଦିନର ଫଟୋ ଭାଇରାଲ ହୋଇଥାଏ। ଏବେ ସେଭଳି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଆପଣ ଫଟୋରେ ଦେଖୁଥିବେ। ଯଦି ପଚରାଯାଏ ଚିହ୍ନନ୍ତୁ ନେହେରା ଅଟ୍ରୋଗ୍ରାଫ ଦେଇଥିବା ଏହି ଭାରତୀୟ କ୍ରିକେଟରଜଣଙ୍କ...
Archives


