ବିଜୟ ହଜାରେ ଟ୍ରଫି: ଉତ୍ତର ପ୍ରଦେଶ-ମୁମ୍ବାଇ ଫାଇନାଲ
ନୂଆଦିଲ୍ଲୀ, ୧୨।୩-ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଉତ୍ତର ପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ଅନୁଷ୍ଠିତ ୨ଟି ସେମିଫାଇନାଲରେ ଗୁଜରାଟକୁ ଉତ୍ତର ପ୍ରଦେଶ ଓ କର୍ନାଟକକୁ ମୁମ୍ବାଇ ହରାଇ ଫାଇନାଲରେ...
ଜାତୀୟ ସିନିୟର ଭଲିବଲ :କେରଳ, ହରିୟାଣା ଚାମ୍ପିୟନ
ଭୁବନେଶ୍ୱର,୧୨।୩ (କ୍ରୀଡ଼ା ପ୍ରତିନିଧି)-କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ୬୯ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍ ଗୁରୁବାର ଉଦ୍ଯାପିତ ହୋଇଛି। ଏହାର ମହିଳା ବିଭାଗରେ କେରଳ ଓ ପୁରୁଷରେ ହରିୟାଣା ଚାମ୍ପିୟନ ହୋଇଛି। ମହିଳା ବିଭାଗ ଫାଇନାଲରେ କେରଳ ୩-୦...
ଏହି ଦଳ ଜିତିପାରେ ଟି୨୦ ବିଶ୍ୱକପ୍
ଅହମ୍ମଦାବାଦ,୧୧।୩ : ବିଶ୍ୱର ନଂ ୧ ଟି୨୦ ଦଳ ଇଂଲଣ୍ଡ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ୍ ଜିତିବା ପାଇଁ ଫେଭରାଇଟ୍ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ମୋ ମତରେ ଇଂଲଣ୍ଡକୁ ହରାଇବା କଷ୍ଟକର। ସେମାନେ...
ସ୍ପଷ୍ଟ କଲେ କୋହଲି: ଖେଳିବେ ନାହିଁ ଏହି ବରିଷ୍ଠ ଖେଳାଳି
ଅହମ୍ମଦାବାଦ,୧୧।୩ : ବିଶ୍ୱର ବୃହତ୍ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବ ପ୍ରଥମ ଟି୨୦ ମ୍ୟାଚ୍। ଏହି ମ୍ୟାଚ୍ରେ ବରିଷ୍ଠ ଓପନର ଶିଖର ଧାଓ୍ବନ ଖେଳିବେ ନାହିଁ। ତାଙ୍କ ବଦଳରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ...
ରେକର୍ଡ ଅପେକ୍ଷାରେ କୋହଲି
ନୂଆଦିଲ୍ଲୀ,୧୧।୩ : ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ସ୍ବତନ୍ତ୍ର ରେକର୍ଡ ହାତେଇବାର ସୁଯୋଗ...
ବଲକୁ ଗୋଇଠା ମାରି ଆଉଟ୍ ହେଲେ ବ୍ୟାଟ୍ସମ୍ୟାନ
ନର୍ଥ ସାଉଣ୍ଡ,୧୧।୩ : ଫିଲ୍ଡରେ ବାଧା ଦେଇ ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି ଶ୍ରୀଲଙ୍କା ଦଳର ଓପନର ଦନୁଷ୍କା ଗୁଣଥିଲକା। ଆଣ୍ଟିଗୁଆଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଗୁଣଥିଲକା ବଲକୁ ପଛ ପଟୁ ଗୋଇଠା ମାରିଥିଲେ।...
ଆଇପିଏଲ୍ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଭାଙ୍ଗିଲେ ଆଇଫୋନ୍, ଭିଡିଓ ପୋଷ୍ଟ କରି ଆର୍ସିବି ବ୍ୟାଟ୍ସମ୍ୟାନ୍ କହିଲେ…
ନୂଆଦିଲ୍ଲୀ,୧୧।୩: ବିସିସିଆଇ ପକ୍ଷରୁ ଆଇପିଏଲ୍-୨୦୨୧ର କାର୍ଯ୍ୟସୂଚି ଜାରି କରାଯାଇଛି। ଏହାପରଠାରୁ ଖେଳାଳିମାନେ ଟି-୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଚେନ୍ନାଇରେ ମହେନ୍ଦ୍ର ସିଂହ ଧୋନୀ ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ କରୁଥିବା ବେଳେ କିଛି ବିଦେଶୀ ଖେଳାଳି ନିଜ ନିଜ...
୭୫୪ ରନ୍, ୪ ଶତକ: ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୧।୩: ମୁମ୍ବାଇ କ୍ରିକେଟ ଟିମ୍ର ଅଧିନାୟକ ଏବଂ ଓପନର୍ ପୃଥ୍ବୀ ଶ ଗୁରୁବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ସେମିଫାଇନାଲ ମୁକାବିଲାରେ କର୍ନାଟକ ବିପକ୍ଷରେ ଉଲ୍ଲେଖନୀୟ ପାଳି ଖେଳି ଏକାଧିକ ରେକର୍ଡ କରିଛନ୍ତି। ସେ ୧୨୨ ବଲ୍ରେ ୧୭ ଚୌକା...
ଭାରତକୁ ପ୍ରଥମ ଟେଷ୍ଟ ବିଜୟର ସ୍ବାଦ ଚଖାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର
କିମ୍ବଦନ୍ତୀ ଭାରତୀୟ କ୍ରିକେଟର ବିଜୟ ହଜାରେଙ୍କର ଆଜି ୧୦୬ତମ ଜନ୍ମ ଦିବସ। ସେ ମାର୍ଚ୍ଚ ୧୧, ୧୯୧୫ରେ ଜନ୍ମଗ୍ରହଣ କରିଥିଲେ। ୧୯୫୨ରେ ବିଜୟ ହଜାରେଙ୍କ ନେତୃତ୍ୱରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଥିଲା। ପାଞ୍ଚ ମ୍ୟାଚ...
କାଲିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଟି-୨୦ ମୁକାବିଲା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଅହମଦାବାଦ,୧୧।୩: ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ରେ ପରାସ୍ତ କରିବା ପରେ ଭାରତ ଏବେ ଟି-୨୦ ସିରିଜ ଉପରେ ନଜର ରଖିଛି। ଇଂଲଣ୍ଡ ହୁଏତ ଟେଷ୍ଟ ସିରିଜରେ ପରାସ୍ତ ହୋଇଥାଇପାରେ, କିନ୍ତୁ ଫଟାଫଟ କ୍ରିକେଟରେ ଉଭୟ ଦଳ...
ଚୌକା, ଛକା ବର୍ଷା କଲେ ଏହି କ୍ରିକେଟର୍: ଧୋନୀ, କୋହଲିଙ୍କୁ ପଛରେ ପକାଇଲେ
ସୌରାଷ୍ଟ୍ର୍ୟ,୧୧।୩: ବିଜୟ ହଜାରେ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’ ଚମତ୍କାର ଇନିଂସ ଖେଳିଛନ୍ତି। ସେ ମାତ୍ର ୧୨୩ ବଲରୁ ୧୮୫ ରନର ପାଳି ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ...
ବରୁଣ ଅନ୍ଫିଟ୍, ଏନ୍ସିଏରେ ନଟରାଜନ
ଅହମଦାବାଦ,୧୧।୩(ପି.ଟି.): ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବାକୁ ଯାଉଥିବାବେଳେ ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପୁଣି ଥରେ ଫିଟ୍ନେସ ଟେଷ୍ଟରେ ବିଫଳ ହୋଇଛନ୍ତି। ଅନ୍ୟପଟେ ୟର୍କର ସ୍ପେଶାଲିଷ୍ଟ ଟି....
Archives


