୩ୟ ଟି୨୦ ମୁକାବିଲା: ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଭାରତୀୟ ଟିମ୍କୁ ଫେରିଲେ ‘ହିଟ୍ମ୍ୟାନ୍‘
ଅହମ୍ମଦାବାଦ,୧୬।୩: ଭାରତ-ଇଂଲଣ୍ଡ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ୩ୟ ଟି୨୦ ମ୍ୟାଚ୍ ଆରମ୍ଭ ହୋଇଛି। ଏଥିରେ ଇଂଲଣ୍ଡ ଟିମ୍ ଟସ୍ ଜିତିଥିବା ବେଳେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଅପରପକ୍ଷେ ଚଳିତ ମ୍ୟାଚ୍ରେ ଭାରତୀୟ ଟିମ୍ରେ ପରିବର୍ତ୍ତନ ସ୍ବରୂପ...
ଆଜିର ଦିନରେ ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଥିଲେ ଏହି ୨୨ ବର୍ଷୀୟ କ୍ରିକେଟର, ପରଦିନ ଭାରତକୁ ହରାଇ…
ନୂଆଦିଲ୍ଲୀ,୧୬।୩: ଆଜିର ଦିନରେ କ୍ରିକେଟ ଇତିହାସରେ ଅନେକ ବଡ଼ ଘଟଣା ଘଟିଥିଲେ ହେଁ ଏହି ତାରିଖକୁ ଦୁଃଖର ସହକାରେ ମନେ ପକାଯାଇଥାଏ। କାରଣ ବାଂଲାଦେଶ କ୍ରିକେଟ ଟିମ୍ର ପୂର୍ବ କ୍ରିକେଟର ମଜରୁଲ ଇସଲାମ ଏହି ଦିନ ସଡକ ଦୁର୍ଘଟଣାରେ ପ୍ରାଣ...
ଦିନିକିଆ-ଟି୨୦ରେ ପ୍ରତ୍ୟାବର୍ତ୍ତନକୁ ନେଇ ନିରବତା ଭାଙ୍ଗିଲେ ଅଶ୍ୱିନ, କହିଲେ‘ ଯେତେବେଳେ କେହି ଏହି ପ୍ରଶ୍ନ ପଚାରେ….’
ନୂଆଦିଲ୍ଲୀ,୧୬।୩: ଭାରତର ସର୍ବଶ୍ରେଷ୍ଠ ସ୍ପିନର୍ଙ୍କ ମଧ୍ୟରୁ ରବିଚନ୍ଦ୍ରନ ଅଶ୍ୱିନ ଅନ୍ୟତମ। ବିଗତ ଦୁଇ-ତିନି ମାସ ମଧ୍ୟରେ ସେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ଇଂଲଣ୍ଡ ବିପକ୍ଷ ୪ ଟେଷ୍ଟ ମ୍ୟାଚ୍ରେ ସେ ୩୨ ଉଇକେଟ ନେଇଥିଲେ, ଯାହାକି ଅନ୍ୟ...
ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ୩ୟ ଟି୨୦ ମୁକାବିଲା: ଜାଣନ୍ତୁ କେବେ ଆଉ କେଉଁଠି ଦେଖିବେ
ନୂଆଦିଲ୍ଲୀ,୧୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ୩ୟ ଟି୨୦ ମ୍ୟାଚ୍ ମଙ୍ଗଳବାର ଖେଳାଯିବ। ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ଦ୍ୱିତୀୟ ମ୍ୟାଚ୍ ଜିତିବା ପରେ ୧-୧ କୁ ଆସିଛି ସ୍ଥିତି। ଏଣୁ ତୃତୀୟ ମ୍ୟାଚ୍ରେ...
କ୍ରିକେଟ ପ୍ରଶଂସକଙ୍କୁ ଜୋରଦାର୍ ଝଟକା: ବିନା ଦର୍ଶକରେ ଖେଳାଯିବ ଇଂଲଣ୍ଡ ବିପକ୍ଷ ବାକି ଟି୨୦ ମ୍ୟାଚ୍
ନୂଆଦିଲ୍ଲୀ,୧୬।୩: ଇତିମଧ୍ୟରେ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜର ପ୍ରଥମ ୨ ମୁକାବିଲା ଶେଷ ହୋଇଛି। ଏହି ମ୍ୟାଚ୍ ଦେଖିବାକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବହୁଳ ମାତ୍ରାରେ ଦର୍ଶକ ପହଞ୍ଚିଥିଲେ। କରୋନା ସଂକ୍ରମଣ ମଧ୍ୟରେ ପ୍ରଥମ...
ଉଭୟ ଭାରତ, ଇଂଲଣ୍ଡ ପକ୍ଷରୁ ଖେଳିଛନ୍ତି ଏହି କ୍ରିକେଟର
ବର୍ତ୍ତମାନ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍ରେ ଅନେକ ଭେଟେରାନ ଖେଳାଳି ରହିଛନ୍ତି, ଯେଉଁମାନେ ନିଜ ଦେଶକୁ ଜିତାଇବା ପାଇଁ ଜୀବନକୁ ବାଜି ଲଗାଇଥାନ୍ତି। କିନ୍ତୁ ଏମିତି ଜଣେ ଖେଳାଳି ଥିଲେ ଯିଏକି ଏହି...
ଦୀପିକାଙ୍କ ସହ ଡେଟ୍ରେ ଯିବାକୁ ଚାହୁଁଛନ୍ତି ଏହି ଭାରତୀୟ ଖେଳାଳି
ଭାରତୀୟ କ୍ରିକେଟର ଅକ୍ଷର ପଟେଲ ଟେଷ୍ଟ ସିରିଜ୍ରୁ ଡେବ୍ୟୁ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। ବାମ ହାତି ସ୍ପିନର ଅକ୍ଷର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜ୍ର ଦ୍ୱିତୀୟ ମୁକାବିଲାରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ୩ଟି ମ୍ୟାଚ୍ରେ ସମୁଦାୟ...
ମୋଦି ସରକାରଙ୍କୁ ଘେରିଲେ ଦିଗ୍ବିଜୟ: କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ମନା, କିନ୍ତୁ କୁମ୍ଭ ମେଳା ଆସିବାକୁ ଅନୁମତି
ନୂଆଦିଲ୍ଲୀ,୧୬।୩: ଦେଶରେ ପୁଣିଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା ପୁଣି ଥରେ ବୃଦ୍ଧି କରିଛନ୍ତି। କରୋନା କ୍ରମାଗତ ବୃଦ୍ଧି ଯୋଗୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି -୨୦ ସିରିଜ୍ର ଶେଷ...
ପୁରୁଷ କ୍ରିକେଟର୍ଙ୍କୁ ତାଲିମ ଦେବେ ଏହି ମହିଳା କ୍ରିକେଟ୍ର
ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟ ଦଳର ଉଇକେଟ କିପର ସାରା ଟେଲରଙ୍କୁ କାଉଣ୍ଟି କ୍ରିକେଟରେ କୋଚିଂ ଦେଉଥିବା ଦେଖିବାକୁ ମିଳିବ। ସସେକ୍ସ ପକ୍ଷରୁ ତାଙ୍କୁ କୋଚିଂ ଷ୍ଟାଫ ଭାବେ ନିଯୁକ୍ତ କରିଛି। ସେ ନୂଆ ସିଜନରେ ପୁରୁଷ ଦଳ କୋଚିଂ...
ତେନ୍ଦୁଲକରଙ୍କ ଝିଅ ସାରା ସୋସିଆଲ ମିଡିଆରେ ଲୋକପ୍ରିୟ, ଜଷ୍ଟିନ ବିବରଙ୍କ ବଡ଼ ପ୍ରଶଂସକ
ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ଖେଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସଚିନଙ୍କ ପରି ତାଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ବହୁତ ଲୋକପ୍ରିୟ। ସାରା ସୋସିଆଲ ମିଡିଆରେ ନିଜର ଶକ୍ତ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥାନ୍ତି। ତାଙ୍କ...
ଆଜି ବିଶ୍ୱ କ୍ରିକେଟର ଏକ ସ୍ମରଣୀୟ ଦିନ: ଜାଣନ୍ତୁ କ’ଣ ଘଟିଥିଲା
ମାର୍ଚ୍ଚ ୧୬ ବିଶ୍ୱ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। କ୍ରିକେଟ ଭାରତରେ ଏକ ଧର୍ମ ଭାବରେ ବିବେଚନା କରାଯାଏ। ସଚିନ ତେନ୍ଦୁଲକର କ୍ରିକେଟର୍ ଜଣେ ଭଗବାନଠାରୁ କମ ନୁହଁନ୍ତି। ମାର୍ଚ୍ଚ ୧୬, ୨୦୧୨ ସଚିନ ମିରପୁରର ଶେର-ଇ-ବଙ୍ଗାଲ ଷ୍ଟାଡିୟମରେ...
ଇଶାନ କିଷନଙ୍କ ଡେବ୍ୟୁ ମ୍ୟାଚ୍ ପୂର୍ବରୁ ଶରୀରରେ ରକ୍ତ ବୋଳି ହୋଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ, ଜାଣନ୍ତୁ କାହିଁକି
ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୭ ଉଇକେଟରେ ବିଜୟ ହାସଲ କରିଛି। ଏହି ବିଜୟରେ ଇଶାନ କିଷନଙ୍କ ବଡ ଭୂମିକା ଥିଲା। ଇଷାନ ଡେବ୍ୟୁ...
Archives


