ଖେଳ

ରାମେଶ୍ୱରୀଙ୍କୁ ୬ ଉଇକେଟ: ଗୁଜରାଟକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୧।୩(ସ୍ପୋର୍ଟ୍ସ ବ୍ୟୁରୋ): ସୁରଟରେ ଚାଲିଥିବା ମହିଳା ସିନିୟର ଦିନିକିଆ ଟ୍ରଫିରେ ଶନିବାର ଓଡ଼ିଶା ୬ ଉଇକେଟରେ ଘରୋଇ ଗୁଜରାଟକୁ ସହଜରେ ପରାସ୍ତ କରିଛି। ସୁରଟର ଖୋଲଭାଡ ଜିମ୍‌ଖାନ୍ନା ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଓଡ଼ିଶା...

ବାଂଲାଦେଶକୁ ୮ ଉଇକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଡୁନେଡିନ୍‌,୨୧ା୩(ଏପି)-ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ସହଜ ବିଜୟ ହାସଲ କରିଛି। ଏହି ବିଜୟ ଦ୍ୱାରା ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଥିଲା। ସ୍ଥାନୀୟ ୟୁନିଭର୍ସିଟି...

ଟି୨୦ ସିରିଜରେ ଭାରତର ଦମ୍‌ଦାର ବିଜୟ

ଅହମଦାବାଦ,୨୦।୩: ଟେଷ୍ଟ ପରେ ଟି୨୦ ସିରିଜରେ ମଧ୍ୟ ଭାରତ ତା’ର ଦମ୍‌ ଦେଖାଇଛି। ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ବିଜୟ ହାସଲ କରିଛି। ପରାଜୟରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଶେଷରେ...

୨୨୫ ରନ୍‌ କଲେ ସିରିଜ୍‌ ଜିତିବ ଇଂଲଣ୍ଡ

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଚାଲିଥିବା ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ କରିଛି। ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ୨ ଉଇକେଟ ହରାଇ ୨୨୪ ରନ୍‌ କରିଛି। ଫଳରେ ଇଂଲଣ୍ଡ...

ବିସ୍ଫୋରକ ଆରମ୍ଭ ଦେଲେ ରୋହିତ – କୋହଲି

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଚାଲିଥିବା ଅନ୍ତିମ ଟି୨୦ ମ୍ୟାଚରେ ଭାରତୀୟ ଦଳକୁ ବିସ୍ଫୋରକ ଆରମ୍ଭ ଦେଇଛନ୍ତି ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମା। ପ୍ରଥମ ୬ ଓଭର ତଥା ପାୱାରପ୍ଲେରେ ଏହି...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ପଞ୍ଚମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତୀୟ ଦଳରେ...

ମାତ୍ର କେଇ ଘଣ୍ଟାର ଅପେକ୍ଷା: ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିପାରିବେ ଇଂଲଣ୍ଡ-ଭାରତ ନିର୍ଣ୍ଣାୟକ ମୁକାବିଲା

ନୂଆଦିଲ୍ଲୀ,୨୦।୩: ଭାରତ-ଇଂଲଣ୍ଡ ମଧ୍ୟରେ ଶନିବାର ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନ ଉଭୟ ଦଳ ସମାନ ସ୍ଥିତିରେ ଥିବା ଯୋଗୁ ଏହି ମ୍ୟାଚ୍‌ଟିକୁ ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବେ। ଏଣୁ ଦଳରେ କିଛି ପରିବର୍ତ୍ତନ କରାଯିବା ଆଶା କରାଯାଉଛି। କେଉଁଠି...

ପ୍ରଥମ ଥର ଦିନିକିଆ ଟିମ୍‌ରେ ସୁଯୋଗ ମିଳିବା ପରେ ଏହି ଦୁଇ କ୍ରିକେଟରଙ୍କ ଖୁସି କହିଲେ ନ ସରେ: କହିଲେ…

ନୂଆଦିଲ୍ଲୀ,୨୦।୩: ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ କିଛି ନୂଆ ମୁହଁକୁ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସାମିଲ ହୋଇଥିବାରୁ କ୍ରୁଣାଳ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ...

ଏଭଳି ଉପଅଧିନାୟକ କେଉଁଠି ମିଳିବେ: ଶାର୍ଦ୍ଦୁଳ କହିଲେ ପଡ଼ିଆରେ କୋହଲି ନୁହନ୍ତି ବରଂ ରୋହିତ…

ଅହମ୍ମଦାବାଦ,୨୦।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଉଲ୍ଲେଖନୀୟ ବୋଲିଂ କରି ଭାରତୀୟ ଦଳକୁ ଜିତାଇଥିଲେ ଶାର୍ଦ୍ଦୁଳ ଠାକୁର। ହେଲେ ମ୍ୟାଚ୍‌ରେ ଏଭଳି ଏକ ସମୟ ଥିଲା ଇଂଲଣ୍ଡ ଜିତିବା ଏକ ପ୍ରକାର ନିଶ୍ଚିତ ବୋଲି ଲାଗୁଥିଲା। ସେତେବେଳେ ଭାରତୀୟ ବୋଲର୍‌ମାନଙ୍କ...

ହୋଟେଲ ରୁମ୍‌ ବାହାରେ ବିରାଟ-ଅନୁଷ୍କାଙ୍କ ନାମ ସହ ଲେଖାହେଲା ଝିଅ ଭାମିକାଙ୍କ ନାମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବାମା’ମା ହେବା ପରେ ବହୁତ ଖୁସି ଅଛନ୍ତି। ଏହି ଦମ୍ପତି ନିଜ ଝିଅର ନାମ ରଖିଛନ୍ତି ଭାମିକା। ଛୁଟି ପରେ କୋହଲି ପୁଣିଥରେ ଖେଳ...

ସ୍ତ୍ରୀଙ୍କ ସହ ମିଶି ନୃତ୍ୟ କଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଟର କୃଣାଲ ପାଣ୍ଡ୍ୟା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଯୋଡି ହୋଇଛନ୍ତି। ନିକଟରେ କ୍ରୁଣାଲ ସ୍ତ୍ରୀ ପନଖୁରି ଶର୍ମାଙ୍କ ସହ ନୃତ୍ୟ କରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଯାହାକି ଖୁବ୍‌ ଭାଇରାଲ ହେବାରେ...

ଜାତୀୟ ଏକାଡେମୀ ମହିଳା ହକି: ତାମିଲନାଡୁକୁ ୪୨-୦ରେ ହରାଇଲା ମଧ୍ୟପ୍ରଦେଶ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ସବ୍‌ଜୁନିୟର ବିଭାଗର ଏକ ମ୍ୟାଚରେ ମଧ୍ୟପ୍ରଦେଶ ହକି ଏକାଡେମୀ ଗୋଲ ବର୍ଷା କରି ୪୨-୦ରେ ତାମିଲନାଡୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri