ଖେଳ

ଜବରଦସ୍ତ ଫର୍ମରେ ଅଧିନାୟକ: ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ମାରି ଭାଙ୍ଗିଲେ ଏକାଧିକ ରେକର୍ଡ

ପୁଣେ,୨୩।୩: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ନୂଆ ଉପଲବ୍ଧି ହାସଲ କରିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋହଲି ୫୦ ବଲ୍‌ରେ ୬ ଚୌକା ସହ ନିଜର ୬୧ତମ...

ବ୍ୟାଟ୍ସମ୍ୟାନ୍‌ଙ୍କୁ ଗୋଡରେ ଆଉଟ୍‌ କଲେ ଏହି ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ,୨୩।୩: ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଏକ ରୋଚକ ଘଟଣା ଘଟିଛି। ମଙ୍ଗଳବାର ଅଧିନାୟକ ତମିମ ଇକବାଲ ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ମହମ୍ମଦ ମିଥୁନଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ବାଂଲାଦେଶ ୬ ଉଇକେଟ...

ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମଦାବାଦ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ପ୍ରଥମ ମ୍ୟାଚ୍‌ ଆଜିଠୁ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଇୟନ୍‌ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି...

କ୍ରିକେଟର୍‌ଙ୍କ ବଡ଼ ଭବିଷ୍ୟବାଣୀ: କହିଲେ ଭାରତ କରିପାରେ ଏମିତି କାରନାମା

ପୁଣେ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଆରମ୍ଭ ପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ତାଙ୍କ ଦଳର ବିଜୟ ଆଶା ଛାଡିଛନ୍ତି। ଭନ ଭବିଷ୍ୟବାଣୀ କରି କହିଛନ୍ତି ଯେ, ଭାରତୀୟ ଦଳ ଏକଦିବସୀୟ ସିରିଜରେ କ୍ଲିନ୍‌ସୁଇପ୍‌...

ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଷ୍ଟାର ଖେଳାଳି

ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ଭାବି ସ୍ବାମୀ ତଥା ତାମିଲ ଷ୍ଟାର ବିଷ୍ଣୁ ବିଶାଲ ଏ ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଆମେ ବିବାହ...

କ୍ରିକେଟର ଭଗବାନ ସଚିନଙ୍କ ସହ ସମକକ୍ଷ ହେବାଠାରୁ ମାତ୍ର ଗୋଟିଏ ପାଦ ପଛରେ କୋହଲି

ଭାରତୀୟ କ୍ରିକେଟ ଦଳରେ ଯଦି କାହାକୁ ରେକର୍ଡର ବାଦ୍‌ଶାହା କୁହାଯାଏ ତେବେ ସେ ହେଉଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଯିଏକି ଖୁବ୍‌ କମ୍‌ ସମୟ ମଧ୍ୟରେ ସେହି ସଫଳତା ପାଇ ପାରିଛନ୍ତି ଯାହାକି ବଡ଼ ବଡ଼ ଖେଳାଳିଙ୍କୁ ତାହା...

ଏମିତି ଜିତିଲେ ଭାରତ ହେବ ବିଶ୍ୱର ନମ୍ବର-୧

ପୁଣେ,୨୩।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଇଂଲଣ୍ଡକୁ ୩-୨ରେ ପରାସ୍ତ କରିବା ପରେ ଏବେ ଟିମ ଇଣ୍ଡିଆ ଏକଦିବସୀୟ ସିରିଜ ଉପରେ ନଜର ରଖିଛି। ମଙ୍ଗଳବାରଠାରୁ ପୁଣେରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ...

ଜାତୀୟ ଏକାଡେମୀ ମହିଳା ହକି : ସାଇ, ଜୟ ଭାରତର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ସବ୍‌ଜୁନିୟର ବିଭାଗ ମ୍ୟାଚରେ ସାଇ ଓ ଜୟଭାରତ ଏକାଡେମୀ ବୃହତ୍‌ ବିଜୟ ହାସଲ କରିଛନ୍ତି। ପୁଲ୍‌ ‘ଏ’...

ଲାଙ୍କାଶାୟାର ଦଳରୁ ଖେଳିବେ ଶ୍ରେୟାସ ଆୟାର

ମାଞ୍ଚେଷ୍ଟର, ୨୩ା୩ (ପି.ଟି.)- ରୟାଲ ଲଣ୍ଡନ କପ୍‌ ୨୦୨୧ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଶେୟାସ ଆୟାର ଲାଙ୍କାଶାୟାର କ୍ରିକେଟ ଦଳରେ ଯୋଗ ଦେଇଛନ୍ତି। କାଉଣ୍ଟି କ୍ଲବ ତରଫରୁ ସୋମବାର ଘୋଷଣା କରାଯାଇଛି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆୟାର ଜୁଲାଇ...

ଓଡ଼ିଶା ପ୍ରତିଯୋଗୀଙ୍କୁ ୩୨ ପଦକ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ଶେଷ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ସିନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ୩୨ଟି ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ୧୩ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୦...

ଭାରତୀୟ ମହିଳା ଫୁଟବଲ ଦଳରେ ଜବାମଣୀ, ପ୍ୟାରୀ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଆଗାମୀ ଏଏଫସି ମହିଳା ଏସିଆନ କପ୍‌ ୨୦୨୨ ପାଇଁ ପ୍ରସ୍ତୁତି ସ୍ବରୂପ ଭାରତୀୟ ମହିଳା ଫୁଟବଲ ଦଳ ଉଜବେକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ଏହା ମାର୍ଚ୍ଚ ୨୬ରୁ ଏପ୍ରିଲ ୮ ମଧ୍ୟରେ ଅନୁଷ୍ଠିତ ହେବ।...

ଜାତୀୟ ପାରା ଆଥଲେଟିକ୍ସ: ଓଡ଼ିଶାରୁ ଭାଗନେବେ ୧୧ ପ୍ରତିଯୋଗୀ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଜାତୀୟ ପାରା ଆଥଲେଟିକ୍ସର ୧୯ତମ ସଂସ୍କରଣ ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ବେଙ୍ଗାଲୁରୁର କାନ୍ତିରଭା ଏବଂ ବିଦ୍ୟାନଗର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ୧୧ ଆଥଲେଟ୍‌ଙ୍କୁ ମିଶାଇ ୧୩ ଜଣିଆ ଓଡ଼ିଶା ଦଳ ସୋମବାର ଘୋଷଣା କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri