ବିବାହ ପରେ କାମକୁ ଫେରିଲେ ବୁମ୍ରାଙ୍କ ପତ୍ନୀ, ପ୍ରଶଂସକ ପଚାରିଲେ ଏଭଳି ପ୍ରଶ୍ନ
ପୁଣେ,୨୬।୩: ଭାରତୀୟ ଟିମ୍ର ଷ୍ଟାର ବୋଲର୍ ଜସପ୍ରିତ ବୁମ୍ରା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଟେଲିଭିଜନ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିଥିଲେ ସେ। ଏବେ ବିବାହକୁ ମାତ୍ର କେଇଟା ଦିନ ବିତିଥିବା ବେଳେ ସଞ୍ଜନା ଶନିବାର କାମକୁ...
ଫର୍ମକୁ ଫେରି ସମସ୍ତଙ୍କ ମୁହଁ ବନ୍ଦ କଲେ ଏହି ଭାରତୀୟ କ୍ରିକେଟର: ଦୀର୍ଘ ବର୍ଷେ ପରେ…
ପୁଣେ,୨୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ପୁଣେର ଏମ୍ସିଏ ଷ୍ଟାଡିୟମରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର ଖେଳାଯାଉଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ। ଦୀର୍ଘ ଏକ ବର୍ଷ ପରେ ସେ...
ଯୁବରାଜଙ୍କ ନୂଆ ଲୁକ୍କୁ ଦେଖି ପୂର୍ବତନ ପ୍ରେମିକା ଦେଲେ ଏଭଳି ପ୍ରତିକ୍ରିୟା
କ୍ରିକେଟ ପଡ଼ିଆରେ ଆମେ ବହୁତ ଥର ସିକ୍ସର କିଙ୍ଗ୍ ଯୁବରାଜ ସିଂହଙ୍କୁ ୪/୬ ମାରିବାର ଦେଖିଛୁ। କିନ୍ତୁ ତାଙ୍କର ନୂଆ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲମ୍ବା କେଶ ଏବଂ ଆଖିରେ ହଳଦିଆ ରଙ୍ଗର ଚଷମା...
ଟସ୍ ଜିତିଲା ଇଂଲଣ୍ଡ
ପୁଣେ,୨୬।୩:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଆରମ୍ଭ ହୋଇଛି। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଇଂଲଣ୍ଡର ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।...
ଦ୍ୱିତୀୟ ଦିନିକିଆ ପୂର୍ବରୁ ଇଂଲଣ୍ଡଙ୍କୁ ଲାଗିଲା ବଡ଼ ଝଟ୍କା
ପୁଣେ,୨୬।୩: ଭାରତ ଗସ୍ତରେ ଇଂଲଣ୍ଡ ସମସ୍ୟା ବଢିବାରେ ଲାଗିଛି। ଇଂଲଣ୍ଡ ପ୍ରଥମେ ଟେଷ୍ଟ ସିରିଜ ଏବଂ ତା’ପରେ ଟି -୨୦ ସିରିଜରେ ଭାରତଠାରୁ ପରାଜୟର ସାମ୍ନା କରିଛି। ଏବେ ଇଂଲଣ୍ଡକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ...
ମାତ୍ର ୪୦ ଦିନରେ ଭାରତକୁ ମିଳିଲା ୫ ବଡ଼ ସୁପରଷ୍ଟାର୍
ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା କ୍ରିକେଟ ସିରିଜରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ଖେଳାଳି ଏବେ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି। ଏହି ପ୍ରଦର୍ଶନ ସୂଚାଇ ଦେଉଛି ଯେ ଭାରତୀୟ କ୍ରିକେଟର ଭବିଷ୍ୟତ ଭଲ ହେବ। ଏଥିସହ ଟେଷ୍ଟ ଏକଦିବସୀୟ ଏବଂ...
ଦିନକୁ ଥରେ ଖାଆନ୍ତି ବିସ୍ଫୋରକ କ୍ରିକେଟର୍ ବୀରେନ୍ଦ୍ର ସେହ୍ବାଗ, ଜାଣନ୍ତୁ କାହିଁକି
ନଜଫଗଡର ନବାବ ତଥା ମୁଲତାନର ସୁଲତାନ ଭାବରେ ଜଣାଶୁଣା ବୀରେନ୍ଦ୍ର ସେହ୍ବାଗ ନିଜ କ୍ରିକେଟ୍ କ୍ୟାରିୟର୍ରେ ଚୌକା ଏବଂ ଛକା ବର୍ଷା କରି ଭାରତକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଏଥିପାଇଁ ସେ ପୁରସ୍କାର ଜିତିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି...
ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍: ୨୫ ମି. ଟିମ୍ ପିସ୍ତଲରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ
ନୂଆଦିଲ୍ଲୀ,୨୬।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍ରେ ଭାରତୀୟ ମହିଳାମାନେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଚିଙ୍କି ଯାଦବ, ମନୁ ଭାକର ଓ ରାହି ସର୍ନୋବତଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ଗୁରୁବାର ମହିଳା ୨୫...
ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀ ଚାମ୍ପିୟନ
ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍ଜୁନିୟର ବିଭାଗରେ ସାଇ ଏକାଡେମୀ ଚାମ୍ପିୟନ ହୋଇଛି। ଗୁରୁବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସାଇ ସଡନ୍ ଡେଥ୍ ୫-୪...
୪୦୦ ମିଟରରେ ଜୟନ୍ତୀଙ୍କୁ ସ୍ବର୍ଣ୍ଣ
ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ବେଙ୍ଗାଲୁରୁଠାରେ ଚାଲିଥିବା ୧୯ତମ ଜାତୀୟ ପାରା ଆଥ୍ଲେଟିକ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରି ରାଜ୍ୟକୁ ଗର୍ବିତ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଜୟନ୍ତୀ ବେହେରା। ପ୍ରତିଯୋଗିତାର ୪୦୦ ମିଟର ଟି-୪୭ କାଟେଗୋରିରେ ଜୟନ୍ତୀ ୫୯.୪୩ ସେକେଣ୍ଡ...
ଓଡ଼ିଶା ଉସୁ ଦଳକୁ ୧ ସ୍ବର୍ଣ୍ଣ ସହ ୫ ପଦକ
ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୨୧ରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ୨୦ତମ ଜାତୀୟ ସବ୍ଜୁନିୟର ଉସୁ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ଏଥିରୁ ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ...
ହାଇଦ୍ରାବାଦ ଷ୍ଟ୍ରାଇକର୍ସର ନେତୃତ୍ୱ ନେବେ ଅଙ୍କିତା
ହାଇଦ୍ରାବାଦ, ୨୬ା୩ (ପି.ଟି.)- ଚଳିତବର୍ଷ ପରବର୍ତ୍ତୀ ଭାଗରେ ମୁମ୍ବାଇରେ ଖେଳାଯିବାକୁ ଥିବା ଟେନିସ ପ୍ରିମିୟର ଲିଗ୍ରେ ଭାରତର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ଖେଳାଳି ଅଙ୍କିତା ରାଇନା ହାଇଦ୍ରାବାଦ ଷ୍ଟ୍ରାଇକର୍ସ ଦଳର ନେତୃତ୍ୱ ନେବେ। ମଙ୍ଗଳବାର ହୋଇଥିବା ଖେଳାଳି ନିଲାମରେ ମହିଳା...
Archives


