ଖେଳ

କ୍ରିକେଟ୍‌ର ଭଗବାନଙ୍କୁ ପଛରେ ଛାଡ଼ିଲେ ରୁଟ୍‌

ଲିଡ୍ସ ,୨୭।୮: ଭାରତ ବିପକ୍ଷ ତୃତୀୟ ତଥା ଲିଡ୍ସ ଟେଷ୍ଟରେ ୧୨୧ ରନ୍‌ର ଶତକୀୟ ପାଳି ଖେଳିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୩ ତମ ଶତକ। ଏଥି ସହିତ ଭାରତ ଓ ଇଂଲଣ୍ଡ ମଧ୍ୟରେ…

୧୨ ବର୍ଷ ବୟସରେ ପ୍ରଥମ ଶତକ ହାସଲ ମାରିଥିଲେ କ୍ରିକେଟର୍‌ ଯାଦୁଗର

ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍‌ କ୍ରିକେଟର ୧୯୨୮ରେ ବ୍ରିସ୍‌ବେନ୍‌ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରେ ସେ…

କିଛି ଚମତ୍କାର ହିଁ ଟିମ୍‌ ଇଣ୍ଡିଆକୁ ବଞ୍ଚାଇ ପାରିବ

ଲିଡ୍ସ,୨୬।୮: ମ୍ୟାଚ୍‌ରେ ଆହୁରି ୩ ଦିନ ବାକି ଅଛି। ଟିମ୍‌ ଇଣ୍ଡିଆ ଏବେ ୩୪୫ ରନ୍‌ରେ ପଛୁଆ। ଇଂଲଣ୍ଡ ହାତରେ ଆହୁରି ୨ ଉଇକେଟ ଅଛି। ଏଭଳି ଗମ୍ଭୀର ସ୍ଥିତିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ କୌଣସି ଚମତ୍କାର ହିଁ ବଞ୍ଚାଇ…

ପଡ଼ିଲା ରୁଟ୍‌ଙ୍କ ଉଇକେଟ

ଲିଡ୍ସ,୨୬।୮: ଶେଷରେ ପ୍ୟାଭିଲିୟନ ଫେରିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ଆଉଟ୍‌ ହେବା ପୂର୍ବରୁ ସେ ୧୨୧ ରନ୍‌ର ଶତକୀୟ ପାଳି ଖେଳିଥିଲେ। ମୋଟ ୧୬୫ ବଲ ଖେଳିଥିବା ରୁଟ୍‌ଙ୍କ ଇନିଂସରେ ଥିଲା ୧୪ଟି ଦର୍ଶନୀୟ ଚୌକା। କ୍ୟାରିୟରର ଶ୍ରେଷ୍ଠ ଫର୍ମରେ…

କେକେଆର୍‌ରେ କମିନ୍ସଙ୍କ ସ୍ଥାନ ନେବେ ଷ୍ଟାର ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୨୬।୮: ୟୁଏଇରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନର ବଳକା ୩୧ ମ୍ୟାଚ୍‌ ପାଇଁ ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ନ୍ୟୁଜିଲାଣ୍ଡର ଷ୍ଟାର ପେସର ଟିମ୍‌ ସୌଦିଙ୍କ ସହ ଚୁକ୍ତି କରିଛି। ଏ ନେଇ…

କ୍ରିକେଟ୍‌ ଜଗତ ପାଇଁ ଦୁଃଖଦ ଖବର: ଚାଲିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌

ଲଣ୍ଡନ,୨୬।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ୍‌ ଟେଡ ଡେକ୍ସଟରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଆକ୍ରମକ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଏବଂ ଜଣେ ମିଡିୟମ୍‌ ପେସ୍‌ ବୋଲର ଥିଲେ। ଡେକ୍ସଟରଙ୍କ ପରଲୋକରେ…

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଜା ଉଡାଇଲେ ଭାଓନ: ଲୋକେ କହିଲେ ପଡ଼ୋଶୀ ଘରର ମାଉସୀ…

ନୂଆଦିଲ୍ଲୀ,୨୬।୮: ଭାରତ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡ ନିଜର ଦବ୍‌ଦବା ଜାହିର କରିଛି। ଦଳର ବୋଲର୍‌ ଜେମ୍ସ ଆଣ୍ଡରସନ, କ୍ରେଗ୍‌ ଓଭରଟନ, ଓଲି ରବିନସନ, ସାମ କୁରାନ ପ୍ରମୁଖଙ୍କ ଯୋଗୁ ଭାରତ ପ୍ରଥମ ପାଳିରେ ମାତ୍ର ୭୮ ରନ୍‌ରେ…

ଭୁଲ୍‌ କରିଦେଲେ କି କୋହଲି, ପନ୍ତ କହିଲେ ଏମିତି

ଲିଡ୍ସ,୨୬।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ଖେଳାଯାଉଛି। ଭାରତ ପ୍ରଥମ ଦିନ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ ଜିତିବା ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ଏକ ସମୟରେ ୭୮…

ସିରାଜଙ୍କ ଉପରେ ବୋତଲ ଫିଙ୍ଗି ଇଂଲଣ୍ଡ ଦର୍ଶକ ପଚାରିଲେ ‘ସ୍କୋର କେତେ’: ହାତରେ ୧-୦ ବୋଲି ଠାରରେ କହି…

ଲିଡ୍ସ,୨୬।୮: ଇଂଲଣ୍ଡ ବିପକ୍ଷରେ ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ପ୍ରଥମ ଦିନ ଭାରତ ମାତ୍ର ୭୮ରନ୍‌ କରି ଅଲଆଉଟ୍‌ ହେବା ପରେ ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇଥିଲା। ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ବିନା ଉଇକେଟରେ…

କୋହଲିଙ୍କ ଠାରୁ ଏମିତି ‘ଅର୍ଦ୍ଧଶତକ’ ଆଶା କରି ନ ଥିଲେ ଦର୍ଶକ

ଲିଡ୍ସ,୨୬।୮: ଭାରତୀୟ ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ମାତ୍ରେ ତାଙ୍କଠାରୁ ବଡ ଇନିଂସ ଆଶା କରାଯାଏ, କିନ୍ତୁ କିଛି ଦିନ ହେବ କୋହଲିଙ୍କ ଉପରେ ଯେମିତି କାହା ନଜର ପଡିଯାଇଛି। ଗୋଟିଏ ପରେ ଗୋଟିଏ ଇନିଂସରେ ସେ ବିଫଳ ହେବା…

କୋହଲିଙ୍କ ଅଧିନାୟିକତ୍ୱରେ ଲଜ୍ଜାଜନକ ରେକର୍ଡ

ଲିଡ୍ସ,୨୬।୮: ଲିଡ୍ସ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ବେଶ୍‌ ଖରାପ ରହିଛି। ପ୍ରଥମେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଇଂଲଣ୍ଡର ଦ୍ରୁତ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ପରେ ଇଂଲଣ୍ଡର ଦୁଇ ଓପନର ମିଶି ଟିମ ଇଣ୍ଡିଆର ସ୍କୋର ଅତିକ୍ରମ କରିଥିଲେ। ଲିଡ୍ସ…

‘ସଚିନ ତେନ୍ଦୁଲକରଙ୍କୁ ଫୋନ କରି ତୁରନ୍ତ ସାହାଯ୍ୟ ମାଗନ୍ତୁ’

ଲିଡ୍ସ,୨୬।୮: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡରେ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ଇଂଲଣ୍ଡ ବିପକ୍ଷରେ ହାରାହାରି ୧୭.୨୫ରେ ୪ ଇନିଂସରେ ସେ ମାତ୍ର ୬୯ ରନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ବିଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?