Posted inଖେଳ

ହୃଦୟ ଜିତିଲେ କୋହଲି

ଦୁବାଇ,୬।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ରେ ଶୁକ୍ରବାର ଭାରତ-ସ୍କଟଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଥିଲା। ଏଥିରେ ଭାରତ ବଡ଼ ବ୍ୟବଧାନରେ ବିଜେତା ହୋଇଥିଲା। ମ୍ୟାଚ୍‌ ପରେ ଅଧିନାୟକ ବିରାଟ କୋହଲିଙ୍କ ବ୍ୟବହାର ସମସ୍ତଙ୍କ ମନ ଜିଣିଛି। କାରଣ କୋହଲି ଖେଳ ଭାବନାକୁ ପ୍ରକାଶ କରିବାକୁ ଯାଇ ଟିମ୍‌ର ଖେଳାଳିଙ୍କ ସହ ବିରୋଧୀ ଖେଳାଳିଙ୍କ ଡ୍ରେସିଂ ରୁମ୍‌କୁ ଯାଇଥିଲେ। ସେଠାକୁ ଯାଇ ସେ ଖେଳାଳିମାନଙ୍କ ସହ କଥା ହେବା ସହ ସେମାନଙ୍କ ମନୋବଳ ବଢ଼ାଇଥିଲେ।

ସ୍କଟଲାଣ୍ଡ ଅଧିନାୟକ କାଇଲ୍‌ କୋଏଟର୍‌ ପ୍ରଥମରୁ କୋହଲିଙ୍କୁ ଭେଟିବାକୁ ଉତ୍ସାହିତ ଥିଲେ। ଟସ୍‌ ସମୟରେ କୋହଲିଙ୍କ ପାଖରେ ଛିଡ଼ା ହେବା ହିଁ ବହୁତ। ଏହା ଗୌରବଶାଳୀ ମୂହୁର୍ତ୍ତ ହୋଇଥିବ ବୋଲି ମଧ୍ୟ କହିଥିଲେ। ପରେ କୋହଲି ନିଜେ ସ୍କଟଲ୍ୟାଣ୍ଡ ଖେଳାଳିଙ୍କୁ ଭେଟିବାକୁ ଯାଇ ସେମାନଙ୍କ ଇଚ୍ଛା ପୂରଣ କରିଥିଲେ। କ୍ରିକେଟ ସ୍କଟଲ୍ୟାଣ୍ଡ ପକ୍ଷରୁ ଏହି ମୂହୁର୍ତ୍ତର କିଛି ଫଟୋ ଶେୟାର କରିଥିଲା। ଫଟୋଗୁଡ଼ିକ ଏବେ ବେଶ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ଇନିଂସ ଆରମ୍ଭ କରିବେ ଧୋନୀ

ଚେନ୍ନାଇ,୧୨।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ ପରେ ଏବେ ଫିଲ୍ମ ଜଗତକୁ ପ୍ରବେଶ କରିବାକୁ ଯାଉଛନ୍ତି। ଧୋନୀ ତାମିଲ...

ଦିନେ ପଥର ଫଟାଇ ପେଟ ପୋଷୁଥିଲେ ଡବ୍ଲ୍ୟୁଡବ୍ଲ୍ୟୁଇର ଏହି ଚାମ୍ପିଅନ, ଏବେ କୋଟି କୋଟି ଟଙ୍କାର ମାଲିକ

ଚର୍ଚ୍ଚିତ ଡବ୍ଲ୍ୟୁଡବ୍ଲ୍ୟୁଇର ଚାମ୍ପିଅନ ‘ ଦ ଗ୍ରେଟ୍‌ ଖଲି’ଙ୍କ ଆଜି ହେଉଛି ୪୭ତମ ଜନ୍ମଦିନ। ଖଲିକୁ କିଏ ବା ନ ଜାଣେ। ଛୋଟଠୁ ବଡ଼ଯାଏ ସମସ୍ତେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓଡ଼ିଶା ଏଫ୍‌ସିର ସହାୟତା

ଭୁବନେଶ୍ୱର, ୧୨।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍‌ ସଂକ୍ରମଣ କାରଣରୁ ଏବେ ସମସ୍ତ ଖେଳ ବନ୍ଦ ରହିଥିବାବେଳେ ବିଭିନ୍ନ ଅନୁଷ୍ଠାନ, କ୍ଲବ ଏବଂ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର...

ଦୁର୍ଘଟଣାର ଶିକାର ହେଲେ ଭାରତର ଏହି ପୂର୍ବତନ ଅଧିନାୟକ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ସଭାପତି ମହମ୍ମଦ ଆଝାରୁଦ୍ଦିନ ଦୁର୍ଘଟଣାର ଶିକାର ହୋଇଛନ୍ତି। ହେଲେ ସୌଭାଗ୍ୟ ବଶତଃ ତାଙ୍କର...

ଆଉଟ୍‌ ଡୋର୍‌ ଟ୍ରେନିଂ ଆରମ୍ଭ କଲେ କ୍ରୁନାଲ ପାଣ୍ଡ୍ୟା

ଭଦୋଦରା, ୧ା୭ (ପି.ଟି.):କୋଭିଡ୍‌-୧୯ ମହାମାରୀ ଯୋଗୁ ୩ ମାସରୁ ଅଧିକ ଦିନ ଧରି ଘରର ଚାରି କାନ୍ଥ ଭିତରେ ରହିବା ପରେ ଭାରତ ଅଲ୍‌ରାଉଣ୍ଡର କ୍ରୁନାଲ...

ଆଇ- ଲିଗ୍‌: ଆଇଜଲ ଏଫ୍‌ସି ବିଜୟୀ

କୋଲକାତା,୩୧।୧(ପି.ଟି.): ସ୍ଥାନୀୟ ମୋହନ ବାଗାନ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଆଇ- ଲିଗ୍‌ର ଏକ ମ୍ୟାଚ୍‌ରେ ଆଇଜଲ ଏଫ୍‌ସି ୨-୧ ଗୋଲରେ ନେରେକା ଏଫ୍‌ସିକୁ ପରାସ୍ତ କରିଛି।...

କେକେଆର ଭର୍ସସ୍‌ ୧୦୦୦

ଆବୁ ଧାବି,୨୩।୯: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ୩୦ ବଲରେ ୩୩ ରନ୍‌ର ଇନିଂସ ଖେଳିଥିଲେ।...

ଟିମ୍‌ ଇଣ୍ଡିଆ ପୁଣି ଦଣ୍ଡିତ

ନୂଆଦିଲ୍ଲୀ,୩।୨(ପି.ଟି.)- ପୁଣି ଥରେ ଭାରତୀୟ ଦଳକୁ ଅର୍ଥ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳର ବୋଲିଂ ହାର ଧିମା...

Advertisement
Archives

Model This Week