ଖେଳ

ପାଓ୍ବାର ଭାରତୀୟ ମହିଳା କ୍ରିକେଟ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୧୪।୫(ପି.ଟି.): ପୂର୍ବତନ ଟିମ୍‌ ଇଣ୍ଡିଆ ସ୍ପିନର ରମେଶ ପାଓ୍ବାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦକୁ ଫେରିଛନ୍ତି। ସେ ଡବ୍ଲ୍ୟୁଭି ରମଣଙ୍କ ସ୍ଥାନ ନେଇଛନ୍ତି। ରମେଶ ପୂର୍ବରୁ ମହିଳା ଦଳର ମୁଖ୍ୟ କୋଚ୍‌ ଥିଲେ। ମାତ୍ର...

କୋହଲିଙ୍କ ଶରୀରରେ ଅଛି ୧୧ ଟାଟୁ: ଜାଣନ୍ତୁ କାହାର ଅର୍ଥ କ’ଣ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ତାଙ୍କ କ୍ୟାରିଅର୍‌ ସମୟରେ ସେ ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ୧୧ଟି ଟାଟୁ କରିଛନ୍ତି। ଏହି ସମସ୍ତ ଟାଟୁଗୁଡିକସ୍‌ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟରେ ତିଆରି କରାଯାଇଛି। ଆସନ୍ତୁ...

ପ୍ରାକ୍ତନ ଅଷ୍ଟ୍ରେଲିଆନ ଖେଳାଳିଙ୍କ ୨୦୨୧ ଶ୍ରେଷ୍ଠ ଆଇପିଏଲ୍‌ ଦଳରେ ନାହାନ୍ତି କୋହଲି, ରୋହିତ

ନୂଆଦିଲ୍ଲୀ,୧୩।୫: ପୂର୍ବତନ ଅଷ୍ଟ୍ରେଲିଆନ କ୍ରିକେଟର ବ୍ରାଡ ହଗ ନିଜ ୟୁୁଟ୍ୟୁବ ଚ୍ୟାନେଲରେ ଗୁରୁବାର ଚଳିତ ବର୍ଷର ଶ୍ରେଷ୍ଠ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି। ସବୁଠୁ ବଡ଼ କଥା ହେଲା ହଗ୍‌ଙ୍କ ଏହି ଦଳରେ ସ୍ଥାନ ପାଇ ନାହାନ୍ତି ମୁମ୍ବାଇ ଇଣ୍ଡିଆନ୍ସ...

ମୁମ୍ବାଇ ଇଣ୍ଡିଆନ୍ସ-ପୋଲାର୍ଡଙ୍କ ଚୁକ୍ତି ପଛରେ ରହିଛି ବ୍ରାଭୋଙ୍କ ହାତ

ନୂଆଦିଲ୍ଲୀ,୧୩।୫: ମୁମ୍ବାଇ ଇଣ୍ଡିଆନ୍ସ ୨୦୧୦ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡଙ୍କ ସହ ଚୁକ୍ତି କରିଥିଲା। ଏହା ପଛରେ ଥିଲା ଅନ୍ୟତମ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କ ହାତ। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ମୁମ୍ବାଇ ଫ୍ରାଞ୍ଚାଇଜ ପାଇଁ ଖେଳିଥିଲେ ବ୍ରାଭୋ। ଏହାପରେ ସେ...

୬ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ହାର୍ଦ୍ଦିକଙ୍କ ପେଣ୍ଟହାଉସ୍‌: ଭିତରୁ ଦେଖିବାକୁ…

ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ନିଜ ବ୍ୟାଟିଂରେ ବୋଲର୍‌ଙ୍କ ନିଦ ହଜାଉଥିବା ହାର୍ଦ୍ଦିକ ଗୁଜରାଟର...

ଗୋଟିଏ ସର୍ତ୍ତରେ ଅଧିନାୟକ ପଦ ଛାଡ଼ିବାକୁ ରାଜି ଟିମ୍‌ ପେନ୍‌; ଅଷ୍ଟ୍ରେଲିଆର ଆଗାମୀ ଅଧିନାୟକ ଭାବେ…

ମେଲବର୍ନ,୧୩।୫: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍‌ ପେନ ଦାୟିତ୍ୱରୁ ହଟିବାକୁ ନେଇ ସଙ୍କେତ ଦେଇଛନ୍ତି। ଆସେସ୍‌ କ୍ରିକେଟ ସିରିଜରେ ଇଂଲଣ୍ଡକୁ ଯଦି ତାଙ୍କ ଦଳ ପରାସ୍ତ କରେ ତେବେ ସେ ଅଧିନାୟକ ପଦ ଛାଡ଼ିଦେବେ ବୋଲି କହିଛନ୍ତି। ଏପରିକି ସେ...

ନମ୍ବର-୧ ହେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୩।୫: ଆଇସିସି ପକ୍ଷରୁ ଗୁରୁବାର ତାଜା ଟେଷ୍ଟ ଟିମ୍‌ ର଼୍ୟାଙ୍କିଂ ଜାରି କରାଯାଇଛି। ଏଥିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲିଷ୍ଟ ଭାରତ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ ଟିମ୍‌କୁ ଗୋଟିଏ...

ଆଇପିଏଲ୍‌ ସ୍ଥଗିତ ହେବାପରେ ବି ଏହିସବୁ ଖେଳାଳିଙ୍କୁ ମିଳିବ ପୂରା ଟଙ୍କା

ନୂଆଦିଲ୍ଲୀ, ୧୩।୫: କରୋନା ଯୋଗୁ ଆଇପିଏଲ ୨୦୨୧କୁ ସ୍ଥଗିତ ରଖିବାକୁ ପଡିଛି। ଏହା ସତ୍ତ୍ୱେ ଡେଭିଡ ୱାର୍ଣ୍ଣର, ପ୍ୟାଟ କମିନ୍ସ ଏବଂ ଷ୍ଟିଭନ ସ୍ମିଥ୍‌ଙ୍କ ପରି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ। ଟୁର୍ନାମେଣ୍ଟ ବାତିଲ ହେବା ସ୍ଥିତିରେ ବିଭିନ୍ନ...

ଗାଭାସ୍କରଙ୍କ ଭବିଷ୍ୟବାଣୀ: ଏହି କ୍ରିକେଟର୍‌ ହେବେ ଭାରତୀୟ ଦଳର ଅଧିନାୟକ

ନୂଆଦିଲ୍ଲୀ,୧୩।୫: ମହାନ କ୍ରିକେଟର୍‌ ସୁନୀଲ ଗାଭାସ୍କର ଯୁବ ଉଇକେଟକିପଟ ରିଷଭ ପନ୍ତଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ, ରିଷଭ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହେବେ। ଶ୍ରେୟାଶ ଆୟାରଙ୍କ ଅନୁପସ୍ଥିତିରେ ପନ୍ତ ଆଇପିଏଲ୍‌-୧୪ରେ ଦିଲ୍ଲୀ...

ଅଲିମ୍ପିକ୍ସ ଆୟୋଜନ ବିରୋଧରେ ଜାପାନରେ ଜନ ଅସନ୍ତୋଷ

ଟୋକିଓ,୧୩।୫(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଜାପାନରେ ବିରୋଧ ପ୍ରଦର୍ଶନ କରିବା ସହ ଲୋକେ ଅସନ୍ତୋଷ ଜାହିର କରିଛନ୍ତି। ଅଲିମ୍ପିକ୍ସକୁ ବାତିଲ କରିବା ନେଇ ଦାବି ଜୋର ଧରିଛି। ବିନା ଟିକାକରଣରେ ସରକାରଙ୍କ ଅଲିମ୍ପିକ୍ସ ଆୟୋଜନ କରିବାର ଜିଦ୍‌ ଏବେ...

ଦ୍ରୁତଗତିରେ ଗାଡି ଚଳାଇ ସିମେନ୍ୟା ଗିରଫ

କେପ୍‌ ଟାଉନ,୧୩।୫(ଏପି): ଅଲିମ୍ପିକ ଚାମ୍ପିୟନ କାଷ୍ଟର ସିମେନ୍ୟା ଦ୍ରୁତ ଗତିରେ ଗାଡି ଚଳାଇ ଦକ୍ଷିଣ ଆଫିକାରେ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ତାଙ୍କୁ ବେଲ୍‌ ମିଳିଛି। ତେବେ ତାଙ୍କୁ ୫୦ ଘଣ୍ଟାର କମ୍ୟୁନିଟି ସର୍ଭିସ ପାଇଁ ନିର୍ଦ୍ଦେଶ ଦିଆଯାଇଛି।...

ପେରେରା ଶ୍ରୀଲଙ୍କା ଦିନିକିଆ ଅଧିନାୟକ

କଲମ୍ବୋ, ୧୩।୫(ପି.ଟି.)- ଉଇକେଟ କିପର ବ୍ୟାଟ୍ସମ୍ୟାନ କୁଶାଲ ପେରେରା ଶ୍ରୀଲଙ୍କା ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦିମୁଥ କରୁଣାରନେତ୍ଙ୍କ ସ୍ଥାନରେ ପେରେରାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି। ଚଳିତ ମାସରେ ହେବାକୁଥିବା ବାଂଲାଦେଶ ବିପକ୍ଷ ସିରିଜ ପାଇଁ କୁଶାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri