ଖେଳ

ଶେଷ ମ୍ୟାଚରେ ଟସ୍‌ ଜିତିଲେ

ଦୁବାଇ,୮।୧୧: କ୍ୟାପଟେନ କୋହଲି ଟି୨୦ ଫର୍ମାଟର ଶେଷ ମ୍ୟାଚରେ ଟସ୍‌ ଜିତିଛନ୍ତି। ସ୍ଥାନୀୟ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ସୁପର-୧୨ର ଶେଷ ଲିଗ ମ୍ୟାଚରେ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ନାମ୍ବିଆ…

ଅନ୍ତିମ ଥର ଟି୨୦ ଖେଳିବାକୁ ଯାଉଛନ୍ତି କ୍ୟାପଟେନ କୋହଲି

ନୂଆଦିଲ୍ଲୀ,୮।୧୧: ଟି୨୦ ବିଶ୍ୱକପ ପରେ ବିରାଟ କୋହଲି ଛୋଟିଆ ଫର୍ମାଟରୁ ଅଧିନାୟକ ଭାବେ ଅବସର ନେବାକୁ ଯାଉଛନ୍ତି। କ୍ୟାପଟେନ ଭାବେ କୋହଲି ସୋମବାର ନାମ୍ବିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିବେ। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ର ରେକର୍ଡ କୋହଲିଙ୍କ…

ଟି-୨୦ ଓ୍ବାଲର୍‌ଡ କପ୍‌ରୁ ଭାରତ ବାହାର, ବିଜ୍ଞାପନ ଆୟରେ ୧ ହଜାର କୋଟି କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୮।୧୧: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ। ଭାରତୀୟ ପ୍ରଶଂସକମାନେ ଏହା ଦ୍ୱାରା କେବଳ ନିରାଶ ନୁହଁନ୍ତି, ମ୍ୟାଚର ବିଜ୍ଞାପନ ସ୍ଲଟ କିଣୁଥିବା ଏବଂ ବିକ୍ରୟ କରୁଥିବା ଏଜେନ୍ସିମାନେ…

ଭାରତୀୟ ପ୍ରଶଂସକଙ୍କ ମଜା ଉଡାଇଲା କ୍ରିକେଟ ପାକିସ୍ତାନ, ଟୁଇଟ୍‌ କରି ପଚାରିଲା ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୮।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ସେମିଫାଇନାଲରୁ ବାଦ୍‌ ପଡିଛି ଭାରତ। ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଜିତିବା ମାତ୍ରେ ଭାରତ ସେମିଫାଇନାଲ ଖେଳିବା ଆଶା ଭାଙ୍ଗିଯାଇଛି। ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥାନ୍ତା, ତା’ହେଲେ ଭାରତୀୟ ଦଳ ନାମ୍ବିଆକୁ ପରାସ୍ତ ଥିଲେ…

କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା-ଅଧିକାରୀ-ପୂର୍ବତନ ଆଇପିଏଲ ଖେଳାଳି…

ନୂଆଦିଲ୍ଲୀ,୮।୧୧: କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା, ଅଧିକାରୀ, ପୂର୍ବତନ ଆଇପିଏଲ ଖେଳାଳି ରହିଛନ୍ତି। ଜୁଲାଇ ୯ ରେ ୟୁପି ଖେଳାଳି ଅନସୁଲ ରାଜଙ୍କ ପକ୍ଷରୁ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ଗୁରୁଗାଓଁ ସ୍ଥିତ ସିକ୍ୟୁରିଟି କର୍ପୋରେଟ ମ୍ୟାନେଜମେଣ୍ଟର ସଭାପତି…

ଭାରତ ଟୁର୍ନାମେଣ୍ଟରୁ ବାଦ୍‌ ପଡିବା ପରେ ସେହ୍ବାଗ ଛାଡିଲେ ଏମିତି ଫଟୋ, ହସି ହସି ଗଡିଲେ ୟୁଜର୍ସ

ନୂଆଦିଲ୍ଲୀ,୮।୧୧: ଭାରତୀୟ କ୍ରିକେଟ ଦଳ ଆଇସିସି ଟି -୨୦ ବିଶ୍ୱକପରୁ ବାଦ ପଡିଛି। ରବିବାର ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବାରେ ଭାରତର ଆଶା ଶେଷ ହୋଇଛି। ନ୍ୟୁଜିଲାଣ୍ଡର ପରାଜୟ ଭାରତର ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିଥାନ୍ତା…

ଟି-୨୦ ବିଶ୍ୱକପ୍‌ରେ ଭାରତ ଫେଲ୍‌ ମାରିବାର ୫ଟି ପ୍ରମୁଖ କାରଣ

ଦୁବାଇ,୭।୧୧: ଟି -୨୦ ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଭାରତ ସେମିଫାଇନାଲ ଦୌଡ଼ରୁ ମଧ୍ୟ ବାଦ୍‌ ପଡିଛି। ପ୍ରାରମ୍ଭରେ ଲଗାତାର ଦୁଇଟି ମ୍ୟାଚ ହାରିଯିବା ପରେ ତାଙ୍କର ଆଶା ଧୂଳୀସାତ୍‌ ହୋଇଥିଲା। ଟୁର୍ନାମେଣ୍ଟ ଆରମ୍ଭରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀ…

୬ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌

ଦୁବାଇ,୭।୧୧: ପାକିସ୍ତାନ କ୍ରିକେଟ ଦଳର ତାରକା ଓପନର୍‌ ତଥା ଉଇକେଟ କିପର ମହମ୍ମଦ ରିଜୱାନ ଏକ ବଡ଼ ରେକର୍ଡ କରିଛନ୍ତି। ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଏକ ବଡ଼ ଇନିଂସ ଖେଳି ନ ପାରି ୧୯ ବଲରେ ୧୫ ରନରେ ଆଉଟ୍‌ ହୋଇଥିଲେ।…

ବିରାଟ କୋହଲିଙ୍କ ହାତ ଖାଲି

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ। ଚଳିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ରବିବାର ଏକ ମ୍ୟାଚରେ ଆଫଗାନିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଟିମ…

ବିଶ୍ୱକପ୍‌ରେ ଏକମାତ୍ର ଅପରାଜେୟ ଦଳ ପାକିସ୍ତାନ

ଆବୁଧାବି,୭।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୭୨ ରନ୍‌ରେ ହରାଇ ପାକିସ୍ତାନ ତା’ର ଅପରାଜେୟ ଧାରା ଜାରି ରଖିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ପାକିସ୍ତାନ ସୁପର ୧୨ ପର୍ଯ୍ୟାୟରେ ପରାଜୟର ମୁହଁ ଦେଖିନାହିଁ। ପାକିସ୍ତାନ…

ଭିଣେଇ ଭାଇଙ୍କ ରେକର୍ଡ

ଆବୁଧାବି,୭।୧୧: ଭାରତରେ ଭିଣେଇ ଭାଇ ଭାବେ ଜଣାଶୁଣା ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ରବିବାର ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ମାତ୍ର ୧୮ ବଲର ସମ୍ମୁଖୀନ ହୋଇ ୧ ଚୌକା ଓ ୬ ବିଶାଳ ଛକା ସହାୟତାରେ…

ଟି୨୦ରେ ରଶିଦଙ୍କ ରେକର୍ଡ

ଆବୁଧାବି,୭।୧୧: ଟି୨୦ କ୍ରିକେଟ ଇତିହାସରେ ତୃତୀୟ ବୋଲର ଭାବେ ୪୦୦ ଉଇକେଟ ପୂରଣ କରିଛନ୍ତି ଆଫଗାନିସ୍ତାନର ଲେଗ୍‌ ସ୍ପିନର ରଶିଦ ଖାଁ। ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମାର୍ଟି ଗୁପଟିଲଙ୍କୁ କ୍ଲିନ ବୋଲ୍ଡ କରି ସେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?