କ୍ରିକେଟର୍ଙ୍କ ଦୁର୍ବ୍ୟବହାରରେ ଦୁଃଖୀ ଆମ୍ପାୟାର୍ ଛାଡିଲେ ନିଜ ପଦ
ଢାକା,୩୦।୬: ନିକଟରେ ଶେଷ ହୋଇଥିବା ଢାକା ପ୍ରିମିୟର ଲିଗ ଟି -୨୦ରେ ମହମୁଦୁଲ୍ଲାଙ୍କ ସହ ବିବାଦ ପରେ ବାଂଲାଦେଶୀ ଅମ୍ପାୟାର ମୋନିରୁଜାମାନ ନିଜ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ମୋନିରୁଜାମାନ ଏବଂ ମୋର୍ସେଦ ଅଲି ଖାନ ଏବେ ବାଂଲାଦେଶର ଆଇସିସି...
ବୋଲର୍ରୁ ରାତାରାତି ଓପନର୍ ହୋଇଯାଇଥିଲେ ଏହି କ୍ରିକେଟର୍: ବ୍ୟାଟିଂରେ ଦେଖାଇଥିଲେ ଜଲଓ୍ବା
ଶ୍ରୀଲଙ୍କା କ୍ରିକେଟର କିମ୍ବଦନ୍ତୀ ସନଥ ଜୟସୁରିଆ ଆଜି ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୯୦ ଦଶକରେରେ ଦୁନିଆର ଅନ୍ୟତମ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଥିଲେ। କ୍ୟାରିୟର ଆରମ୍ଭରେ ସେ ଜଣେ ବୋଲର ଥିଲେ କିନ୍ତୁ ୧୯୯୬ ମସିହାରେ ଜୟସୁରିଆଙ୍କୁ...
ଡବ୍ଲୁଟିସି ଫାଇନାଲ୍ ଚାଲିଥିବାବେଳେ ବାଥ୍ରୁମ୍ରେ ଥିଲେ ଏହି କ୍ରିକେଟର୍
ଲଣ୍ଡନ,୩୦ା୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ରେ ଭାରତକୁ ନ୍ୟୁଜିଲାଣ୍ଡ ୮ ଉଇକେଟ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ଏହି ମ୍ୟାଚର ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ସ୍କୋର ପିଛା କରୁଥିବା ସମୟରେ ଦ୍ରୁତ ବୋଲର କାଇଲ ଜାମିସନ ଏବେ ଟେନସନ...
ରୋହିତ ଶର୍ମାଙ୍କୁ କ୍ଷମା ମାଗିଲେ ସ୍ତ୍ରୀ: ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ ଦଳର ଓପନର୍ ରୋହିତ ଶର୍ମା ଏବଂ ରିତିକା ସଜଦେହଙ୍କ ଯୋଡିକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୁଏ। ଏହି ଦମ୍ପତି ଏବେ ଝିଅ ସମାୟାରାଙ୍କ...
ସୀମା ପୁନିଆଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ପଟିଆଲା, ୩୦ା୬ (ପି.ଟି.)- ଭେଟେରାନ ଡିସ୍କସ୍ ଥ୍ରୋୟର ସୀମା ପୁନିଆ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଜାତୀୟ ଆନ୍ତଃ-ରାଜ୍ୟ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ର ଅନ୍ତିମ ଦିବସରେ ଶ୍ରେଷ୍ଠ ପ୍ରଚେଷ୍ଟା ୬୩.୭୦ମିଟର ସହ ସେ ସ୍ବର୍ଣ୍ଣ ପଦକ...
ଦ୍ୱିତୀୟ ରାଉଣ୍ଡରେ ଭେନସ, ଜେଭରେଭ
ଓ୍ବିମ୍ବେଲଡନ,୩୦।୬: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଆମେରିକାର ଭେନସ ଓ୍ବିଲିୟମ୍ସ। ଏଥିସହ ସେ କ୍ୟାରିୟରର ୯୦ତମ ଗ୍ରାଣ୍ଡସ୍ଲାମ ମ୍ୟାଚ ଖେଳିବାର ସୌଭାଗ୍ୟଲାଭ କରିଛନ୍ତି। ପ୍ରଥମ ରାଉଣ୍ଡରେ ସେ ରୋମାନିଆର ମିହାଏଲ ବୁଜାର୍ନେସ୍କୁଙ୍କୁ ୭-୫,...
ଚତୁର୍ଥ ଷ୍ଟେଜ୍ ଜିତିଲେ କାଭେଣ୍ଡିସ୍
ପ୍ୟାରିସ, ୩୦ା୬ ବ୍ରିଟେନର ମାର୍କ କାଭେଣ୍ଡିସ ଟୁର୍ ଡି’ ଫ୍ରାନ୍ସର ଚତୁର୍ଥ ଷ୍ଟେଜ୍ ଜିତିଛନ୍ତି। ୫ ବର୍ଷରେ ଏହା ହେଉଛି ତାଙ୍କର ପ୍ରଥମ ଏବଂ ଟୁର୍ରେ ମୋଟ ଉପରେ ଏହା ହେଉଛି ତାଙ୍କର ୩୧ତମ ଷ୍ଟେଜ୍ ବିଜୟ। ମଙ୍ଗଳବାର ରେଡନଠାରୁ...
ୟୁରୋ କପ୍ରୁ ବିଶ୍ୱ ଚାମ୍ପିୟନ ଫ୍ରାନ୍ସର ବିଦାୟ
ବୁଖାରେଷ୍ଟ, ୩୦।୬(ଏପି)-ୟୁରୋ କପ୍ ଫୁଟ୍ବଲ ଟୁର୍ନାମେଣ୍ଟର ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ମ୍ୟାଚରେ ସୁଇଜରଲାଣ୍ଡ ପେନାଲ୍ଟି ଶୁଟ୍ ଆଉଟ୍ ୫-୪ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଫଳରେ ରାଉଣ୍ଡ ଅଫ୍-୧୬ରୁ ଫ୍ରାନ୍ସର ଅଭିଯାନ...
ଟୋକିଓ ଟିକେଟ ଘୋଷଣାକୁ ଦୂତୀଙ୍କ ଅପେକ୍ଷା
ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି): ଜାପାନର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। କ୍ୱାଲିଫାଇଂ ପାଇଁ ଡେଡ୍ଲାଇନ୍ ଶେଷ ହୋଇଥିବାରୁ ଏବେ ବିଭିନ୍ନ ଇଭେଣ୍ଟ ଲାଗି ପ୍ରତିଯୋଗୀଙ୍କ ତାଲିକା ଘୋଷଣା ସମୟ ଆସିଯାଇଛି। ଆଉ ଦିନେ...
ଟୋକିଓ ଅଲିମ୍ପିକ୍: ଏବେ ବି ଅଛି ଦୂତୀଙ୍କ ଆଶା
ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି)- ଜାପାନର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। କ୍ୱାଲିଫାଇଂ ପାଇଁ ଡେଡ୍ଲାଇନ୍ ଶେଷ ହୋଇଥିବାରୁ ଏବେ ବିଭିନ୍ନ ଇଭେଣ୍ଟ ଲାଗି ପ୍ରତିଯୋଗୀଙ୍କ ତାଲିକା ଘୋଷଣା ସମୟ ଆସିଯାଇଛି। ଆଉ ଦିନେ...
ଗାଙ୍ଗୁଲିଙ୍କୁ ପଛରେ ଛାଡ଼ିଲେ ରୁଟ୍
ଚେଷ୍ଟର-ଲେ-ଷ୍ଟ୍ରିଟ,୨୯।୬: ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ଏଠାରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ୭୯* ରନ୍ର ଇନିଂସ ଖେଳିବା ଅବସରରେ ଦିନିକିଆ କ୍ରିକେଟରେ ୬ ହଜାର ରନ୍ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ଛୁଇଁବାରେ ସେ...
କୋହଲିଙ୍କ ପାଇଁ ସ୍ଥାନ ନାହିଁ ଆକାଶ ଚୋପ୍ରାଙ୍କ ବିଶ୍ୱ ଟେଷ୍ଟ ଏକାଦଶ ଦଳରେ
ନୂଆଦିଲ୍ଲୀ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ମୁକୁଟ ପିନ୍ଧିଥିବା ନ୍ୟୁଜିଲାଣ୍ଡକୁ ଟକ୍କର ଦେବା ପାଇଁ ବିଶ୍ୱ ଟେଷ୍ଟ ଏକାଦଶ ବାଛିଛନ୍ତି ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା। ଏହି ଦଳରେ ସେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା ବିରାଟ...
Archives


