ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ପ୍ଲିସ୍କୋଭା-ସାବାଲେଙ୍କା ସେମିଫାଇନାଲ
ଲଣ୍ଡନ, ୭।୭- ଚେକ୍ ରିପବ୍ଲିକର କାରୋଲିନ ପ୍ଲିସ୍କୋଭା ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ସେ ସୁଇଜରଲାଣ୍ଡର ଭିକ୍ଟୋରିଜା ଗୋଲୁବିକ୍ଙ୍କୁ ୬-୨, ୬-୨ ସେଟ୍ରେ ହରାଇ ଦେଇଛନ୍ତି।...
ନମ୍ବର ଓ୍ବାନ୍ ସ୍ଥାନକୁ ଫେରିଲେ ମିଥାଲି
ଦୁବାଇ, ୭ା୭ (ପି.ଟି.)- ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ ପରେ ଭାରତ ଅଧିନାୟକ ମିଥାଲି ରାଜ ୩ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଭାରତ ଏହି ସିରିଜରେ...
କରୋନା ଆତଙ୍କ ସତ୍ତ୍ୱେ ୟୁକେରେ ଛୁଟି କଟାଉଛି ଭାରତୀୟ ଦଳ
ଲଣ୍ଡନ, ୭।୭(ଏପି)- ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ଓ ୪ଜଣ ସପୋର୍ଟ ଷ୍ଟାଫ୍ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି। ଏହାସତ୍ତ୍ୱେ ୟୁକେ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳ ସଦସ୍ୟମାନେ ସେମାନଙ୍କ ପରିବାର ଅବା ପାର୍ଟନରଙ୍କ ସହ ୨୦...
ମୁମ୍ବାଇ, ପୁଣେରେ ମହିଳା ଏସିଆନ କପ: ଆୟୋଜନରୁ ବାଦ୍ ପଡିଲେ ଭୁବନେଶ୍ୱର, ଅହମଦାବାଦ୍
ନୂଆଦିଲ୍ଲୀ,୭।୭: ଆସନ୍ତାବର୍ଷ ଜାନୁୟାରୀ ୨୦ରୁ ଫେବୃୟାରୀ ୬ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ମହିଳା ଏସିଆନ କପ୍ ଫୁଟବଲ ଟୁର୍ନାମେଣ୍ଟର ଭେନ୍ୟୁରେ ପରବର୍ତ୍ତନ କରାଯାଇଛି। ଭୁବନେଶ୍ୱର ଓ ଅହମଦାବାଦକୁ ଆୟୋଜନରୁ ବାଦ୍ ଦିଆଯାଇଛି। ବଦଳରେ ଏହି ମେଗା ଇଭେଣ୍ଟ...
ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ: ଟିଭି ଇଭେଣ୍ଟରେ ପରିଣତ ହେବ ମେଗା ଇଭେଣ୍ଟ
ଟୋକିଓ, ୭।୭: ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ। ଏବେ ଏହା ଏକ ଟିଭି ଇଭେଣ୍ଟରେ ପରିଣତ ହେବ। ୬୮,୦୦୦ କ୍ଷମତା ବିଶିଷ୍ଟ ଟୋକିଓର ନ୍ୟାଶନାଲ ଷ୍ଟାଡିୟମରେ ହାତଗଣିତ କେତେକ ଭିଆଇପି ଅତିଥିଙ୍କ ଉପସ୍ଥିତିରେ ଉଦ୍ଘାଟନୀ ଉତ୍ସବ ଆୟୋଜନ...
ୟୁରୋକପ୍: ଇଟାଲୀ- ସ୍ପେନ୍ ସେମି ଫାଇଟ୍
ଲଣ୍ଡନ,୭।୭: ୟୁରୋକପ୍ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଦୁଇ ଫୁଟବଲ ପାଓ୍ବାର ହାଉସ୍ ଇଟାଲୀ ଓ ସ୍ପେନ ମୁହାଁମୁହିଁ ହେବେ। ବୁଧବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଆୟୋଜନ ହେବାକୁ ଥିବା ୟୁରୋକପ୍ ଫୁଟବଲ ଟୁର୍ନାମେଣ୍ଟର ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର...
କୋପା ଆମେରିକା: ଆର୍ଜେଣ୍ଟିନା- କଲମ୍ବିଆ ସେମିଫାଇନାଲ ଆଜି
ବ୍ରାସିଲିଆ,୭।୭: ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ କଲମ୍ବିଆ ପରସ୍ପରକୁ ଭେଟିବେ। ଆର୍ଜେଣ୍ଟିନା ସୁପରଷ୍ଟାର ମେସିଙ୍କ ଉପରେ ଓ କଲମ୍ବିଆ ଗୋଲକିପର ଡେଭିଡ ଓସ୍ପିନାଙ୍କ ଉପରେ ଅତ୍ୟଧିକ...
କୋପା ଆମେରିକା ଫୁଟ୍ବଲ: ଫାଇନାଲରେ ବ୍ରାଜିଲ
ରିଓ ଡି ଜେନିରୋ,୭।୭: କୋପା ଆମେରିକା ଟୁର୍ନାମେଣ୍ଟରେ ଦକ୍ଷିଣ ଆମେରିକା ଫୁଟବଲ ପାଓ୍ବାର ହାଉସ୍ ବ୍ରାଜିଲ ପୁଣି ଥରେ ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ପରାସ୍ତ କରି...
ଧୋନୀଙ୍କ ପ୍ରଥମ ରୋଜଗାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ବଡ କ୍ରିକେଟର ହେବା ତାଙ୍କ ଖୁବ୍ ସଂଘର୍ଷ କରିବାକୁ ପଡିଥିଲା। ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ...
ଧୋନୀ @ ୪୦
ନୂଆଦିଲ୍ଲୀ,୭।୭- ଭାରତୀୟ କ୍ରିକେଟକୁ ସବୁ ଫର୍ମାଟରେ ନଂ୧ରେ ପହଞ୍ଚାଇଥିବା ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ୪୦ ବର୍ଷରେ ପାଦ ଦେଇଛନ୍ତି। ୨୦୦୭ ଆଇସିସି ଦିନିକିଆ ବିଶ୍ୱକପ୍ ବିଫଳତାକୁ ଭୁଲି ତାଙ୍କ ନେତୃତ୍ୱରେ ପ୍ରଥମ ଟି୨୦ ବିଶ୍ୱକପ୍ରେ ଇତିହାସ...
ରଶିଦଙ୍କୁ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୬।୭: ଷ୍ଟାର ଲେଗ୍ ସ୍ପିନର ରଶିଦ ଖାଁଙ୍କୁ ମଙ୍ଗଳବାର ଆଫଗାନିସ୍ତାନ ଟି୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୟୁଏଇରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି...
ସିଏସ୍କେରେ ଧୋନୀଙ୍କ ଭବିଷ୍ୟତ ଉପରେ ମତ ରଖିଲେ ପ୍ରାକ୍ତନ ଅଷ୍ଟ୍ରେଲିଆନ ଖେଳାଳି
ଚେନ୍ନାଇ,୬।୭: ୨୦୦୮ରେ ଚେନ୍ନାଇ ସୁପର କଙ୍ଗ୍ସ (ସିଏସ୍କେ) ସହ ଯୋଡ଼ି ହୋଇଥିଲେ ମହେନ୍ଦ୍ର ସିଂ ଧୋନୀ। ତା’ ପରଠୁ ସବୁ ଇତିହାସ ପାଲଟି ଯାଇଛି। ଧୋନୀଙ୍କ ନେତୃତ୍ୱରେ ସିଏସ୍କେ ୩ ଥର ଆଇପିଏଲ ଟ୍ରଫି ହାତେଇଥିବାବେଳେ ଦୁଇ ଥର ଜିତିଛି...
Archives


