ଖେଳ

ଇଞ୍ଜିନିୟରରୁ କ୍ରିକେଟର ହୋଇଥିବା ଏହି ନୂଆ ସ୍ପିନରଙ୍କ ପ୍ରଶଂସାରେ ଶତମୁଖ ହେଲେ ଲକ୍ଷ୍ମଣ: କହିଲେ ତାଙ୍କ ପାଖରେ ରହିଛି ‘ଏକ୍ସ-ଫ୍ୟାକ୍ଟର’

ନୂଆଦିଲ୍ଲୀ,୨୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ରବିବାର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ଭାରତ ୩୮ ରନ୍‌ରେ ବିଜୟୀ ହୋଇଥିଲା। ମ୍ୟାଚ୍‌ରେ ଦୁଇ ଖେଳାଳି ପୃଥ୍ବୀ ଶ’ ଏବଂ ବରୁଣ ଚକ୍ରବର୍ତ୍ତୀ ଭାରତ...

ପୂଜା ରାଣୀ, ଦୀପିକା କୁମାରୀ ପଦକ ଆଶା ବଢାଇଲେ

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ଆଜି ଷଷ୍ଠ ଦିନ। ବୁଧବାର ବକ୍ସର ପୂଜା ରାଣୀ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଅନ୍ତିମ ୧୬ ମୁକାବିଲାରେ ସେ ଆଲଜେରିଆର ଇକରାକ ଚ୍ୟାକ୍‌ ୫-୦ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପଦକ...

ବିରାଟ-ରୋହିତଙ୍କ ପରେ କେବଳ ଏହି କ୍ରିକେଟର ହେଉଛନ୍ତି ‘କମ୍ପ୍ଲିଟ୍‌ ବ୍ୟାଟ୍ସମ୍ୟାନ୍‌’: ହରଭଜନ

ନୂଆଦିଲ୍ଲୀ,୨୮।୭: ଶ୍ରୀଲଙ୍କା ଗସ୍ତରେ ଅନେକ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହିପରି ଖେଳାଳି ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ନିଜର ଏକଦିବସୀୟ ସିରିଜରେ ସୂର୍ଯ୍ୟକୁମାର ୩ ମ୍ୟାଚ୍‌ ଖେଳି ୧୨୪ ରନ୍‌ ସ୍କୋର କରିଥିଲେ। ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦ...

ଭାରତୀୟ ଦଳକୁ ଚେତାବନୀ ଦେଲେ ଏହି ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୮।୭: ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ କାର୍ଯ୍ୟ ଏବଂ ଫର୍ମ ବିଷୟରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଅନେକ ପୂର୍ବତନ ଭେଟେରାନ ଖେଳାଳିମାନେ ବିଶ୍ୱାସ କରନ୍ତି ଯେ ବୁମ୍‌ରା ଯେଉଁ ପ୍ରକାରର ବୋଲିଂ କରନ୍ତି, ତାଙ୍କୁ ଆହତ କରିବାର...

ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ

ନୂଆଦିଲ୍ଲୀ,୨୮।୭: ଭାରତର ପୂର୍ବତନ ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ନନ୍ଦୁ ନାଟେକର ଭାରତର ପ୍ରଥମ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ, ଅନ୍ତର୍ଜତୀୟ ସ୍ତରରେ ପଦକ ହାସଲ କjରିଥିଲେ। ୧୯୫୬ରେ ସେ...

ଭାରତୀୟ ଦଳ ପାଇଁ ଆସିଲା ଖୁସି ଖବର

କଲମ୍ବୋ,୨୮।୭: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦଳର ୮ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ସୂଚନାଯୋଗ୍ୟ,...

ମଦ ନିଶାରେ ଶତକ ମାରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ୱେଷ୍ଟଇଣ୍ଡିଜର ଅନ୍ୟତମ ଖେଳାଳି ସାର୍‌ ଗ୍ୟାରି ସୋବର୍ସଙ୍କ ଆଜି ୮୫ ବର୍ଷରେ ପଦାର୍ପଣ କରିଛନ୍ତି। ବାରବାଡୋସରେ ଜୁଲାଇ ୨୮, ୧୯୩୬ରେ ଜନ୍ମ ହୋଇଥିବା ଗ୍ୟାରି ସୋବର୍ସଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଜବରଦସ୍ତ ଥିଲା। ସେ ବ୍ୟାଟିଂ ହେଉ, ବୋଲିଂ ହେଉ କିମ୍ବା...

ଲଗାତର ଦ୍ୱିତୀୟ ମ୍ୟାଚ୍‌ ଜିତିଲେ ସିନ୍ଧୁ: ପଦକ ଆଶା ବଢିଲା

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ତୃତୀୟ ରାଉଣ୍ଡରେ ପହଞ୍ଚିବା ପାଇଁ ହଂକଂର ଚିଆଙ୍ଗ ନାଗାନ ୟିଙ୍କୁ ୨-୦ରେ ପରାସ୍ତ କରି ଲଗାତର ଦ୍ୱିତୀୟ ବିଜୟ ହାସଲ କରିଥିଲେ। ବ୍ୟାଡମିଣ୍ଟନ ଇଭେଣ୍ଟରେ ପଦକ ଜିତିବାର ଭାରତର ଆଶା ଅକ୍ଷୁର୍ଣ୍ଣ...

ଅଲିମ୍ପିକ୍ସ ଆରମ୍ଭ ହେବା ପରେ ଶୀର୍ଷରେ ସଂକ୍ରମଣ

ଟୋକିଓ,୨୮।୭(ପି.ଟି.): ଅଲିମ୍ପିକ୍ସ ଆରମ୍ଭ ହେବାର ୫ ଦିନରେ ଟୋକିଓରେ କରୋନା ଭାଇରସଜନିତ ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ଫଳରେ ଆୟୋଜକମାନଙ୍କ ଚିନ୍ତା ବଢିଛି। ୨୭ ତାରିଖ ମଙ୍ଗଳବାର ଟୋକିଓରେ କୋଭିଡ୍‌-୧୯ କେସ ୨,୮୪୮ରେ ପହଞ୍ଚିଛି। ପୂର୍ବ ରେକର୍ଡ (୨,୫୨୦)କୁ ଏହା ପଛରେ...

ଯୌନ, ଭାବନାତ୍ମକ ଶୋଷଣ ଅଭିଯୋଗରେ ସାଲାଜାର ଆଜୀବନ ବାସନ୍ଦ

ଟୋକିଓ,୨୮।୭(ଏପି): ଟ୍ରାକ୍‌ କୋଚ୍‌ ଆଲବେର୍ଟୋ ସାଲାଜାର ଯୌନ ଓ ଭାବନାତ୍ମକ ଶୋଷଣ ଅଭିଯୋଗରେ ଆଜୀବନ ବାସନ୍ଦ ହୋଇଛନ୍ତି। ୟୁଏସ୍‌ ସେଣ୍ଟର ଫର୍‌ ସେଫ୍‌ସ୍ପୋର୍ଟ ଦ୍ୱାରା ସେ ସ୍ଥାୟୀ ଭାବେ ବାସନ୍ଦ ହୋଇଛନ୍ତି। ଏହି ବାସନ୍ଦାଦେଶ ବିରୋଧରେ ସାଲାଜାର ୧୦ ଦିନ...

ଦୁଇଥର ପଜିଟିଭ୍‌ ସ୍ବର୍ଣ୍ଣ ଜିତିଲେ

ଟୋକିଓ, ୨୮ା୭ (ଏପି)- ବ୍ରିଟେନର ଟମ୍‌ ଡିନ୍‌ ଥରେ ନୁହେଁ ଦୁଇଥର କରୋନା ସଂକ୍ରମିତ ହୋଇ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ସମର୍ଥ ହୋଇଛନ୍ତି। ମଙ୍ଗଳବାର ସେ ପୁରୁଷ ୨୦୦ ମିଟର ଫ୍ରିଷ୍ଟାଇଲ ସନ୍ତରଣରେ ସ୍ବର୍ଣ୍ଣ ଜିତିଛନ୍ତି। ଡିନ୍‌...

ଜାତୀୟ ସଙ୍ଗୀତ ବିନା ପୋଡିୟମ ଫିନିଶ୍‌: ରୁଷୀୟ ସନ୍ତରଣକାରୀଙ୍କ ଅସନ୍ତୋଷ

ଟୋକିଓ,୨୮।୭(ପି.ଟି.): ପୋଡିୟମରେ ଜାତୀୟ ସଙ୍ଗୀତ ଗାନ ହେଉ ନ ଥିବାରୁ ଅଲିମ୍ପିକ ପଦକ ବିଜେତା ଆଥ୍‌ଲେଟ ତଥା ସନ୍ତରଣକାରୀମାନେ ନିରାଶ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରୁଷ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri