Posted inଖେଳ

ଲଗାତର ଦ୍ୱିତୀୟ ମ୍ୟାଚ୍‌ ଜିତିଲେ ସିନ୍ଧୁ: ପଦକ ଆଶା ବଢିଲା

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ତୃତୀୟ ରାଉଣ୍ଡରେ ପହଞ୍ଚିବା ପାଇଁ ହଂକଂର ଚିଆଙ୍ଗ ନାଗାନ ୟିଙ୍କୁ ୨-୦ରେ ପରାସ୍ତ କରି ଲଗାତର ଦ୍ୱିତୀୟ ବିଜୟ ହାସଲ କରିଥିଲେ। ବ୍ୟାଡମିଣ୍ଟନ ଇଭେଣ୍ଟରେ ପଦକ ଜିତିବାର ଭାରତର ଆଶା ଅକ୍ଷୁର୍ଣ୍ଣ ରହିଛି। ସିନ୍ଧୁ ଡେନମାର୍କର ୱାଲର୍‌ଡ ନମ୍ବର ୧୨ ମିୟା ବ୍ଲିଫେଲ୍ଟଙ୍କୁ ପ୍ରି-କ୍ୱାର୍ଟରରେ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିଫାଇନାଲରେ ଭାରତ

ସିଲହଟ,୧୦।୧୦: ମହିଳା ଏସିଆ କପ୍‌ର ଏକ ମ୍ୟାଚ୍‌ରେ ଭାରତ ଥାଇଲାଣ୍ଡକୁ ନଅ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଥାଇଲାଣ୍ଡ ଦଳ ଭାରତ ସମ୍ମୁଖରେ...

ଅଷ୍ଟ୍ରେଲିଆକୁ ପଞ୍ଚମ ଟାଇଟଲ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଏକାଦଶ ସଂସ୍କରଣ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିଲା। ଦ୍ୱିତୀୟ ଆୟୋଜକ ଦେଶ ଭାବରେ ଅଷ୍ଟ୍ରେଲିଆ ଚାମ୍ପିୟନ ଆଖ୍ୟା ଅର୍ଜନ କରିବା...

ଏସଆରଏଚ ବନାମ ଆରଆର: ଭୁବନେଶ୍ୱର କୁମାର ସଞ୍ଜୁ ସାମସନ ମୁକାବିଲା…

ହାଇଦ୍ରାବାଦ,୨।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ଚତୁର୍ଥ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟିଡିୟମରେ...

ରିୟଲ ମାଡ୍ରିଡ୍‌ ଫରଓ୍ବାର୍ଡ ମାରିଆନୋ ପଜିଟିଭ୍‌

ମାଡ୍ରିଡ୍‌, ୨୯ା୭ (ଏପି)-କରୋନା ଭାଇରସ୍‌ ପାଇଁ ହୋଇଥିବା ଟେଷ୍ଟରେ ରିୟଲ ମାଡ୍ରିଡ୍‌ ଫରଓ୍ବାର୍ଡ ମାରିଆନୋଙ୍କ ଫଳାଫଳ ପଜିଟିଭ୍‌ ଆସିଛି। ଅଗଷ୍ଟ ୭ରେ ମାଞ୍ଚେଷ୍ଟର ସିଟି ବିପକ୍ଷ...

ଟିମ୍‌ ଇଣ୍ଡିଆ ଖେଳାଳି କେହି କାହାକୁ ଭେଟି ପାରିବେ ନାହିଁ

ସାଉଥାମ୍ପଟନ,୪।୬ : ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ସାଉଥାମ୍ପଟନର ଏଜେସ ବାଉଲଠାରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଖେଳାଳିମାନଙ୍କୁ ଏବେ ହାର୍ଡ...

ରାନ୍‌କୀ ରେଡ୍ଡୀ-ପୋନ୍ନାପାଙ୍କ ବୃହତ୍‌ ବିଜୟ

ବ୍ୟାଙ୍କକ୍‌,୩୧।୭(ପିଟି)- ଭାରତୀୟ ମିକ୍ସଡ୍‌ ଡବଲ୍ସ ଖେଳାଳି ସାତ୍ୱିକ ସାଇରାଜ ରାନ୍‌କୀ ରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି କ୍ୟାରିୟରର ଅନ୍ୟତମ ବୃହତ୍‌ ବିଜୟ ହାସଲ କରିଛନ୍ତି।...

ବୋଲରଙ୍କୁ ଥକେଇ ଦେଲେ ପୂଜାରା, କୋହଲି

ଲିଡ୍ସ,୨୭।୮: ସ୍ଥାନୀୟ ଲିଡ୍ସ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଟେଷ୍ଟକୁ ୩ୟ ଦିନରେ ଜିତି ନେବାକୁ ଆଶା ରଖିଥିଲା ଇଂଲଣ୍ଡ। କିନ୍ତୁ ଘରୋଇ ବୋଲରଙ୍କୁ ଥକେଇ ଦେଇଛନ୍ତି...

ପନ୍ତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀ! ୟୁଜର୍ସ କହିଲେ ଝିଅ ପାଗଳ ହୋଇଯାଇଛି

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଡିସେମ୍ବର ୩୦ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ନିକଟରେ ତାଙ୍କୁ ଡେରାଡୁନରୁ...

Advertisement
Archives

Model This Week