ଶ୍ରୀଲଙ୍କା ବିପକ୍ଷରେ ଏକ ଲଜ୍ଜାଜନକ ରେକର୍ଡ କଲା ଭାରତ
କଲମ୍ବୋ,୩୦।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଭାରତୀୟ ଦଳ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ୮ ଉଇକେଟ ହରାଇ ମାତ୍ର ୮୧ ସ୍କୋରରେ ସୀମିତ ରଖିଥିଲା। ଶ୍ରୀଲଙ୍କା ବିପକ୍ଷ...
ଡ୍ରେସେଲଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ
ଟୋକିଓ, ୩୦।୭- ଆମେରିକାର କାଏଲେବ ଡ୍ରେସେଲ ଅଲିମ୍ପିକ୍ ରେକର୍ଡ ଭାଙ୍ଗିବା ସହ ପୁରୁଷ ୧୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୪୭.୦୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ସଂଘର୍ଷପୂର୍ଣ୍ଣ...
ଇତିହାସ ରଚିଲେ ଦୀପିକା କୁମାରୀ
କଲମ୍ବୋ,୩୦।୭: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ। ଶୁକ୍ରବାର ସକାଳୁ ମହିଳା ସିଙ୍ଗଲ୍ସ ତୀରନ୍ଦାଜୀରେ ବିଶ୍ୱର ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୁଷର ପୂର୍ବତନ ବିଶ୍ୱ ଚାମ୍ପିଅନ କେସେନିଆ ପେରୋଭାଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...
ଛୋଟ ଦେଶର ବଡ଼ ଆଥଲେଟ୍
ଟୋକିଓ, ୩୦।୭- ଟୋକିଓ ଅଲିମ୍ପିକ୍ସରେ ଜନ ସଂଖ୍ୟାରେ ବହୁତ ଛୋଟ ଦେଶର ଆଥଲେଟ୍ମାନେ ମଧ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଏପରି ଜଣେ ଆଥଲେଟ୍ ହେଲେ ଆଲେସାଣ୍ଡ୍ରା ପେରିଲି। ପେରିଲି ହେଉଛନ୍ତି ୩୪,୦୦୦ ଲୋକସଂଖ୍ୟା ବିଶିଷ୍ଟ ସାନ୍ ମାରିନୋ...
ତୀରନ୍ଦାଜୀ: ଅଲିମ୍ପିକ ଚାମ୍ପିୟନଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ଅତନୁ
ଟୋକିଓ,୩୦।୭(ପି.ଟି.): ଭାରତୀୟ ପୁରୁଷ ତୀରନ୍ଦାଜ ଅତନୁ ଦାସ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଦୁଇଥର ଅଲିମ୍ପିକ୍ ଚାମ୍ପିୟନ କୋରିଆର ଓହ ଜିନ ହ୍ବେକଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ପୂର୍ବରୁ ତାଙ୍କ ସ୍ତ୍ରୀ ଦୀପିକା କୁମାରୀ...
ଅଲିମ୍ପିକ୍ସ ବକ୍ସିଂ: କ୍ୱାର୍ଟରରେ ପଦାର୍ପଣକାରୀ ସତୀଶ
ଟୋକିଓ,୩୦।୭(ପି.ଟି.): ଅଲିମ୍ପିକ୍ସରେ ଭାରତର ପ୍ରଥମ ସୁପର ହେଭିଓ୍ବେଟ (+୯୧ କେ.ଜି.) ବକ୍ସର ଭାବେ ଅଂଶଗ୍ରହଣ କରିଥିବା ସତୀଶ କୁମାର ପଦାର୍ପଣରେ ହିଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କାରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ଗୁରୁବାର ସେ ଜାମାଇକାର...
ଅଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ: କ୍ୱାର୍ଟର ଫାଇନାଲରେ ସିନ୍ଧୁ
ଟୋକିଓ,୩୦।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ୫ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ...
ଅଲିମ୍ପିକ୍ସ ହକି: କ୍ୱାର୍ଟରରେ ଭାରତୀୟ ପୁରୁଷ ଦଳ
ଟୋକିଓ, ୩୦।୭: ଟୋକିଓ ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ ପୁଲ୍- ଏ ମ୍ୟାଚ୍ରେ ଭାରତ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ପରାସ୍ତ କରି ଏହି ସଫଳତା ପାଇଛି।...
ଫଶିଗଲେ ବିରାଟ କୋହଲି
ଲଣ୍ଡନ,୨୯।୭: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ମଝିରେ ମଝିରେ ସେ ବିବାଦରେ ପଡ଼ି ଯାଉଛନ୍ତି। ଏହି ବିବାଦର କାରଣ ହେଉଛି ସୋସିଆଲ ମିଡିଆରେ...
ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ
ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ ଫଟୋ ପୋଷ୍ଟ କରୁଥିଲେ। କିନ୍ତୁ ଏବେ ଉଭୟ ପରସ୍ପର ସହ ପୋଜ୍ ଦେଇ...
ସିରିଜ୍ ଜିତିଲା ଶ୍ରୀଲଙ୍କା
କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍କୁ ୭ ଉଇକେଟରେ ଜିତି ନେଇଛି ଶ୍ରୀଲଙ୍କା। ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲା ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍। ୨୦ ଓଭରରେ ୮୧ ରନ୍ରେ ଅଟକି ଯାଇଥିଲା ଟିମ୍ ଇଣ୍ଡିଆ।...
୮୧ରେ ଅଟକିଲା ଟିମ୍ ଇଣ୍ଡିଆ
କଲମ୍ବୋ,୨୯।୭: ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଛି ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍। ୨୦ ଓଭରରେ ୮୧ ରନ୍ରେ ଅଟକିଛି ଟିମ୍ ଇଣ୍ଡିଆ। ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର...
Archives


