କୁମିନ୍ସ ଛଡ଼ାଇ ନେଲେ ମ୍ୟାଚ୍‌

ପୁଣେ,୬।୪: ପାଟ କୁମିନ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ରନ୍‌ର ପାଳି ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ୫ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ୧୬୨ ରନ୍‌ର ଟାର୍ଗେଟ୍‌ ଛିଡ଼ା କରିବା ପରେ ଆରମ୍ଭରୁ ଭଲ ବୋଲିଂ ଯୋଗୁ କେକେଆର ଅଧା ଦଳକୁ ପ୍ୟାଭିଲିଅନ ପଠାଇ ଦେଇଥିଲା। କିନ୍ତୁ କୁମିନ୍ସ ସବୁ କିଛି ବଦଳି ରଖି ଦେଇଥିଲେ। ମାତ୍ର ୧୫ ବଲରେ ସେ ଖେଳିଥିଲେ ୫୬ ରନ୍‌ର ଇନିଂସ। ତାଙ୍କ ପାଳିରେ ୪ ଚୌକା ଓ ୬ ଛକା ସାମିଲ ଥିଲା। ସେ ୧୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହାକି ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ।

କୁମିନ୍ସଙ୍କ ଅପରାଜିତ ୫୬ ଏବଂ ଭେଙ୍କଟେଶ ଆୟାର (୫୦ ରନ୍‌, ୬ ଚୌକା ଓ ୧ ଛକା)ଙ୍କ ଯୋଗୁ କୋଲକାତା ୧୬ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ବିଜୟ ସହ ଶ୍ରେୟାସ ଆୟାରଙ୍କ ଦଳ ୬ ପଏଣ୍ଟ ସହ ଟେବୁଲ ଶୀର୍ଷକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ମୁମ୍ବାଇ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ସୂର୍ଯ୍ୟ କୁମାର ଯାଦବଙ୍କ (୫୨)ଙ୍କ ବଳରେ ୪ ଉଇକେଟ ହରାଇ ୧୬୧ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌ର ବୃହତ୍‌ ବିଜୟ

କୋଚି,୨।୨(ପି.ଟି.)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଚେନ୍ନାଇନ ଏଫ୍‌ସି ଘରୋଇ କେରଳ...

ମାଲିଙ୍ଗାଙ୍କ ନାମରେ ଥିବା ଏହି ବଡ଼ ରେକର୍ଡକୁ ଭାଙ୍ଗିବା ଲାଗି ଚାଓ୍ବଲାଙ୍କ ନିକଟରେ ସୁଯୋଗ

ଆବୁଧାବି, ୭।୧୦: ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ହାସଲ କରିବାର ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍‌ ମାଲିଙ୍ଗାଙ୍କ ନାମରେ ଲିପିବଦ୍ଧ ରହିଛି। ମାଲିଙ୍ଗା ଆଇପିଏଲ୍‌ରେ...

ଲିଅନ ଫୁଟ୍‌ବଲ ଟିମ୍‌ର ସମସ୍ତ ଖେଳାଳି ନେଗେଟିଭ୍‌

ଓ୍ବାଶିଂଟନ, ୧୦ା୫ (ଏପି): ଫ୍ରେଞ୍ଚ୍‌ ଫୁଟ୍‌ବଲ କ୍ଲବର ଲିଅନ୍‌ର ଉଭୟ ମହିଳା ଓ ପୁରୁଷ ଖେଳାଳିଙ୍କର କରୋନାଭାଇରସ୍‌ ଟେଷ୍ଟ ହୋଇଥିଲା। ସମସ୍ତଙ୍କ ଫଳାଫଳ ନେଗେଟିଭ୍‌ ଆସିଥିବା...

ସୁନାରେ ବିଶ୍ୱକପ୍‌ ଟ୍ରଫି ନିର୍ମାଣ କଲେ ଜଣେ ଭାରତୀୟ ଫ୍ୟାନ: ୟୁଜର୍ସ କହିଲେ, ପାକିସ୍ତାନ ପଠେଇଦିଅ

ବେଙ୍ଗାଲୁରୁ, ୪।୭: ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି। ବିଶ୍ୱକପରେ ଭାରତୀୟ...

କ୍ରିକେଟ୍‌ ପଡିଆରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଖେଳାଳି

ଲଣ୍ଡନ,୨୦।୯:ଇଂଲଣ୍ଡରେ ଚାଲିଥିବା କାଉଣ୍ଟିଂ ଚାମ୍ପିୟନ୍‌ସିପ୍‌ରେ କେଣ୍ଟ୍‌ ଦଳର ଖେଳାଳି ଡ୍ୟାରେନ୍‌ ଷ୍ଟିଭେନ୍ସ ଇତିହାସ ରଚିଛନ୍ତି। ସେ କ୍ରିକେଟର ୧୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୟର୍କସାୟାର ବିପକ୍ଷ...

ବାଦ୍‌ ପଡ଼ିଲେ ଚହର, ଏହି ବୋଲରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୮।୧୦: ଭାରତୀୟ ଦ୍ରୁତ ବୋଲର୍‌ ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ବାକି ଦୁଇ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଇନ୍ଦୋରରେ...

ପ୍ରଥମ ଦିବସରେ ଓଡ଼ିଶା ୨୧୩ରେ ସୀମିତ

ଡେରାଡୁନ୍‌,୨୧ା୧୨: ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଉତ୍ତରାଖଣ୍ଡ ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ ଖେଳିଛି। ପ୍ରଥମ ଦିନରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧୩...

ଖେଳାଳିଙ୍କୁ ବିସିସିଆଇର ଚେତାବନୀ: ରିପୋର୍ଟ ନେଗେଟିଭ୍‌ ନ ଆସିଲେ ଇଂଲଣ୍ଡ ଗସ୍ତରୁ ବାଦ୍‌

ନୂଆଦିଲ୍ଲୀ, ୧୨।୫- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି। ନିକଟରେ...

Advertisement
Archives

Model This Week