ଟସ୍‌ ଜିତିଲା ହାଇଦ୍ରାବାଦ୍‌

ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ତମ ମ୍ୟାଚ ଖେଳାଯାଉଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଉଛି। ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଟସ ଜିତି ପଞ୍ଜାବ କିଙ୍ଗ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି। ଆଘାତ ହେତୁ ମୟଙ୍କ ଅଗ୍ରୱାଲ ଆଜି ଖେଳୁନାହାନ୍ତି। ତାଙ୍କ ସ୍ଥାନରେ ଶିଖର ଧାୱନ ପଞ୍ଜାବର ଅଧିନାୟକ ଅଛନ୍ତି। ହାଇଦ୍ରାବାଦ ପଞ୍ଜାବ ବିପକ୍ଷରେ ୧୮ଟି ମ୍ୟାଚ ଜିତିଥିବାବେଳେ ପଞ୍ଜାବ ସନରାଇଜର୍ସ ବିପକ୍ଷରେ ୬ଟି ମ୍ୟାଚ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଟାସଙ୍କୁ ପୋଲ୍‌ ପୋଜିଶନ

ସିଲଭରଷ୍ଟୋନ୍‌, ୯ା୮ (ଏପି)-ଫର୍ମୁଲା ଓ୍ବାନ୍‌ର ୭୦ତମ ବାର୍ଷିକୀ ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ ଟିମ୍‌ମେଟ୍‌ ଲିଓ୍ବିସ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଏଠାରେ ପୋଲ...

ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫-୦ରେ ସିରିଜ ଜିତିଲା ଏହି ଦଳ

ମାଞ୍ଚେଷ୍ଟର, ୧।୧୦: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଟି୨୦ ମ୍ୟାଚ୍‌କୁ ଇଂଲଣ୍ଡ ୩ ଉଇକେଟ୍‌ରେ ବିଜୟୀ...

ଆଇଏସ୍‌ଏଲ୍‌: ହାରିଲା ବେଙ୍ଗାଲୁରୁ

ଫତୋର୍ଦା, ୨୧।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରଥମଥର ପାଇଁ ପରାଜୟ ସ୍ବାଦ ଚାଖିଛି ବେଙ୍ଗାଲୁରୁ ଏଫ୍‌ସି। ସୋମବାର ଅନୁଷ୍ଠିତ ମ୍ୟାଚରେ ଦଳ ୦-୧ ଗୋଲରେ...

ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତିଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୬।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ହରାଇଛି ଭାରତ। ରବିବାର ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି...

୨୧ ତମ ମ୍ୟାଚରେ ଏଲଏସଜି-ପିବିକେଏସ ମୁହାଁମୁହିଁ…

ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ...

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର...

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ; ବାଲାଂଦେଶକୁ ହରାଇ ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୭।୧୨: କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର। ବାଲାଂଦେଶକୁ ପରାସ୍ତ କରି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ଟ୍ରଫି ହାସଲ କରିଛି ଟିମ୍‌ ଇଣ୍ଡିଆ। ବାଙ୍ଗାଲୋରର ଏମ୍‌....

ରାଣୀଙ୍କ ସମେତ ମହିଳା ହକି ଦଳର ୭ଙ୍କୁ କରୋନା

ନୂଆଦିଲ୍ଲୀ, ୨୭।୪(ପି.ଟି.)-ଭାରତୀୟ ମହିଳା ହକି ଅଧିନାୟିକା ରାଣୀ ରାମପାଲଙ୍କ ସମେତ ଦଳର ୭ ସଦସ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌...

Advertisement
Archives

Model This Week