୩୬୧ ମିନିଟ୍,୨୨୧ ବଲ୍…କିଛି ଏଭଳି ଖେଳି ପାକିସ୍ତାନ ବୋଲର୍ଙ୍କ ଝାଳ ବୁହାଇଦେଲେ ଏହି ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୧୪।୮: କ୍ରିକେଟ ଦୁନିଆରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଯୋଗ୍ୟତା ଥାଇ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିନାହାନ୍ତି। ବର୍ତ୍ତମାନର ଓ୍ବେଷ୍ଟଇଣ୍ଡିଜ୍ ଟେଷ୍ଟ ଅଧିନାୟକ କ୍ରେଗ ବ୍ରାଥଓ୍ବାଇଟ୍ ସେମାନଙ୍କ ମଧ୍ୟରୁ ଜଣେ। କିଙ୍ଗଷ୍ଟୋନର ସାବିନା ପାର୍କରେ ପାକିସ୍ତାନ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା...
ନିଜର ଡେବ୍ୟୁ ମ୍ୟାଚ୍ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍: ଆଜି ବି ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୧୪।୮: ଜଣେ କ୍ରିକେଟ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର ସୁଯୋଗ ମିଳିବାର ସମ୍ଭାବନା ଥାଏ। କ୍ରିକେଟ ମଇଦାନରେ ଅନେକ ଖେଳାଳି ନିଜର ଡେବ୍ୟୁ...
ବିଦେଶରେ ପନ୍ତଙ୍କ ୧୦୦୦ ଟେଷ୍ଟ ରନ
ଲଡର୍ସ,୧୪।୮: ଭଲ ଆରମ୍ଭ ପାଇଲା ପରେ ମଧ୍ୟ ବିଫଳ ହୋଇଛନ୍ତି ଭାରତୀୟ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। ୫୮ ବଲରେ ୫ ଚୌକା ସହାୟତାରେ ପନ୍ତ ଖେଳିଥିଲେ ୩୭ ରନ୍ର ଇନିଂସ। ଏହି ଅବସରରେ ପନ୍ତ ବିଦେଶରେ ୧୦୦୦...
ଦିନକରେ ପଡ଼ିଲା ୧୦ ଉଇକେଟ୍
ଲଡର୍ସ, ୧୩।୮- ଲଡର୍ସ ଟେଷ୍ଟ ପ୍ରଥମ ଦିନରେ ମାତ୍ର ୩ ଉଇକେଟ ପଡ଼ିଥିବାବେଳେ ଦ୍ୱିତୀୟ ଦିନ ପଡ଼ିଛି ୧୦ ଉଇକେଟ। ପୂରା ଦିନରେ ବୋଲରମାନେ ରାଜୁତି କରିଥିଲେ। ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୨୭୬/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍...
ଟି୨୦ ବିଶ୍ୱକପ୍ ଦଳରେ ରହିପାରିବେ ୧୫ ଖେଳାଳି
କରାଚୀ, ୧୩।୮- ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳରେ ୧୫ ଖେଳାଳି ସ୍ଥାନ ପାଇବେ। କୋଚ୍ ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ମୋଟ ୮ ଅଫିସିଆଲ ଦଳ ସହ ଆସିବେ। ଏ ନେଇ ଅନ୍ତର୍ଜାତୀୟ...
କ୍ରିକେଟ ଛାଡ଼ିଲେ କୋହଲିଙ୍କ ଜୁନିୟର
ମୁମ୍ବାଇ,୧୩।୮: ବିରାଟ କୋହଲିଙ୍କ ପରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ହାତେଇଥିଲା ୧୯ ବର୍ଷରୁ କମ୍ ବିଶ୍ୱକପ୍। ଆଶା କରାଯାଉଥିଲା କୋହଲିଙ୍କ ଭଳି କ୍ରିକେଟ ପଡ଼ିଆରେ ରାଜୁତି କରିବେ ଦିଲ୍ଲୀରେ ଜନ୍ମିତ ଏହି ବ୍ୟାଟ୍ସମ୍ୟାନ। କିନ୍ତୁ ଘରୋଇ କ୍ରିକେଟରେ...
ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍ ପରାଜୟ ପଛରେ ବିସିସିଆଇ ମେଡିକାଲ ଅଫିସର
ନୂଆଦିଲ୍ଲୀ,୧୩।୮: ଗତ ମାସରେ ଟି୨୦ ସିରିଜ୍ରେ ଶ୍ରୀଲଙ୍କା ଠାରୁ ୧-୨ରେ ପରାସ୍ତ ହୋଇଥିଲା ଭାରତୀୟ ଦଳ। ଏହାର କାରଣ ଅନ୍ତିମ ଦୁଇ ମ୍ୟାଚ୍ ଲାଗି ଟିମ୍ ଇଣ୍ଡିଆ ପାଖରେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କ ଘୋର ଅଭାବ ଥିଲା। ଭାରତୀୟ ଦଳର କ୍ୟାମ୍ପରେ...
୩୬୪ ରନ୍ରେ ଅଟକିଲା ଟିମ୍ ଇଣ୍ଡିଆ
ଲଡର୍ସ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୬୪ ରନ୍ରେ ଅଲଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ। ପୂର୍ବ ଦିନର ସ୍କୋର (୨୭୬/୩)ରୁ ବ୍ୟାଟିଂ କରିଥିବା ଭାରତୀୟ ଦଳ ବଳକା ୭ ଉଇକେଟ ମାତ୍ର ୮୮ ରନ୍ ଯୋଡ଼ିବାକୁ ସକ୍ଷମ...
କୋହଲିଙ୍କୁ ଆଉଟ୍ କରିବାକୁ କରାଯାଇଥିଲା ଏପରି ଯୋଜନା; ସଫଳ ହେଇଥିଲା ଇଂଲଣ୍ଡର ରଣନୀତି
ଲଣ୍ଡନ,୧୩।୮: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ପେସର ଓଲି ରବିନ୍ସନ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ ନେଇଥିଲେ। ତେବେ ସେ କୋହଲିଙ୍କ ଉଇକେଟକୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଉଇକେଟ ବୋଲି କହିଛନ୍ତି।...
ଆଗୁଆ ୟୁଏଇ ଗଲା ସିଏସ୍କେ
ଚେନ୍ନାଇ,୧୩।୮: ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ)ରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୧୪ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ। ଏହାର ମାସେ ପୂର୍ବରୁ ୟୁଏଇ ଗସ୍ତ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍କେ। ଏ ନେଇ ଚେନ୍ନାଇ...
ଲର୍ଡ୍ସରୁ ଫେରି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଗାଙ୍ଗୁଲି; ଜୀବନର ଚାରୋଟି ସୋପାନର ଫଟୋ ମିଶାଇ….
ଲଣ୍ଡନ,୧୩।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ବୋର୍ଡ ସଚିବ ଜୟ ଶାହା, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ବ୍ରିଟେନର ଅର୍ଥମନ୍ତୀ ରୁଷି ସୁନାକ ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ...
ସକାଳୁ ସକାଳୁ ପଡ଼ିଲା ରାହୁଲଙ୍କ ଉଇକେଟ; ସ୍ଥିତି ସମ୍ଭାଳିଛନ୍ତି ଜାଡେଜା
ଲଡର୍ସ,୧୩।୮: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନରେ ଇଂଲଣ୍ଡ ମ୍ୟାଚ୍କୁ ଫେରିବା ଆରମ୍ଭ କରିଛି। ପୂର୍ବ ଦିନର ସ୍କୋର (୨୭୬/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆକୁ ପ୍ରଥମ ଓଭରରେ ଲେକେଶ ରାହୁଲ...
Archives


