Posted inଖେଳ

ଟି୨୦ ବିଶ୍ୱକପ୍‌ ଦଳରେ ରହିପାରିବେ ୧୫ ଖେଳାଳି

କରାଚୀ, ୧୩।୮- ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳରେ ୧୫ ଖେଳାଳି ସ୍ଥାନ ପାଇବେ। କୋଚ୍‌ ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ମୋଟ ୮ ଅଫିସିଆଲ ଦଳ ସହ ଆସିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ଶୁକ୍ରବାର କୁହାଯାଇଛି। ଅଂଶଗ୍ରହଣକାରୀ ଦେଶଗୁଡ଼ିକ ଚୂଡ଼ାନ୍ତ ୧୫ ଖେଳାଳି ଏବଂ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ନାମ ସେପ୍ଟେମ୍ବର ୧୦ ସୁଦ୍ଧା ଦାଖଲ କରିବାକୁ ପଡ଼ିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡର ଜଣେ କର୍ମକର୍ତ୍ତା ଶୁକ୍ରବାର କହିଛନ୍ତି।

କୋଭିଡ୍‌-୧୯ ପରିସ୍ଥିତି ଏବଂ ଜୈବ ସୁରକ୍ଷିତ ପରିବେଶକୁ ଦୃଷ୍ଟିରେ ରଖି ଆଇସିସି ଅଂଶଗ୍ରହଣକାରୀ ଦେଶଗୁଡ଼ିକ ସେମାନଙ୍କ ଦଳରେ ଅଧିକ ଖେଳାଳିଙ୍କୁ ସାମିଲ କରି ପାରିବେ। ମାତ୍ର ଅତିରିକ୍ତ ଖେଳାଳିଙ୍କ ଖର୍ଚ୍ଚ ସମ୍ପୃକ୍ତ ବୋର୍ଡ ବହନ କରିବ ବୋଲି ଉକ୍ତ କର୍ମକର୍ତ୍ତା ଜଣକ କହିଛନ୍ତି। ଆଇସିସି କେବଳ ୧୫ ଖେଳାଳି ଓ ୮ ଅଫିସିଆଲଙ୍କ ଖର୍ଚ୍ଚ ବହନ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା କପିଲ-କୋହଲୀ-ତେନ୍ଦୁଲକରଙ୍କ ବଙ୍ଗଳା

ନୂଆଦିଲ୍ଲୀ,୭।୭: ଦୀର୍ଘ ଏକ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର...

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ: ବିସିସିଆଇ ଫଟୋରୁ ବିରାଟ କୋହଲି ଉଭାନ୍‌

ନୂଆଦିଲ୍ଲୀ,୧୬।୧୨: ବିରାଟ କୋହଲିଙ୍କ ବିସ୍ଫୋରକ ଖବରଦାତା ସମ୍ମିଳନୀ ପରେ ଭାରତୀୟ ଦଳ ଗୁରୁବାର ସକାଳୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ...

ଆଇପିଏଲ୍‌ରେ ବିଫଳ ହେଲେ ଧୋନୀଙ୍କ ଲାଗି ବନ୍ଦ ହୋଇଯିବ ପ୍ରତ୍ୟାବର୍ତ୍ତନର ଦ୍ୱାର

ନୂଆଦିଲ୍ଲୀ, ୨୪।୭: ହାଇପ୍ରୋଫାଇଲ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବା ନେଇ ସ୍ପଷ୍ଟ ହୋଇଯାଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ...

ବିରାଟ କୋହଲି ପିନ୍ଧୁଥିବା ଘଣ୍ଟାର ଦାମ୍‌ କେତେ ଜାଣିଛନ୍ତି କି?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। କେବଳ କ୍ରିକେଟ୍‌ରେ, କୋହଲି ଅଭିନୟରେ...

ଓ୍ବାର୍ନରଙ୍କ ପରେ ଦ୍ୱିତୀୟ ବିଦେଶୀ ଖେଳାଳି ଭାବେ ଏହି କ୍ଲବରେ ସାମିଲ ହେବେ ଗେଲ୍‌

ଦୁବାଇ, ୨୦।୯: ଆଇପିଏଲ୍‌ର ୧୩ତମ ସଂସ୍କରଣର ୨ୟ ମୁକାବିଲାରେ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ରେ ପଞ୍ଜାବର...

ଟ୍ରେଭର ବେଲିସ୍‌ ଟିମ୍‌ ଆବୁଧାବି କୋଚ୍‌

ଆବୁଧାବି, ୧୮ା୧୦ (ପି.ଟି.)-ଏଠାରେ ନଭେମ୍ବର ୧୫ରୁ ଆରମ୍ଭ ହେବାକୁଥିବା ଟି୧୦ ଟୁର୍ନାମେଣ୍ଟ ଲାଗି ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଆବୁଧାବି ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇବାକୁ...

ଇଂଲଣ୍ଡ ଗସ୍ତରୁ ଓହରିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ

ଲଣ୍ଡନ,୨୧।୭(ପି.ଟି.): ପ୍ରାସ୍ତାବିତ ଇଂଲଣ୍ଡ ଗସ୍ତରୁ ଭାରତୀୟ ମହିଳା ଦଳ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ...

ଏସୀୟ ଜୁନିୟର କରାଟେରେ ଓଡ଼ିଶାର ୪ ପ୍ରତିଯୋଗୀ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ମାଲେସିଆର କୋଟା ବିନାବାଲୁଠାରେ ଶନିବାରଠାରୁ ୧୮ତମ ଏ.କେ.ଏଫ. କ୍ୟାଡେଟ ଜୁନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି।...

Advertisement


Archives

Model This Week