ଖେଳ

ଭାରତର ପାଳି ଘୋଷଣା

ଲଣ୍ଡନ,୧୬।୮: ଲଡର୍‌ସ ଟେଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୮୯ ରନ୍‌ କରି ପାଳି ଘୋଷଣା କରିଛି। ବର୍ତ୍ତମାନ ଘରୋଇ ଇଂଲଣ୍ଡ ଠାରୁ ୨୭୧ରନ୍‌ ଆଗରେ ଅଛି ଟିମ୍‌...

ଡ୍ରେସିଂ ରୁମ୍‌ରେ ଥାଇ ରିଷଭ ପନ୍ତଙ୍କୁ ଇସାରାରେ ଏମିତି କହିଲେ କୋହଲି.. ଦେଖନ୍ତୁ ଭିଡିଓ

ଲର୍ଡସ,୧୬।୮: ଭାରତ ଲର୍ଡସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ବିଜୟ ଆଶା ବଞ୍ଚାଇ ରଖିଛି। ଅଜିଙ୍କ୍ୟ ରାହାନେଙ୍କ ୬୧ ଏବଂ ଚେତେଶ୍ୱର ପୂଜାରାଙ୍କ ୪୫ ରନ୍‌ର ସାହାଯ୍ୟରେ ଭାରତ ୧୫୪ ରନର ଅଗ୍ରଣୀ ନେଇଛି। ଉଇକେଟ କିପର...

ବିସିସିଆଇର ଚିନ୍ତା ବଢିଲା

ନୂଆଦିଲ୍ଲୀ,୧୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭବନରେ ତାଲିବାନ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ତାଙ୍କ ଇସ୍ତଫା ଘୋଷଣା କରି ଦେଶ ଛାଡିଛନ୍ତି। ଆଫଗାନିସ୍ତାନ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ବହୁ...

ରାଗିକି ଏମିତି କାମ କଲେ କୋହଲି

ଲର୍ଡସ,୧୬।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ଚିନ୍ତା ବଢିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ରନ୍‌ କରିବାରେ ବିଫଳ ହୋଇଛନ୍ତି। ଲର୍ଡସ ଟେଷ୍ଟର ପ୍ରଥମ ଇନିଂରେ ସେ ୪୧ ରନ୍‌ର ପାଳି...

ବିବାହ ପୂର୍ବରୁ ୨ ସନ୍ତାନର ପିତା ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରଛନ୍ତି। ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ସାମ୍ନା କରିଥିଲେ ମଧ୍ୟ ତାଙ୍କ ପ୍ରେମିକା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। ୨୦୧୩ରେ ପ୍ରଥମ ଥର...

ଭାରତୀୟ ଦଳର ଏହି କାର୍ଯ୍ୟ ଦେଖି ହସି ହସି କାନ୍ଦି ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଏକ ସମୟ ଥିଲା ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ଡିଆରଏସ୍‌ରେ ବହୁତ ସଫଳତା ପାଇଥିଲେ। ଏପରିକି ସେତେବେଳେ ନିଷ୍ପତ୍ତି ସମୀକ୍ଷା ସିଷ୍ଟମ (ଡିଆରଏସ୍‌)କୁ ଧୋନୀ ସମୀକ୍ଷା ସିଷ୍ଟମ ଭାବରେ କେହି କେହି କହୁଥିଲେ। କିନ୍ତୁ ଏବେ ଡିଆର୍‌ଏସ୍‌ ପାଇଁ ଭାରତ...

ପନ୍ତଙ୍କ ହାତରେ ଟିମ୍‌ ଇଣ୍ଡିଆର ଭାଗ୍ୟ

ଲଣ୍ଡନ,୧୫।୮: ଲଡର୍‌ସ ଟେଷ୍ଟରେ ଏବେ ଭାରତୀୟ ଦଳ ପରାଜୟ ଏଡ଼ାଇବା ପାଇଁ ଖେଳୁଛି । ରିଷଭ ପନ୍ତଙ୍କ ଉପରେ ନିର୍ଭର କରୁଛି ସବୁ କିଛି। ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ଚତୁର୍ଥ...

ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପୂର୍ଣ୍ଣଛେଦର ଦିନ

ନୂଆଦିଲ୍ଲୀ,୧୫।୮: ବିଶ୍ୱର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଠିକ୍‌ ବର୍ଷକ ତଳେ ଅର୍ଥାତ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କେବଳ ଏକ ଭିଡିଓ ଶେୟାର କରି ଚାଲି ଯାଇଥିଲେ ଅନ୍ତର୍ଜାତୀୟ...

ସ୍ଥିତି ସମ୍ଭାଳିଛନ୍ତି ପୂଜାରା-ରାହାନେ

ଲଣ୍ଡନ,୧୫।୮: ଚଳିତ ଲଡର୍‌ସ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ସ୍ଥିତି ଏବେ ସଙ୍କଟରେ। ଦ୍ୱିତୀୟ ଇନିଂସରେ ଟିମ୍‌ ଇଣ୍ଡିଆର ଟପ ଅର୍ଡର ଫେଲ ମାରିଛି। ମାତ୍ର ୫୫ ରନ୍‌ରେ ଭାରତୀୟ ଦଳ ହରାଇ ସାରିଛି ରୋହିତ ଶର୍ମା (୨୧), ଲୋକେଶ...

ଲଗାତାର ବାଉନ୍ସର ମାରିବାରୁ ବୁମରାଙ୍କୁ ସମାଲୋଚନା

ଲଣ୍ଡନ,୧୫।୮: ଚଳିତ ଲଡର୍‌ସ ଟେଷ୍ଟର ତୃତୀୟ ଦିନ ଶେଷ ଆଡ଼କୁ ଭାରତୀୟ ପେସର ଯଶପ୍ରୀତ ବୁମରା ଓ ଇଂଲଣ୍ଡର ଜିମ୍ମି ଆଣ୍ଡରସନଙ୍କ ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଇଂଲଣ୍ଡର ୧୧ ନମ୍ବର ବ୍ୟାଟ୍ସମ୍ୟାନ ଆଣ୍ଡରସନଙ୍କୁ ଗୋଟିଏ ଓଭରରେ...

ଇଂଲଣ୍ଡରେ ତ୍ରିରଙ୍ଗା ଉଡାଇଲେ ବିରାଟସେନା

ଲଣ୍ଡନ,୧୫।୮: ଆଜି ସମଗ୍ର ଭାରତ ଏହାର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲଣ୍ଡନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ତାଙ୍କ ସହିତ କୋଚ ରବି ଶାସ୍ତ୍ରୀ, ଦଳର ଅନ୍ୟ...

ଫେଲ୍‌ ମାରିଲେ କୋହଲି

ଲଣ୍ଡନ,୧୫ ।୮: ଦୁଇ ଓପନର ରୋହିତ ଶର୍ମା (୨୧) ଓ ଲୋକେଶ ରାହୁଲ (୫) ବିଫଳ ହେବା ପରେ ସବୁ କିଛି ନିର୍ଭର କରୁଥିଲା ଅଧିନାୟକ ବିରାଟ କୋହଲିଙ୍କ ଉପରେ। କିନ୍ତୁ ପ୍ରଥମ ଇନିଂସରେ ୪୨ ରନ୍‌ କରିଥିବା କୋହଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri