ଖେଳ

ଅନ୍ତିମ ଦିନ ସବୁ ଫଳାଫଳ ସମ୍ଭବ

ଲଣ୍ଡନ,୫।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ପହଞ୍ଚିଛି ଅନ୍ତିମ ଦିନରେ। ୩୬୮ ରନ୍‌ର ପାହଡ଼ ଭଳି ବିଜୟ ଲକ୍ଷ୍ୟ ଆଗରେ ଇଂଲଣ୍ଡ ଚତୁର୍ଥ ଦିନ ଶେଷ ସୁଦ୍ଧା ବିନା କୌଣସି କ୍ଷତିରେ ୭୭ ରନ୍‌ କରିଛି।...

୩୪୬ ରନ୍‌ରେ ଆଗୁଆ ଭାରତ, ତଥାପି ବ୍ୟାଟିଂ ଛାଡ଼ିନି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟରେ ଚତୁର୍ଥ ଦିନର ଟି ବ୍ରେକ ସୁଦ୍ଧା ଭାରତୀୟ ଦଳ ୮ ଉଇକେଟ କ୍ଷତିରେ ୪୪୫ ରନ୍‌ କରି ୩୪୬ ରନ୍‌ରେ ଆଗୁଆ ରହିଛି। ଏତେ ରନ୍‌ରେ ଆଗୁରେ ରହିବା ସତ୍ତ୍ୱେ ଦ୍ୱିତୀୟ...

ଆଉଟ୍‌ ହେବା ପରେ ରାଗରେ ଏମିତି କଲେ କୋହଲି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଅଧିନାୟକ ବିରାଟ କୋହଲି ମାତ୍ର ୪୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ। ମୋଇନ ଅଲିଙ୍କ ବଲରେ ଆଉଟ୍‌ ହେବା ପରେ ୩୨ ବର୍ଷୀୟ...

ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏମାନେ; ଶୀର୍ଷରେ ପାକିସ୍ତାନର…

ନୂଆଦିଲ୍ଲୀ,୫।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍‌। ଏହାକୁ ନେଇ ସମସ୍ତ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ କ୍ରିକେଟର ଏହି ରୋମାଞ୍ଚକର ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ। ହେଲେ...

ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ପ୍ରଦର୍ଶନ: ୫ ସ୍ବର୍ଣ୍ଣ ସହ ମୋଟ ୧୯ ପଦକ

ଟୋକିଓ,୫।୯:ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସ ଇତିହାସରେ ଚଳିତବର୍ଷ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ୫ ସ୍ବର୍ଣ୍ଣ, ୮ ରୌପ୍ୟ ଏବଂ ୬ ବ୍ରୋଞ୍ଚ ପଦକ ସହ ମୋଟ ୧୯ଟି ପଦକ...

ଏକାଧିକ ରେକର୍ଡ ନିଜ ନାମରେ କଲେ ହିଟ୍‌ମ୍ୟାନ୍‌; ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ରଚିଲେ କୀର୍ତ୍ତିମାନ

ଓଭାଲ,୫।୯: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଶନିବାର ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଏକାଧିକ ରେକର୍ଡ କରିଛନ୍ତି। ରୋହିତଙ୍କ କ୍ୟାରିୟରର ଏହା ଅଷ୍ଟମ ଟେଷ୍ଟ ଶତକ। ଏହାପୂର୍ବର ୭ ଶତକ ସେ ଭାରତରେ ସ୍କୋର...

ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ ଦଳକୁ ବଡ଼ ଝଟ୍‌କା

ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟ ଚତୁର୍ଥ ଟେଷ୍ଟ ଓଭାଲରେ ଖେଳାଯାଉଛି। ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ ଦଳକୁ ଏକ ଝଟ୍‌କା ଲାଗିଛି । ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେ ଆଇସୋଲେସନ୍‌ରେ...

ରାହୁଲଙ୍କୁ ଦଣ୍ଡ ଦେଲା ଆଇସିସି

ଲଣ୍ଡନ,୫।୯: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ ଭାରତୀୟ ଓପନର୍‌ କେ.ଏଲ ରାହୁଲଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ତାଙ୍କ ମ୍ୟାଚ ଶୁଳ୍କର ୧୫ ପ୍ରତିଶତ ଜରିମାନା କରାଯାଇଛି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଇନିଂସର...

ପିଟରସନ୍‌ଙ୍କ ଆଶ୍ଚର୍ଯ୍ୟ କଲା ଭଳି ଭବିଷ୍ୟବାଣୀ, ୨୦୨୬ ସୁଦ୍ଧା ଶେଷ ହୋଇଯିବ…

ଲଣ୍ଡନ,୫।୯: ଟି -୨୦ କ୍ରିକେଟ୍‌ ଆସିବା ପରେ ଟେଷ୍ଟ କ୍ରିକେଟର ଧୀରେ ରୋମାଞ୍ଚ କମିବାରେ ଲାଗିଛି। ବହୁ ପୂର୍ବତନ ଭେଟେରାନ ମଧ୍ୟ ଏଥିରେ ସହମତ ଅଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି।...

୧୫ ଚୌକା, ୩ ଛକାରେ ବିସ୍ଫୋରକ ଶତକ ମାରି ଦଳର ୭୭ ପ୍ରତିଶତ ରନ୍‌ ନିଜେ କରିଦେଲେ ଏହି କ୍ରିକେଟର୍‌

ବାରବାଡୋସ୍‌,୫।୯: ସିପିଏଲ ୨୦୨୧ (ସିପିଏଲ)ର ୧୬ତମ ମ୍ୟାଚରେ ଗୁୟାନା ଆମାଜନ ୱାରିୟର୍ସ ବାରବାଡୋସ ରୟାଲ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରି ବାରବାଡୋସ ନିର୍ଦ୍ଧାରିତ ୨୦ ଓଭରରେ ୧୩୦ ରନରେ ଅଲଆଉଟ୍‌...

ଆଖିବୁଜିଲେ ଏହି ମହାନ କ୍ରିକେଟର୍‌

ନୂଆଦିଲ୍ଲୀ,୫।୯: ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ରଘୁନାଥ ରାମଚନ୍ଦ୍ର ଚାନ୍ଦୋରକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ରଘୁନାଥ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ। ସେ ୭ ରଣଜୀ ଟ୍ରଫି ମ୍ୟାଚରେ...

ପୂଜାରାଙ୍କୁ ଦେଖି ଇଂଲଣ୍ଡ ବୋଲରଙ୍କୁ ଆସିଲା ରାଗ, କଲେ ଲଜ୍ଜାଜନକ କାମ, ଦେଖନ୍ତୁ ଭିଡିଓ

ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ଦୃଢ ସ୍ଥିତିରେ ରହିଛି। ରୋହିତ ଶର୍ମା, କେଏଲ ରାହୁଲ ଏବଂ ଚେତେଶ୍ୱର ପୂଜାରାଙ୍କ ଜବରଦସ୍ତ ବ୍ୟାଟିଂ ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୩ ଉଇକେଟ୍‌ ହରାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri