ଖେଳ

ଭାରତୀୟ ଦଳର ସମର୍ଥନରେ ପୂର୍ବତନ ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୧।୯: କୋଚିଂ ଷ୍ଟାଫ୍‌ କୋଭିଡ୍‌-୧୯ ସଂକ୍ରମିତ ହେବା ପରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳିବାକୁ ଅକ୍ଷମତା ପ୍ରକାଶ କରିଥିଲା ଟିମ୍‌ ଇଣ୍ଡିଆ। ଏଭଳି ନିଷ୍ପତ୍ତିକୁ କିଛି ପୂର୍ବତନ କ୍ରିକେଟର ସମାଲୋଚନା କରୁଥିବା ବେଳେ ଭାରତୀୟ ଖେଳାଳିଙ୍କ...

ମୁମ୍ବାଇ ଆକ୍ରମଣ ବେଳେ ଫେରିଥିଲା ଇଂଲଣ୍ଡ ଟିମ୍‌, ଭାରତ ତାହା ଭୁଲି ନ ଯାଉ: ଗାଭାସ୍କର

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଭିଜ୍ଞ ଓପନର ସୁନୀଲ ଗାଭାସ୍କର ବିସିସିଆଇର ଯୋଜନାକୁ ପ୍ରଶଂସା କରିଛନ୍ତି। ବାତିଲ ହୋଇଥିବା ମାଞ୍ଚେଷ୍ଟର ଟେଷ୍ଟକୁ ପୁଣି ଥରେ ଆୟୋଜନ କରିବା ଲାଗି ବୋର୍ଡ ତରଫରୁ କୁହାଯାଇଥିଲା। ଗାଭାସ୍କର ଏହାକୁ ଠିକ୍‌ ବୋଲି...

ଟି-୨୦ ବିଶ୍ୱକପ୍‌ରେ କେବେ ମଇଦାନକୁ ଓହ୍ଲାଇବେ ବିରାଟ ବ୍ରିଗେଡ୍‌; କେଉଁ ଟିମ୍‌ ସହ ଲଢ଼ିବେ; ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ୨୩ ଅକ୍ଟୋବରରୁ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୧୭ରୁ ଯୋଗ୍ୟତା ମ୍ୟାଚ୍‌ ଆରମ୍ଭ ହେବ। ଟୁର୍ନାମେଣ୍ଟରେ ୧୨ ଟିମ୍‌ ଭାଗ ନେଉଛନ୍ତି। ସେମାନଙ୍କୁ ଦୁଇ ଭିନ୍ନ...

ପଞ୍ଜାବ ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ବ୍ୟାଟ୍ସମ୍ୟାନ

ଦୁବାଇ,୧୧।୯: ଇଂଲଣ୍ଡ ଷ୍ଟାର ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରେ ଖେଳିବେ ନାହିଁ। ଏ ନେଇ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି। ଆଗକୁ ଟି୨୦ ବିଶ୍ୱକପ୍‌ ଓ ଆଶେସ ସିରିଜ୍‌...

ରୋହିତ-ରାହୁଲଙ୍କ ଓପନିଂ ଭୁଲି ହେବନାହିଁ: ସେହ୍ବାଗ

ନୂଆଦିଲ୍ଲୀ,୧୧।୯: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ଅନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଉଭୟ ଟିମ୍‌ ସିରିଜର ୪ ଟେଷ୍ଟ ଖେଳିଥିବା ବେଳେ ଶେଷ ମ୍ୟାଚ୍‌ ବାତିଲ ହୋଇଥିଲା। ଭାରତୀୟ ଟିମ୍‌ରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ ମ୍ୟାଚ୍‌କୁ ବାତିଲ କରିଦିଆଯାଇଥିଲା।...

ପାରିବାରିକ ଶତ୍ରୁତା ସତ୍ତ୍ୱେ ଡୋନାଙ୍କୁ ଲୁଚିଛପି କୋର୍ଟରେ ବିବାହ କରିଥିଲେ ଗାଙ୍ଗୁଲୀ: ଜିଦ୍‌ରେ ରହିଥିଲେ ଅଟଳ…

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲୀଙ୍କ ପ୍ରେମଜୀବନ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନ ଥିଲା। ସେ ପରିବାରଲୋକଙ୍କୁ ନ ଜଣାଇ ଡୋନା ରାୟଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କୁ...

ବଦଳି ପାରିଲୁ ନାହିଁ ଭାରତୀୟ ଖେଳାଳିଙ୍କ ଧାରଣା

ମାଞ୍ଚେଷ୍ଟର,୧୦।୯: ଭାରତୀୟ କ୍ୟାମ୍ପରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ମାଞ୍ଚେଷ୍ଟର ଟେଷ୍ଟ ବାତିଲ ହୋଇନାହିଁ। ଏହା ପଛରେ ଅନ୍ୟ କାରଣ ଥିବା କହିଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସିଇଓ ଟମ ହାରିସନ। ଭାରତୀୟ...

ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନର ନେତୃତ୍ୱ ନେବେ ନାହିଁ ରସିଦ

କାବୁଲ, ୧୦ା୯- ଆସନ୍ତା ଟି୨୦ ବିଶ୍ୱକପ୍‌ରେ ଷ୍ଟାର ଲେଗ୍‌ ସ୍ପିନର ରସିଦ ଖାଁଙ୍କ ଆଫଗାନିସ୍ତାନ ଦଳର ନେତୃତ୍ୱ ନେବେ ନାହିଁ। ତାଙ୍କୁ ଦଳ ଚୟନ ବେଳେ ମତ ରଖିବାକୁ ସୁଯୋଗ ଦିଆଯାଇ ନ ଥିବାରୁ ସେ ଅଧିନାୟକ ପଦରୁ ଇସ୍ତଫା...

ଅଶ୍ୱିନଙ୍କ ଚୟନ ପଛରେ ରୋହିତଙ୍କ ହାତ

ନୂଆଦିଲ୍ଲୀ,୧୦।୯: ଦୀର୍ଘ ୪ ବର୍ଷ ହେଲା ଟି୨୦ ଫର୍ମାଟରେ ଖେଳି ନ ଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସିଧାସଳଖ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବା ଭାରତୀୟ ପ୍ରଶଂସକଙ୍କୁ ଚକିତ କରି ଦେଇଛି। ତେବେ ତାଙ୍କ ଚୟନ ପଛରେ ରହିଛି ଉପ ଅଧିନାୟକ...

କୋହଲି-ଶାସ୍ତ୍ରୀଙ୍କ ଏହି ଗୋଟିଏ ଭୁଲ ପାଇଁ ଏବେ ପୁରା ଟିମ୍‌ ଅସୁବିଧାରେ; ବିସିସିଆଇ ଖପ୍ପା

ନୂଆଦିଲ୍ଲୀ,୧୦।୯: ଇଂଲଣ୍ଡରେ ଭାରତୀୟ ଟିମ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚଳିତ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଥିଲା। ଶୁକ୍ରବାର ମାଞ୍ଚେଷ୍ଟରରେ ଅନ୍ତିମ ମୁକାବିଲା ଖେଳାଯିବାକୁ ଥିବା ବେଳେ ଏଥିରେ ଭାରତ ବିଜେତା ହୋଇ ଇତିହାସ ରଚିବ ବୋଲି ଆଶା କରାଯାଉଥିଲା।...

ବିଶ୍ୱକପ୍‌ରେ ଅନ୍ୟ ଦେଶ ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକୀୟ ଖେଳାଳି

ଓ୍ବିଣ୍ଡହୋକ,୧୦।୯: ଆସନ୍ତା ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଗେର୍ହାଡ ଏରାମସଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ନାମ୍ବିଆ। ଏହି ଦଳରେ ସ୍ଥାନ ପାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଡେଭିଡ୍‌...

ଅନ୍ୟ ଏକ ତାରିଖରେ ଆୟୋଜିତ ହୋଇପାରେ ଅନ୍ତିମ ଟେଷ୍ଟ ! ବିସିସିଆଇ ଦେଲା ଏହି ବଡ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୯: କରୋନା ଯୋଗୁ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଏବେ ବାତିଲ କରିଦିଆଯାଇଛି। ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ମୁକାବିଲାକୁ ବାତିଲ କରିବା ପରେ ସିରିଜ ଅଧାରୁ ବନ୍ଦ ହୋଇଛି। ଭାରତ ଏହି ସିରିଜରେ ୨-୧ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri