କୋହଲିଙ୍କ ସହ ମତଭେଦ ପରେ କୁମ୍ବଲେ ଦେଇଥିଲେ ଇସ୍ତଫା, ଏବେ ପୁଣି ମୁଖ୍ୟ କୋଚ୍ ପଦକୁ ନେଇ…
ନୂଆଦିଲ୍ଲୀ,୧୮।୯: ଆସନ୍ତା ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ୍ର ଆୟୋଜନ ହେବାକୁ ଯାଉଛି। ଏହାପରେ ଭାରତୀୟ କ୍ରିକେଟ ଟିମ୍ର କୋଚିଂ ଷ୍ଟାଫ୍ରେ ପରିବର୍ତ୍ତନ ହେବ। ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ କୋଚ୍ଙ୍କ କାର୍ଯ୍ୟକାଳ ଶେଷ ହେବାକୁ...
ଯାହା ଚାହୁଁଥିଲି ତାହା ହାସଲ କରିସାରିଛି: ରବି ଶାସ୍ତ୍ରୀ
ନୂଆଦିଲ୍ଲୀ,୧୮।୯: ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍। ଏହାପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏହି କ୍ରମରେ ଏବେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ବିଶ୍ୱକପ୍...
ରୋହିତ୍ ଶର୍ମା ଅଧିନାୟକ ହେଲେ, ଉପଅଧିନାୟକ ହେବେ କିଏ: ରେସ୍ରେ ୩ ଜଣ
ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଛନ୍ତି। ବିରାଟ କୋହଲି ଟି -୨୦ ବିଶ୍ୱକପ ୨୦୨୧ ପରେ ଅଧିନାୟକତ୍ୱ ଛାଡିବେ। ତାଙ୍କ ସ୍ଥାନରେ ରୋହିତ ଶର୍ମା ଅଧିନାୟକ ଦୌଡ଼ରେ...
‘ଆଇସିସି ବୈଠକରେ ନ୍ୟୁଜିଲାଣ୍ଡ ସହ କଥା ହେବୁ’
କରାଚୀ,୧୮।୯: ସିରିଜ୍ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ପୂରା ଗସ୍ତ ବାତିଲ କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନିକଟରେ ଏ ପ୍ରସଙ୍ଗ...
‘ପାକିସ୍ତାନ କ୍ରିକେଟକୁ ହତ୍ୟା କରିଛି ନ୍ୟୁଜିଲାଣ୍ଡ’
ରାଓ୍ବଲପିଣ୍ଡି,୧୭।୯: ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ପୂର୍ବରୁ ସୁରକ୍ଷାଗତ କାରଣ ଦର୍ଶାଇ ସମ୍ପୂର୍ଣ୍ଣ ଗସ୍ତରୁ ଓହରି ଯାଇଛି ନ୍ୟୁଜିଲାଣ୍ଡ ଦଳ। ଫଳରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରାଇ ଆଣିବା ପାଇଁ ପାକିସ୍ତାନ ଚଲାଇଥିବା ପ୍ରୟାସକୁ ଲାଗିଛି ଶକ୍ତ ଧକ୍କା।...
‘ପୁଣି ଆଇପିଏଲ୍ ଜିତିବୁ’
ଦୁବାଇ,୧୭।୯: ୨୦୨୦ ସଂସ୍କରଣ ଭଳି ଚଳିତ ଥର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଟ୍ରଫି ହାସଲ କରିବ। ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏଭଳି ଘୋଷଣା କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ଅଲରାଉଣ୍ଡର କିରନ...
ରେକର୍ଡରେ ଏଭଳି କୋହଲି: ଧୋନୀଙ୍କ ପରେ ଭାରତର ଦ୍ୱିତୀୟ ସଫଳ ଟି୨୦ ଅଧିନାୟକ; ବିଶ୍ୱରେ ପଞ୍ଚମ…
ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ଟି୨୦ ବିଶ୍ୱକପ୍ ପରେ ଟି୨୦ ଟିମ୍ର ଅଧିନାୟକତ୍ୱ ଛାଡ଼ିବାକୁ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ନିଷ୍ପତ୍ତି ନେଇ ସୂଚନା ଦେଇଥିଲେ। ହେଲେ ଯଦି...
ଇମ୍ରାନଙ୍କ ଆଶ୍ୱାସନା ସତ୍ତ୍ୱେ ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ
ରାଓ୍ବଲପିଣ୍ଡି,୧୭।୯: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଏଠାରେ ଶୁକ୍ରବାର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବାର ଥିଲା। କିନ୍ତୁ ମ୍ୟାଚ୍ ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ସୁରକ୍ଷା ଗତ କାରଣ ଦର୍ଶାଇ ପୂରା ଗସ୍ତକୁ ବାତିଲ ଘୋଷଣା କରିଛି ନ୍ୟୁଜିଲାଣ୍ଡ କ୍ରିକେଟ୍।...
ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା
ଇସଲାମାବାଦ,୧୭।୯: ପାକିସ୍ତାନ କ୍ରିକେଟ ବୋର୍ଡର ନୂତନ ଚେୟାରମ୍ୟାନ ରମିଜ ରାଜା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଭଳି କ୍ୟାପଟେନଙ୍କ ଭଳି ବାବର ଆଜମଙ୍କଠାରୁ ମଧ୍ୟ ସେ ଆଶା କରିଥିଲେ। ସେ ବାବରଙ୍କୁ ବ୍ୟକ୍ତିଗତ...
ଭାରତର ଭାବି ଅଧିନାୟକ ଭାବେ ଏହି ଖେଳାଳିଙ୍କୁ ପ୍ରସ୍ତୁତ କରାଯାଉ: ସୁନିଲ ଗାଭାସ୍କର
ନୂଆଦିଲ୍ଲୀ,୧୭।୯: ଟି୨୦ ବିଶ୍ୱକପ୍ର ଠିକ୍ ପୂର୍ବରୁ ଅଧିନାୟକ ପଦରୁ ହଟିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଏପରି ସ୍ଥିତିରେ ଆଗାମୀ ଦିନରେ ପଦବୀ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାନ କ୍ରିକେଟର...
ଗମ୍ଭୀରଙ୍କ ଦାବି; ଦୁନିଆରେ କେବଳ ଜଣେ ବ୍ୟାଟ୍ସମ୍ୟାନ ବୁମ୍ରାଙ୍କୁ ଖେଳିପାରନ୍ତି; ସେ ହେଲେ…
ନୂଆଦିଲ୍ଲୀ,୧୭।୯: ଭାରତୀୟ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରାଙ୍କୁ କେବଳ ଜଣେ ଖେଳାଳି ଭଲ ଭାବେ ଖେଳିପାରନ୍ତି। ସେ ହେଉଛନ୍ତି ଏବି ଡି ଭିଲିୟର୍ସ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କ ସହ ବାର୍ତ୍ତାଳାପରେ ଗମ୍ଭୀର...
କୋହଲିଙ୍କୁ ଲାଗିପାରେ ବଡ଼ ଝଟ୍କା
ନୂଆଦିଲ୍ଲୀ,୧୭।୯: ଆସନ୍ତା ମାସର ବିଶ୍ୱକପ ପରେ ବିରାଟ କୋହଲିଙ୍କ ଭାରତର ଟି -୨୦ ଅଧିନାୟକତ୍ୱରୁ ଇସ୍ତଫା ଦେବା ନିଷ୍ପତ୍ତି ସମସ୍ତଙ୍କୁ ଚିକିତ କରିଛି। କିନ୍ତୁ ଏହା ସୂଚାଇ ଦେଉଛି ଯେ କୋହଲି ଦିନିକିଆ ଢାଞ୍ଚାରେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ...
Archives


