ରିଭ୍ୟୁ ପାଇଁ ଅଟକିଲା ମ୍ୟାଚ୍
ଶାରଜା,୨୮।୯: ଶାରଜା ଗ୍ରାଉଣ୍ଡରେ ମଙ୍ଗଳବାର ଅପରାହ୍ନରେ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍ରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍ର ଚତୁର୍ଥ ଓଭରରେ ଟିମ୍ ସୌଦିଙ୍କ ପଞ୍ଚମ ବଲ...
ଟସ୍ ଜିତିଲା କୋଲକତା
ୟୁଏଇ,୨୮।୯: ଆଇପିଏଲ ୨୦୨୧ର ୪୧ତମ ମ୍ୟାଚରେ ମଙ୍ଗଳବାର କୋଲକତା ନାଇଟ ରାଇଡର୍ସ (କେକେଆର୍) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) କୁ ଭେଟୁଛି। କୋଲକତା ଅଧିନାୟକ ଇଏନ ମୋର୍ଗାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ...
ସ୍ତ୍ରୀ ଅନୁଷ୍କାଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି କୋହଲି; ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍…
ନୂଆଦିଲ୍ଲୀ,୨୮।୯: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା କିଛିଟା କମିଥିଲେ...
ଦୁର୍ଭାଗ୍ୟବଶତଃ ଏହା ଆଉ ଘଟିବ ନାହିଁ: ଦଳରୁ ବାଦ୍ ପଡିବା ପରେ କାହିଁକି ଏମିତି କହିଲେ ଓ୍ବାର୍ଣ୍ଣର
ୟୁଏଇ,୨୮।୯: ରାଜସ୍ଥାନ ବିପକ୍ଷ ମ୍ୟାଚ ସମୟରେ ସନରାଇଜର୍ସ ହାଇଦ୍ରାବାଦ ଖେଳୁଥିବା ଏକାଦଶରେ ଡେଭିଡ ୱାର୍ଣ୍ଣରଙ୍କୁ ସ୍ଥାନ ଦେଇ ନ ଥିଲା। ଖରାପ ଫର୍ମରେ ଥିବା ୱାର୍ଣ୍ଣର ଏତେ ନିରାଶ ହୋଇଛନ୍ତି ଯେ ମ୍ୟାଚ ଦିନ ସେ ଷ୍ଟାଡିୟମକୁ ମଧ୍ୟ ନ...
ମ୍ୟାଚ୍ ପୂର୍ବରୁ ହୋଟେଲ୍ରେ ଓ୍ବାର୍ଣ୍ଣରଙ୍କୁ ଛାଡି ଆସିଥିଲା ହାଇଦ୍ରାବାଦ୍ ଟିମ୍: କୋଚ କହିଲେ କାରଣ
ୟୁଏଇ,୨୮।୯: ଆଇପିଏଲର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସନରାଇଜର୍ସ ହାଇଦ୍ରାବାଦ ଓପନର୍ ଡେଭିଡ ୱାର୍ଣ୍ଣର ଫିଟ ଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳି ନ ଥିଲେ। ୱାର୍ଣ୍ଣର ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ରହିଛନ୍ତି। ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ମଧ୍ୟ...
ଭାରତୀୟ କ୍ରିକେଟ୍ ପାଇଁ ଆଜି ସ୍ମରଣୀୟ ଦିନ: ଜାଣନ୍ତୁ କାହିଁକି
ଆଜିକାଲି ବିଶ୍ୱ କ୍ରିକେଟରେ ଅଧିକାଂଶ ଦିନିକିଆ ମ୍ୟାଚ୍ ଡେ’ ନାଇଟ୍ ଖେଳାଯାଉଛି। କିନ୍ତୁ ୩୭ ବର୍ଷ ପୂର୍ବେ, ଏପରି ଜିନିଷ କେବଳ କଳ୍ପନା ମଧ୍ୟ କରାଯାଉ ନ ଥିଲା। ୨୮ ସେପ୍ଟେମ୍ବର ୧୯୮୪ରେ ଭାରତରେ ପ୍ରଥମ ଦିନିକିଆ ଡେ’ ନାଇଟ୍...
ଏହି ମହିଳା କ୍ରିକେଟର୍ଙ୍କୁ ଭେଟିବାକୁ ସକାଳ ୫ଟାରେ ଯାଉଥିଲେ କୋହଲି: ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା କଥା
ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡିକୁ ସୁପରହିଟ୍ ଆଖ୍ୟା ଦିଆଯାଇଛି। ଉଭୟଙ୍କ ମଧ୍ୟରେ ଦୃଢ ବନ୍ଧନ ରହିଛି। ବିରାଟ ୨୦୧୭ରେ ଅନୁଷ୍କାଙ୍କ ହାତ ଧରିଥିଲେ। କୋହଲିଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଜବରଦସ୍ତ ରହିଛି। ମହିଳା କ୍ରିକେଟରଙ୍କ ମଧ୍ୟରେ...
ଜୋରିମନା ଦେବେ ସୌରଭ ଗାଙ୍ଗୁଲି
କୋଲକତା,୨୮।୯: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକସୌରଭ ଗାଙ୍ଗୁଲିଙ୍କୁ କଲିକତା ହାଇକୋର୍ଟ ଜୋରିମନା କରିଛନ୍ତି। ଗାଙ୍ଗୁଲିଙ୍କ ସହ ବଙ୍ଗଳା ସରକାର ଏବଂ ଏହାର ଗୃହ ନିଗମକୁ ମଧ୍ୟ ଜୋରିମନା କରାଯାଇଛି। ଭୁଲ ଜମି ବଣ୍ଟନ କାରଣରୁ ହାଇକୋର୍ଟ ଗାଙ୍ଗୁଲିଙ୍କ...
ଏହି ମହାନ କ୍ରିକେଟର୍ଙ୍କୁ ହୃଦ୍ଘାତ
ଲାହୋର,୨୮।୯: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ-ଉଲ-ହକ ହୃଦଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସାରେ ଇଞ୍ଜାମାମ ସଫଳ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଇଞ୍ଜାମାମଙ୍କ ଅବସ୍ଥା ସ୍ଥିର ରହିଛି, କିନ୍ତୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ...
ଚୌକା-ଛକାରେ ‘ଶତକ’ ହାସଲ କଲେ ଏହି କ୍ରିକେଟର୍
ନ୍ୟୁୟର୍କ,୨୮।୯: ଆମେରିକାରେ କ୍ରିକେଟ ଖେଳୁଥିବା ଭାରତୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଉନ୍ମୁକ୍ତ ଚାନ୍ଦ ପୁଣି ବ୍ୟାଟ୍ରେ କମାଲ୍ କରିଛନ୍ତି। ମାଇନର କ୍ରିକେଟ ଲିଗରେ ସିଲିକନ ଭ୍ୟାଲି ଷ୍ଟ୍ରାଇକର୍ସ ପାଇଁ ଖେଳୁଥିବାବେଳେ ଚାନ୍ଦ ଶତକ ମାତ୍ର ୬୯ ବଲରେ ୧୩୨ ରନ ସଂଗ୍ରହ...
ଏମିତି ଝିଅଙ୍କୁ ବିବାହ କରିବେ ନୀରଜ ଚୋପ୍ରା: କଲେ ଖୁଲାସା
ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଭାରତର ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋରେ ସେ ପଦକ ଜିତି ଚହଳ ପକାିଥିଲେ। ଏହାପରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢିଯାଇଛି। ଏପରିକି ଫ୍ୟାନ୍ ଫଲୋଇଙ୍ଗ୍ ବୃଦ୍ଧି ପାଇଛି।...
ପରାଜୟ ଧାରା ଶେଷ କଲେ ରୟ-ଓ୍ବିଲିୟମସନ
ଦୁବାଇ, ୨୭।୯: ଲଗାତାର ୫ ପରାଜୟ ପରେ ବିଜୟ ସ୍ବାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ୍। ଚଳିତ ଆଇପିଏଲରେ ପ୍ଲେଅପ୍ସରୁ ବାଦ୍ ପଡ଼ିଥିବା ହାଇଦ୍ରାବାଦ୍ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ୭ ଉଇଟେରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ପରାଜୟ ସତ୍ତ୍ୱେ ରାଜସ୍ଥାନ...
Archives


