ରାଗିଗଲା ବିସିସିଆଇ: ଡ୍ରେସିଂ ରୁମ୍ ବିବାଦକୁ ନେଇ ଖୁଲାସା
ନୂଆଦିଲ୍ଲୀ,୩୦।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କିଛି ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟରେ ଅଭିଯୋଗ କରିଥିବା ଗଣମାଧ୍ୟମରେ...
ଚେତାବନୀ ଦେଲେ ରୋହିତ ଶର୍ମା
ୟୁଏଇ,୩୦।୯: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ଟିମ ଇଣ୍ଡିଆ ହେଉଛି ସବୁଠାରୁ ବଡ ଦାବିଦାର। ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି...
ଆଖି ପିଛୁଳାକେ ଏମିତି କାମ କଲେ କୋହଲି, ସମସ୍ତେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ୟୁଏଇ,୩୦।୯: ଆଇପିଏଲ୍ ୨୦୨୧ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଆରସିବି ୭ ଉଇକେଟ୍ରେ ଆରଆରକୁ ପରାସ୍ତ କରିଥିଲା। ମ୍ୟାଚ୍ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଆରସବି...
ମହାନ ଅଷ୍ଟ୍ରେଲିଆନ୍ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମ୍ୟାକ୍ସଓ୍ବେଲ୍
ଦୁବାଇ,୨୯।୯: ଗ୍ଲେନ ମ୍ୟାକ୍ସେଓଲ୍ଲ୍ ବୁଧବାର ରାଜସ୍ଥାନ ରାୟାଲ୍ସ ବିପକ୍ଷରେ ୫୦ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି। ଏହି ଅବସରରେ ସେ ଟି୨୦ କ୍ରିକେଟରେ ପୂରଣ କରିଛନ୍ତି ୭ ହଜାର ରନ୍। ଏଥିସହ ସେ ସ୍ଥାନ ପାଇଛନ୍ତି ମହାନ ଅଷ୍ଟ୍ରେଲିଆନ ଖେଳାଳିଙ୍କ...
ମ୍ୟାକ୍ସଓ୍ବେଲ ଅନ୍ ଫାୟାର
ଦୁବାଇ,୨୯।୯: ପୁରୁଣା ଫର୍ମକୁ ଫେରିଛନ୍ତି ଗ୍ଲେନ ମ୍ୟାକ୍ସଓ୍ବେଲ। ଗତ ମ୍ୟାଚ୍ ଭଳି ଏଥର ମଧ୍ୟ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ତାଙ୍କ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୧୭ ବଲ ପୂର୍ବରୁ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ...
ଚାଲିଲା କ୍ୟାପଟେନ କୋହଲିଙ୍କ ଯାଦୁ
ଦୁବାଇ,୨୯।୯: ଏକଦା ୧୧ ଓଭରରେ ୧୦୦ ରନ୍ କରିଥିବା ରାଜସ୍ଥାନ ରୟାଲ୍ସକୁ ୧୪୯ ରନ୍ରେ ରୋକି ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ଏହା ସମ୍ଭବ ହୋଇପାରିଛି କେବଳ ଅଧିନାୟକ ବିରାଟ କୋହଲିଙ୍କ ଚତୁରତାର କ୍ୟାପଟେନଶିପ୍ କାରଣରୁ। ଇନିଂସର ଦ୍ୱିତୀୟାର୍ଦ୍ଧରେ...
ଭବିଷ୍ୟତରେ ଏହି ଦୁଇ ଖେଳାଳି ହୋଇପାରନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ
ମୁମ୍ବାଇ,୨୯।୯: ବର୍ତ୍ତମାନ ପ୍ରତ୍ୟେକ ଫର୍ମାଟରେ ନିଜ ସ୍ଥାନ ପକ୍କା ସାରିଥିବା ଲୋକେଶ ରାହୁଲ ଓ ରିଷଭ ପନ୍ତ ଭବିଷ୍ୟତରେ ଟିମ୍ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଲାଗି ସେମାନଙ୍କୁ ଏବେ ଠୁ ପ୍ରସ୍ତୁତ କରାଯିବ ଉଚିତ୍। ଏଣୁ...
ଗାଭାସ୍କରଙ୍କ ବଡ଼ ଘୋଷଣା: କୋହଲିଙ୍କ ପରେ ଏହି ଖେଳାଳିଙ୍କୁ ଦିଆଯାଉ ଅଧିନାୟକ ପଦ
ନୂଆଦିଲ୍ଲୀ,୨୯।୯: ନିକଟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୧ ଟି -୨୦ ବିଶ୍ୱକପ ପରେ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱରୁ ଇସ୍ତଫା...
ମୋର୍ଗାନ, ପଣ୍ଟିଂଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏହି ଭାରତୀୟ କ୍ରିକେଟର; କହିଲେ ଡଗ୍ଆଉଟ୍…
ନୂଆଦିଲ୍ଲୀ,୨୯।୯: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ୟୁଏଇରେ ଖେଳାଯାଉଛି। ମଙ୍ଗଳବାର ସିରିଜର ୪୧ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା। ଏହି ମ୍ୟାଚ୍ ସମୟରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ କେକେଆର୍ ଅଧିନାୟକ ଇୟୋନ ମୋର୍ଗାନଙ୍କ...
୩୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରହିବେ ପାଣ୍ଡ୍ୟା ବ୍ରଦର୍ସ; ଟାଇଗର ଶ୍ରଫ-ଦିଶା ପଟାନୀ ହେବେ ପଡୋଶୀ
ନୂଆଦିଲ୍ଲୀ,୨୯।୯: ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର ପାଣ୍ଡ୍ୟା ବ୍ରଦର୍ସ ଅର୍ଥାତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସର୍ବଦା ନିଜର ଜୀବନଚର୍ଯ୍ୟାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ଶୁଣାଯାଉଛି ଦୁଇ ଭାଇ ମୁମ୍ବାଇର ବାନ୍ଦ୍ରାସ୍ଥିତ ରୁସ୍ତମଜୀ ପାରାମାଉଣ୍ଟରେ ୩୦ କୋଟିର...
ଏ ହେଉଛି ଆଇପିଏଲ୍! କାଲି ଯାହାକୁ ନେଇ ହେଉଥିଲା ସମାଲୋଚନା, ଆଜି ସେ ହିରୋ
ନୂଆଦିଲ୍ଲୀ,୨୯।୯: ଆଇପିଏଲ୍ ଏପରି ଏକ ଟୁର୍ନାମେଣ୍ଟ ଯେଉଁଠାରେ କିଛି ବି ସମ୍ଭବ। ଏଥିରେ କିଛି ଖେଳାଳି ରାତାରାତି ଷ୍ଟାର ପାଲଟି ଯାଇଥାନ୍ତି ତ କିଛି ସମାଲୋଚନାର ପାତ୍ର ହୋଇଥାନ୍ତି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା...
ଟି -୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର
ୟୁଏଇ,୨୯।୯: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ମିଳିଛି। ଭାରତୀୟ ଦଳର ସବୁଠୁ ବଡ ମ୍ୟାଚ ବିଜେତା କେବଳ ଫର୍ମକୁ ଫେରି ନାହାଁନ୍ତି, ନିଜେ ଦଳକୁ ମ୍ୟାଚ ମଧ୍ୟ ଜିତାଇଛନ୍ତି।...
Archives


