ଖେଳ

ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟଙ୍କ ଅବସର

ମୁମ୍ବାଇ,୭।୧୦: ଭାରତୀୟ ଦଳର ପୂର୍ବତନ ସଦସ୍ୟ ଅଭିମନ୍ୟୁ ମିଥୁନ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। କର୍ନାଟକର ପେସର ଭାରତ ପାଇଁ ୪ ଟେଷ୍ଟ (୯ ଉଇକେଟ) ଓ ୫ ଦିନିକିଆ (୩ ଉଇକେଟ) ଖେଳିଥିଲେ। ୨୦୧୦ରେ...

ସିଏସ୍‌କେ ହାରିଲା, ହେଲେ ଜିତିଲେ ଦୀପକ

ଦୁବାଇ,୭।୧୦: ହ୍ୟାଟ୍ରିକ ପରାଜୟ ସହ ଲିଗ୍‌ ପର୍ଯ୍ୟାୟ ଶେଷ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଅନ୍ତିମ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଦଳକୁ ବୃହତ୍‌ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ନୂଆ ଇନିଂସ ଆରମ୍ଭ କରିଛନ୍ତି...

ସିଏସ୍‌କେ ବୋଲରଙ୍କୁ କ୍ଷମା ଦେଲେନି ରାହୁଲ

ଦୁବାଇ,୭।୧୦: ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର କୌଣସି ବୋଲରଙ୍କ କ୍ଷମା ଦେଲେ ନାହିଁ ଲୋକେଶ ରାହୁଲ। ମାତ୍ର ୪୨ ବଲରେ ୯୮ ରନ୍‌ର ବିସ୍ଫୋରକ ଅପରାଜିତ ପାଳି ଖେଳି ଦଳକୁ ୧୩ ଓଭରରେ ଜିତାଇ ଦେଇଛନ୍ତି।...

ଅନିଶ୍ଚିତତାରେ ଧୋନୀଙ୍କ ଆଇପିଏଲ୍‌ କ୍ୟାରିୟର

ଦୁବାଇ,୭।୧୦: ମହେନ୍ଦ୍ର ସିଂ ଧୋନୀ ଆଗାମୀ ବର୍ଷ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସହ ଯୋଡ଼ି ହୋଇ ରହିବେ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ୨୦୨୨ରେ ସେ ଚେନ୍ନାଇ ପକ୍ଷରୁ ପ୍ରତିନିଧିତ୍ୱ କରିବେ କି ନାହିଁ, ତାହା...

ସିଏସ୍‌କେକୁ କେବଳ ବୋଲର ବଞ୍ଚାଇପାରିବେ

ଦୁବାଇ,୭।୧୦: ପୂର୍ବରୁ ପ୍ଲେ-ଅପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଜିତିବା ପାଇଁ ବୋଲରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ସିଏସ୍‌କେ ପ୍ରତିପକ୍ଷ...

କୋହଲି ଦେଲେ ସଙ୍କେତ; ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆରେ ହୋଇପାରେ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୧) ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଇପିଏଲ୍‌ ଶେଷ ହେବାର କିଛି ଦିନ ପରେ ପରେ ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଟି-୨୦ ବିଶ୍ୱକପ୍‌ ୨୦୨୧ ଆରମ୍ଭ ହେବ। ଏବେ ଲିଗ୍‌...

ଶେଷ ଲିଗ୍‌ ମ୍ୟାଚ୍‌ ଜିତି ଶୀର୍ଷରେ ରହିବାକୁ ଚାହିଁବ ଚେନ୍ନାଇ

ଦୁବାଇ,୭।୧୦: ଆଇପିଏଲ ୨୦୨୧ର ୫୩ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପଞ୍ଜାବ କିଙ୍ଗସକୁ ଭେଟୁଛି। ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ ରାହୁଲ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖେଳୁଥିବା ଏକାଦଶରେ ପଞ୍ଜାବ ଦଳ ଗୋଟିଏ...

ବିଶ୍ୱକପ୍‌ ପରେ ଭାରତର ହାତ ଛାଡିବେ ଆଉ ଜଣେ କୋଚ୍‌

ନୂଆଦିଲ୍ଲୀ,୭।୧୦: ୨୦୨୧ ଟି -୨୦ ବିଶ୍ୱକପ ପରେ ଭାରତୀୟ ଦଳ ଏକ ନୂତନ କୋଚ ପାଇବ ବୋଲି ଆଶା କରାଯାଉଛି। ବିଶ୍ୱକପ ପରେ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ବିସିସିଆଇ ଏକ ନୂଆ କୋଚ ଖୋଜୁଛି। ଏହି...

୧୫୨.୯୫ କିମି ପ୍ରତି ଘଣ୍ଟା: ଜାଣନ୍ତୁ ସବୁଠାରୁ ଦ୍ରୁତ ବୋଲିଂ କରି ଚର୍ଚ୍ଚାରେ ଥିବା ଉମ୍‌ରାନ୍‌ କିଏ, କୋହଲି ବି ଏବେ…

ଆବୁଧାବି,୭।୧୦: ରାତାରାତି ଖେଳାଳିଙ୍କ ଭାଗ୍ୟ ବଦଳାଇଥାଏ ଆଇପିଏଲ୍‌। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଅନେକ ଯୁବ କ୍ରିକେଟର ଏହି ପ୍ଲାଟଫର୍ମରୁ ନିଜର କ୍ୟାରିୟର ଆରମ୍ଭ କରି ଏବେ ଦୁନିଆର ଶ୍ରେଷ୍ଠ ଖେଳାଳି ଭାବେ ପରିଗଣିତ ହେଉଛନ୍ତି। ଏଭଳି କିଛି...

ଚେନ୍ନାଇ ଦଳରେ ସାମିଲ୍‌ ହେଲେ ଘାତକ ଅଲରାଉଣ୍ଡର

ଦୁବାଇ,୭।୧୦: ଆଇପିଏଲ ୨୦୨୧ ଏବଂ ଆଗାମୀ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରୁ ଇଂଲଣ୍ଡ ଅଲରାଉଣ୍ଡର ସାମ କରନଙ୍କୁ ବାଦ ଦିଆଯାଇଛି। ଆଘାତ ହେତୁ ଏହି ଦୁଇଟି ପ୍ରମୁଖ ଟୁର୍ନାମେଣ୍ଟକୁ ବାଦ ଦିଆଯାଇଛି। ଆଇପିଏଲରେ କରନ ସିଏସ୍‌କେ ପାଇଁ ଖେଳନ୍ତି।...

‘କୋହଲିଙ୍କ ପ୍ରକୃତ ରୂପ ମୁଁ ଜାଣିଛି’

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ତାଙ୍କ କ୍ରିକେଟର ସ୍ବାମୀଙ୍କ ପାଇଁ ଫଟୋଗ୍ରାଫର ସାଜିଛନ୍ତି। ଅନୁଷ୍କାଙ୍କ ଏହି ଲୁକ ଏକ ଫୋନର ବିଜ୍ଞାପନ ସମୟରେ ଦେଖିବାକୁ ମିଳିଛି। ବିଜ୍ଞାନରେ ଅଭିନୟ କରିବା ସମୟରେ...

ପ୍ରବଳ ରାଗିଗଲେ କୋହଲି: ଦେଖିନ୍ତୁ ଭିଡିଓ

ଆବୁଧାବି,୭।୧୦: ବୁଧବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ରନରେ ପରାସ୍ତ କରିଛି। ପରେ ବିରାଟ କୋହଲି ନିଜ ଦଳର ବୋଲରଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି। ମ୍ୟାଚର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri