Posted inଖେଳ

ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟଙ୍କ ଅବସର

ମୁମ୍ବାଇ,୭।୧୦: ଭାରତୀୟ ଦଳର ପୂର୍ବତନ ସଦସ୍ୟ ଅଭିମନ୍ୟୁ ମିଥୁନ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। କର୍ନାଟକର ପେସର ଭାରତ ପାଇଁ ୪ ଟେଷ୍ଟ (୯ ଉଇକେଟ) ଓ ୫ ଦିନିକିଆ (୩ ଉଇକେଟ) ଖେଳିଥିଲେ। ୨୦୧୦ରେ ତାଙ୍କୁ ଉଭୟ ଫର୍ମାଟରେ ମିଳିଥିଲା ପଦାର୍ପଣ ସୁଯୋଗ।

ଅନ୍ତର୍ଜାତୀୟ କ୍ରିକେଟରେ ବିଶେଷ ସୁଯୋଗ ପାଇ ନ ଥିବା ମିଥୁନ କର୍ନାଟକ ପାଇଁ ୧୦୩ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୬.୬୩ ହାଜରେ ୩୩୮ ଉଇକେଟ ହାତେଇଥିଲେ। ୯୬ଟି ଲିଷ୍ଟ ଏ ଓ ୭୪ ଟି୨୦ ମ୍ୟାଚ୍‌ରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ”ମୁଁ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଛି। ଏହା ମୋ ପାଇଁ ସବୁଠୁ ବଡ଼ ସଫଳତା। ଜୀବନ ସାରା ଏହା ମନେ ରହିବ“ ବୋଲି ମିଥୁନ ଅବସର ଘୋଷଣା ବେଳେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନୈତିକ ସମ୍ପର୍କ ରଖିଥିଲେ ପ୍ରସିଦ୍ଧ କ୍ରିକେଟର

ବିବାହିତ ହୋଇ ମଧ୍ୟ ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବିଶ୍ୱ କ୍ରିକେଟରେ ନୂଆ ଘଟଣା ନୁହେଁ। କିଛି ପ୍ରସିଦ୍ଧ କ୍ରିକେଟର ଅନ୍ୟ ମହିଳାଙ୍କ...

ଚେନ୍ନାଇ ଟେଷ୍ଟରେ ହିଟ୍‌ମ୍ୟାନ୍‌ ‘ହିଟ୍‌’

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମକିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଶନିବାର ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ରୋହିତ ନିଜ କ୍ୟାରିୟରର ୭ମ ଶତକ...

ଟସ୍‌ ଜିତିଲା ଶ୍ରୀଲଙ୍କା; ବୋଲିଂ କରିବ ଭାରତ

କଲମ୍ବୋ,୧୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ଏଠାକାର କେ.ଆର୍‌.ପ୍ରେମଦାସା ଷ୍ଟାଡିୟମରେ ରବିବାର ଖେଳାଯାଉଛି। ନିୟମିତ ଅଧିନାୟକ...

୪ ବଲରେ ନେଲେ ୪ ଉଇକେଟ

ଆବୁଧାବି,୧୮।୧୦: ଆୟର୍ଲାଣ୍ଡ ପେସର କର୍ଟିସ କାମଫେର ସୋମବାର ନେଦରଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ୪ ବଲରେ ୪ ଉଇକେଟ ନେଇଛନ୍ତି। ୧୦ମ ଓଭରରେ କାମଫେର କ୍ରମାଗତ...

କେଉଁଠାରୁ ଆରମ୍ଭ ଫ୍ରି ହିଟ୍‌ ନିୟମ

କ୍ରିକେଟର ଅନ୍ୟତମ ଲୋକପ୍ରିୟ ନିୟମ ଫ୍ରି ହିଟ୍‌। ଏ ସମ୍ପର୍କରେ ପ୍ରାୟ କ୍ରିକେଟ ପ୍ରଶଂସକଙ୍କୁ ଜଣାଥିବ। ମାତ୍ର ଏହି ନିୟମ କ୍ରିକେଟରେ କେବେଠାରୁ ଲାଗୁ ହେଲା? ...

ହୋମ୍‌ଲେସ୍‌ ଓ୍ବାଲର୍‌ଡ କପ୍‌ରେ ଭାଗ ନେବ ଭାରତ

ମୁମ୍ବାଇ, ୨୨।୭ (ପି.ଟି.)-ଓ୍ବେଲ୍ସର କାର୍ଡିଫ୍‌ଠାରେ ଜୁଲାଇ ୨୭ରୁ ବାର୍ଷିକ ହୋମ୍‌ଲେସ ଓ୍ବାଲର୍‌ଡ କପ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା ଓ ପୁରୁଷ ଫୁଟ୍‌ବଲ ଦଳ...

ଟ୍ରଟ୍‌ ଇଂଲଣ୍ଡ ବ୍ୟାଟିଂ କୋଚ୍‌

ଲଣ୍ଡନ,୩।୮(ପି.ଟି.): ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ନୂଆ ବ୍ୟାଟିଂ କୋଚ୍‌ ନିଯୁକ୍ତ କରିଛି। ଏହି ୩...

ବିଜେନ୍ଦରଙ୍କ କ୍ରମାଗତ ୧୨ତମ ବିଜୟ

ଦୁବାଇ,୨୩।୧୧(ପି.ଟି.)- ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ ଘାନାର ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଚାର୍ଲସ ଆଡାମୁଙ୍କୁ ହରାଇ ଦେଇଛନ୍ତି। ଅପରାଜେୟ ହୋଇ ରହିଥିବା ହରିୟାଣା...

Advertisement
Archives

Model This Week