Posted inଖେଳ

ବ୍ରାଏନ୍‌ ଲାରାଙ୍କୁ ବଡ଼ ଦାୟିତ୍ୱ: ଆଇପିଏଲ୍‌ର ଏହି ଟିମ୍‌ର ହେଲେ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୩।୯: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରାଙ୍କୁ ନୂଆ ଦାୟିତ୍ୱ। ଆଗାମୀ ଆଇପିଏଲ୍‌ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ଗତ ସିଜନରେ ଦଳର ମୁଖ୍ୟ କୋଚ୍‌ ଥିବା ଟମ୍‌ ମୁଡିଙ୍କ ସହ ଫ୍ରାଞ୍ଚାଇଜ୍‌ ସମ୍ପର୍କ ଛିନ୍ନ କରିଛି। ୨୦୨୨ ଆଇପିଏଲ୍‌ରେ ହାଇଦ୍ରାବାଦ ଟିମ୍‌ ଅଷ୍ଟମ ସ୍ଥାନରେ ରହିଥିଲା। ଲାରା ସେତେବେଳେ ଦଳର ରଣନୀତିକ ପରାମର୍ଶଦାତା ଏବଂ ବ୍ୟାଟିଂ ପ୍ରଶିକ୍ଷକ ଥିଲେ। ତେବେ ଲାରାଙ୍କ ନିଯୁକ୍ତି ନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି।

ପ୍ରକାଶ ଯେ, ମୁଡିଙ୍କ ମାର୍ଗଦର୍ଶନରେ ହାଇଦ୍ରାବାଦ ଟିମ୍‌ ଭଲ ପ୍ରଦର୍ଶନ କରି ଆସିଥିଲା। ୨୦୧୩ରୁ ୨୦୧୯ ମଧ୍ୟରେ ଦଳ ପାଞ୍ଚଥର ପ୍ଲେଅଫ୍‌ରେ ପହଞ୍ଚିଥିଲା। ଏପରିକି ୨୦୧୬ରେ ଦଳ ଚାମ୍ପିୟନ ହୋଇଥିଲା। ୨୦୨୨ରେ ଦଳର ପ୍ରଦର୍ଶନ ସେତେଟା ଭଲ ନ ଥିଲା। କାରଣ ଦଳ ୧୪ରୁ ମାତ୍ର ୬ ମ୍ୟାଚ୍‌ରେ ବିଜେତା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ନୁହେଁ, ହାର୍ଦ୍ଦିକ ହୋଇପାରନ୍ତି ଅଧିନାୟକ !

ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଶେଷ ହେବା ପରେ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିବ।...

ସ୍ପୋଟର୍‌ସ ହଷ୍ଟେଲ, ଓଡ଼ିଶା ଏଚ୍‌ପିସି ବିଜୟୀ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀଠାରେ ଚାଲିଥିବା ୧୬ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (ଫେଜ୍‌-୧)ରେ ମଙ୍ଗଳବାର ଓଡ଼ିଶାର ଦୁଇ ଦଳ ସ୍ପୋଟର୍‌ସ...

ଶ୍ରୀଲଙ୍କା କ୍ରିକେଟରଙ୍କ ଲାଗି ସମୟ ସୀମା ଜୁଲାଇ ୮

କଲମ୍ବୋ, ୬ା୭ (ପି.ଟି.)- ବିବାଦୀୟ ଜାତୀୟ ଚୁକ୍ତିରେ ତୁରନ୍ତ ସ୍ବାକ୍ଷର କରିବା ଲାଗି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ଏହାର କ୍ରିକେଟରମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ସମୟସୀମା...

‘୧୫ କୋଟି ଟଙ୍କା ନ୍ୟୁଜିଲାଣ୍ଡ ଡଲାରରେ କେତେ ମୋତେ ଜଣା ନ ଥିଲା’

ଖ୍ରୀଷ୍ଟଚର୍ଚ୍ଚ, ୧୯।୨ : ଆଇପିଏଲ ଅକଶନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା) ପୂର୍ବରୁ ମୋତେ ୧୫ କୋଟି ଟଙ୍କାର ମୂଲ୍ୟ ନ୍ୟୁଜିଲାଣ୍ଡ ଡଲାରରେ କେତେ ଜଣା ନ...

ରାଜଓ୍ବିନ୍ଦରଙ୍କ ପାଇଁ ରାଣୀ ପ୍ରେରଣାର ଉତ୍ସ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ସିନିୟର ମହିଳା ହକି ଦଳର ଅଧିନାୟିକା ରାଣୀ ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ଯୁବା ଷ୍ଟ୍ରାଇକର ରାଜଓ୍ବିନ୍ଦର କୌର।...

ମେ ୨୮ ପର୍ଯ୍ୟନ୍ତ ପେସାଦାର କ୍ରିକେଟ ସ୍ଥଗିତ ରଖିଲା ଇସିବି

ଲଣ୍ଡନ,୨୧।୩(ପି.ଟି.): ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସମସ୍ତ ପେସାଦାର କ୍ରିକେଟ ଟୁର୍ନାମେଣ୍ଟକୁ ମେ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।...

କଙ୍କଡା ଖାଇବାକୁ ଭଲ ପାଆନ୍ତି ଏହି ମହାନ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି...

୩୪୬ ରନ୍‌ରେ ଆଗୁଆ ଭାରତ, ତଥାପି ବ୍ୟାଟିଂ ଛାଡ଼ିନି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟରେ ଚତୁର୍ଥ ଦିନର ଟି ବ୍ରେକ ସୁଦ୍ଧା ଭାରତୀୟ ଦଳ ୮ ଉଇକେଟ କ୍ଷତିରେ ୪୪୫ ରନ୍‌ କରି...

Advertisement
Archives

Model This Week