ଭାରତୀୟ ଦଳ ଘୋଷଣା,କୋହଲିଙ୍କୁ ବିଶ୍ରାମ
ନୂଆଦିଲ୍ଲୀ,୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ଭାବରେ ଶିଖର ଧାୱନ ଏବଂ ଉପଅଧିନାୟକ ଭାବରେ ରବିନ୍ଦ୍ର ଜାଡେଜା ନିଯୁକ୍ତ ହୋଇଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, ଜଶପ୍ରୀତ ବୁମରା ଏବଂ ରିଷଭ ପନ୍ତଙ୍କୁ…
୨୦୫୩ ଦିନ ପରେ ଟପ୍-୧୦ରୁ ବାଦ୍ ପଡ଼ିଲେ କୋହଲି
ଲଣ୍ଡନ,୬।୭ : ଇଂଲଣ୍ଡ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଭାରତର ଷ୍ଟାର କ୍ରିକେଟର୍ ବିରାଟ କୋହଲିଙ୍କୁ ବଡ଼ ଝଟ୍କା ଲାଗିଛି। ବୁଧବାର ଘୋଷିତ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ତିନି ସ୍ଥାନ ତଳକୁ ଖସି ସେ ୧୩ତମ ସ୍ଥାନରେ…
ମଉଳିଲା ଟିମ୍ ଇଣ୍ଡିଆର ଡବ୍ଲୁଟିସି ଫାଇନାଲ ଖେଳିବା ଆଶା
ନୂଆଦିଲ୍ଲୀ,୫ା୦୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜ ସମାପ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବଲ ପ୍ରକାଶ ପାଇଛି। ଏଜବାଷ୍ଟନ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ପଏଣ୍ଟ ଟେବଲରେ ତଳକୁ ଖସିଛି ଭାରତ।…
୧୩୬,୧୬୨,୧୦୬ ଆଉ ପୁଣି ଥରେ…
ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟର ୫ମ ଦିନରେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଏବଂ ଜନି ବେୟାରଷ୍ଟୋ ଜବରଦସ୍ତ ପ୍ରଦର୍ଶନ କରି ଦଳକୁ ବିଜେତା କରାଇଛନ୍ତି। ଫଳରେ ସିରିଜ ଡ୍ର ହୋଇଛି। ମ୍ୟାଚ୍ର ଦ୍ୱିତୀୟ…
ସ୍ମିଥ୍-କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ରୁଟ୍
ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ଟେଷ୍ଟ ଟିମ୍ର ପୂର୍ବ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ପୁଣି ଏକ ଶତକ ନିଜ ନାମରେ କରିଛନ୍ତି। ଭାରତ ଦେଇଥିବା ଟାର୍ଗେଟର ପିଛା କରି ରୁଟ୍ ଟେଷ୍ଟ…
ବର୍ଷିଲେ ଶାସ୍ତ୍ରୀ, ପିଟରସେନ ବି ଉଠାଇଲେ ପ୍ରଶ୍ନ
ନୂଆଦିଲ୍ଲୀ,୫।୭: ଏଜବାଷ୍ଟନଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିନରେ ନିରାଶାଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଏଥିଯୋଗୁ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ମାନେ ଜବରଦସ୍ତ ବ୍ୟାଟିଂ କରି ମ୍ୟାଚ୍କୁ ଜିତି ସିରିଜ ଡ୍ର କରିବାରେ ସଫଳ…
ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ସିରିଜ ଡ୍ର
ବର୍ମିଂହାମ,୫।୭: ଏଠାର ଏଜବାଷ୍ଟନ ମଇଦାନରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ବାଜିମାତ କରିଛି ଘରୋଇ ଦଳ। ଚତୁର୍ଥ ଇନିଂସରେ ଇଂଲଣ୍ଡ ୩୭୮ ରନ୍ ସ୍କୋର କରି ରେକର୍ଡ କରିବା ସହ ସିରିଜକୁ ୨-୨ରେ ଡ୍ର କରିବାରେ ସଫଳ ହୋଇଛି। ଅପରପକ୍ଷେ…
୩୫ ରନ୍ରେ ଜିତିଲା ଓ୍ବେଷ୍ଟଇଣ୍ଡିଜ୍: ୧-୦ରେ ସିରିଜ ଆଗୁଆ
ରୋଜେୟୁ,୫ା୭: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ ୩୫ ରନ୍ରେ ବିଜୟ ହାସଲ କରିଛି। ଓ୍ବିଣ୍ଡସର ପାର୍କଠାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ…
୪୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବୁମ୍ରା
ବର୍ମିଂହାମ୍, ୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ ଟେଷ୍ଟରେ ଘରୋଇ ଦଳ ବିଜୟ ପଥରେ ଆଗେଇଛି। ୩୭୮ ରନ୍ର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ୩ ଉଇକେଟ୍ ହରାଇ ୨୫୯ ରନ୍ ସଂଗ୍ରହ କରିଛି। ଫଳରେ ୭ଟି ଉଇକେଟ ସୁରକ୍ଷିତ…
୭୨ ବର୍ଷର ରେକର୍ଡ ଭାଙ୍ଗିଲେ ପନ୍ତ
ବର୍ମିଂହାମ୍, ୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରି ରିଷଭ ପନ୍ତ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ସେ ୫୭ ରନରେ ଆଉଟ୍ ହୋଇଥିଲେ। ଏହି ଇନିଂସ ସହିତ…
ମନ୍ଧାନା, ଶେଫାଳୀ ଜିତାଇ ଦେଲେ
ପାଲିକେଲ୍, ୫ା୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ୧୦ ଉଇକେଟରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୩ ମ୍ୟାଚ୍ବିଶିଷ୍ଟ ସିରିଜ୍କୁ ଆଗୁଆ ଜିତିନେବା ସହ ୨-୦ରେ ଅଗ୍ରଣୀ ଲାଭ କରିଛି। ଭାରତୀୟ…
ଭାରତର ଖେଳ ବିଗାଡି ଦେଲେ ରୁଟ୍-ବେୟାରଷ୍ଟୋ
ବର୍ମିଂହାମ୍, ୫।୭:ଏଜ୍ବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିଜୟ ପଥରେ ଅଗ୍ରସର ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୨୪୫ ରନ୍ରେ ଅଲ୍ଆଉଟ ହେବାରୁ ଇଂଲଣ୍ଡ ସମ୍ମୁଖରେ ୩୭୮ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସୋମବାର ୪ର୍ଥ ଦିବସ ଖେଳ…

