ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ: ବିସିସିଆଇ ଫଟୋରୁ ବିରାଟ କୋହଲି ଉଭାନ୍
ନୂଆଦିଲ୍ଲୀ,୧୬।୧୨: ବିରାଟ କୋହଲିଙ୍କ ବିସ୍ଫୋରକ ଖବରଦାତା ସମ୍ମିଳନୀ ପରେ ଭାରତୀୟ ଦଳ ଗୁରୁବାର ସକାଳୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଜି ମୁମ୍ବାଇରୁ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛି। ବିସିସିଆଇର ଅଫିସିଆଲ...
ସଚିନଙ୍କୁ ବୁଢା କହୁଥିଲେ ଏହି କ୍ରିକେଟର୍, ସେହ୍ବାଗ ଦେଇଥିଲେ ଉଚିତ୍ ଜବାବ
ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଏ। ତାଙ୍କ କ୍ୟାରିୟର୍ରେ ତେନ୍ଦୁଲକର ବିନା କାରଣରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହ ଝଗଡା କରୁ ନ ଥିଲେ। କିନ୍ତୁ ଅନେକ ଖେଳାଳି ତେନ୍ଦୁଲକରଙ୍କୁ ସ୍ଲେଜିଂ କରିବାକୁ ପଛାଉ ନ...
ପୁଣି ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍
ଦୁବାଇ, ୧୫।୧୨: ୨୦୨୨ ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହେବାକୁ ଥିବା ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍ର କାର୍ଯ୍ୟସୂଚୀ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ୍ (ଆଇସିସି)। ଏହି ଇଭେଣ୍ଟରେ ଭାରତ ପ୍ରଥମେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି...
ଆରସିବିକୁ ପଛରେ ପକାଇଲା ଧୋନୀଙ୍କ ସିଏସ୍କେ
ନୂଆଦିଲ୍ଲୀ,୧୫।୧୨: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଚଳିତ ବର୍ଷ ୟୁଏଇରେ ହାତେଇଥିଲା ଚତୁର୍ଥ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ଟ୍ରଫି। କେବଳ ଆଇପିଏଲର ୨୦୨୧ ସଂସ୍କରଣରେ ସିଏସ୍କେ ରାଜୁତି କରିଥିଲା ତାହା ନୁହେଁ, ଟୁଇଟରରେ ମଧ୍ୟ...
ହାର୍ଟ ପାଇଁ ଶେଷ ହେଲା କ୍ୟାରିୟର
ବାର୍ସିଲୋନା,୧୫।୧୨: ବାର୍ସିଲୋନା ତଥା ଆର୍ଜେଣ୍ଟିନା ଷ୍ଟ୍ରାଇକର ସେର୍ଗିଓ ଅଗୁରୋ ବୁଧବାର ଫୁଟ୍ବଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ହୃଦ ଜନିତ ସମସ୍ୟା କାରଣରୁ ୩୩ ବର୍ଷ ବୟସରେ ସେ ନେଇଛନ୍ତି ଅବସର ନିଷ୍ପତ୍ତି। ଏଥିସହ ଶେଷ ହୋଇଛି ତାଙ୍କର ଦୀର୍ଘ ୧୮...
‘ଦିନିକିଆ ସିରିଜ୍ରେ ଖେଳିବି’
ମୁମ୍ବାଇ,୧୫।୧୨: ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଖେଳିବା ନେଇ ବୁଧବାର ସ୍ପଷ୍ଟ କରିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। ଏଥିସହ ଦିନିକିଆ ସିରିଜ୍ ବେଳେ ସେ ବିଶ୍ରାମ ନେବେ ବୋଲି ଯେଉଁ ଅନିଶ୍ଚିତତା ଜାରି...
‘ଦଳ ଘୋଷଣାର ଦେଢ଼ ଘଣ୍ଟା ପୂର୍ବରୁ ଜଣାଇଥିଲେ’
ମୁମ୍ବାଇ,୧୫।୧୨: ରୋହିତ ଶର୍ମାଙ୍କୁ ଟି୨୦ ଭଳି ଦିନିକିଆ ଦଳର ଅଧିନାୟକ ଭାର ଦିଆଯିବା ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। “ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ଦଳ ଘୋଷଣା...
ଗାଙ୍ଗୁଲିଙ୍କ କଥାରେ ଏକମତ ନୁହଁନ୍ତି କୋହଲି
ମୁମ୍ବାଇ,୧୫।୧୨: “ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ଦଳ ଘୋଷଣା କରାଯିବାର ଦେଢ଼ ଘଣ୍ଟା ପୂର୍ବରୁ ମୋତେ ଚୟନକର୍ତ୍ତା ଜଣାଇଥିଲେ, ତୁମେ ଆଉ ଦିନିକିଆ ଦଳର ଅଧିନାୟକ ହେବ ନାହିଁ। ଏଥିପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)...
ଗାଙ୍ଗୁଲିଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଲେ କୋହଲି
ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ଚୟନ...
ବିବାଦକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କୋହଲି
ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ଚୟନ...
‘କୋହଲି-ରୋହିତ ଏକାଠି ନ ଖେଳିଲେ ଭାରତ ପାଇଁ ହେବ ବଡ଼ କ୍ଷତି’
ନୂଆଦିଲ୍ଲୀ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ କ୍ରିକେଟ୍ ଦଳରେ ମତଭେଦ ଉପୁଜିଛି। ଆଘାତ ହେତୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଏହା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ...
ଭାରତୀୟ କ୍ରିକେଟ୍ ପାଇଁ ଆଜି ସ୍ମରଣୀୟ ଦିନ
ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ପ୍ରେମୀ ତଥା କ୍ରିକେଟର୍ ବୀରେନ୍ଦ୍ର ସେହ୍ବାଗଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍ ୧୨ ବର୍ଷ ପୂର୍ବେ, ରାଜକୋଟରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪୧୪ ରନ ସଂଗ୍ରହ କରିଥିଲା।...
Archives


