Advertisement
Posted inଖେଳ

ନଟ୍‌ଆଉଟ୍‌ ଥିଲେ କେ.ଏଲ୍‌. ରାହୁଲ; ହେଲେ ନେଲେନାହିଁ ରିଭ୍ୟୁ

ନୂଆଦିଲ୍ଲୀ,୨୭।୧୦: ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର-୧୨ ଚରଣର ଦ୍ୱିତୀୟ ମ୍ୟାଚ୍‌ ଖେଳିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭରେ ଉପଅଧିନାୟକ ତଥା ଓପନର କେ.ଏଲ୍‌. ରାହୁଲ ପୁଣିଥରେ ଫ୍ଲପ୍‌ ହୋଇଛନ୍ତି। ମାତ୍ର ୯ ରନ୍‌ କରି ସେ ନିଜର ଉଇକେଟ ହରାଇଥିଲେ।

ହେଲେ କେଏଲ୍‌ଙ୍କ ଭାଗ୍ୟ ତାଙ୍କ ସାଥିରେ ନ ଥିବା କୁହାଯାଉଛି। କାରଣ ଅମ୍ପାୟାର ତାଙ୍କୁ ଏଲ୍‌ବିଡବ୍ଲୁ ଆଉଟ୍‌ କରିଥିଲେ ହେଁ ପରେ ବଲ୍‌ ଓ୍ବିକେଟ୍‌ରେ ବାଜି ନ ଥିବାରୁ ତାହା ନଟ୍‌ଆଉଟ୍‌ ଥିବା ଜଣାପଡ଼ିଥିଲା। ଯଦି କେଏଲ୍‌ ନିଷ୍ପତ୍ତିର ରିଭ୍ୟୁ ନେଇଥାନ୍ତେ ତେବେ ତାଙ୍କର ଉଇକେଟ ଯାଇ ନ ଥାନ୍ତା। ହେଲେ ସେ ତାହା ନ କରି ପ୍ୟାଭିଲିୟନ ଫେରିଥିଲେ। ଏବେ ଏହି ବଲ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ ହେଉଛି।

ଟିମ୍‌ ଇଣ୍ଡିଆ ପାଇଁ କେଏଲ୍‌ ରାହୁଲ ଫ୍ଲପ ହେବା ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ସେ ପାକିସ୍ତାନ ବିପକ୍ଷରେ ୪ ରନ୍‌ କରିବାରେ ସଫଳ ହୋଇଥିଲେ। ଏବେ ନେଦରଲ୍ୟାଣ୍ଡ ବିପକ୍ଷରେ ବି ୯ ରନ୍‌ ସେ କରିଛନ୍ତି। ଏଣୁ ଓପନିଂ ଯୋଡ଼ିକୁ ନେଇ ବିଚାର କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଦିନିକିଆରେ ବର୍ଷା ବାଧକ: ପ୍ରଥମେ ବ୍ୟାଟିଂ କରୁଛି ଭାରତ

ହାମିଲଟନ,୨୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ହାମିଲଟନର ସିଡନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ଜାଡେଜା ଶ୍ରେଷ୍ଠ ଫିଲ୍‌ଡର

ମେଲବୋର୍ନ, ୧୬ା୬ (ପି.ଟି.)- ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବର୍ତ୍ତମାନ ବିଶ୍ୱ କ୍ରିକେଟର ଶ୍ରେଷ୍ଠ ଫିଲ୍ଡର ବୋଲି ଅଭିହିତ କରିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟିଂ ଷ୍ଟାର ଷ୍ଟିଭ୍‌...

ପୁଣି ଏକାଠି ଖେଳିବେ ବୀରୁ, ଭଜି, ଯୁବି

ନୂଆଦିଲ୍ଲୀ,୪।୧: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ(ବୀରୁ), ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଓ ସ୍ପିନର ହରଭଜନ ସିଂ (ଭଜି) ପୁଣି ଥରେ ଏକାଠି କ୍ରିକେଟ...

ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି

କ୍ରିକେଟର୍‌ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ...

ଓ୍ବାର୍ମଅପ୍‌ ମ୍ୟାଚ: ଭାରତ ୮୨ ରନ୍‌ରେ ଅଗ୍ରଣୀ

ଲିସେଷ୍ଟର,୨୫।୫: ସ୍ଥାନୀୟ ଗ୍ରେସ୍‌ ରୋଡଠାରେ ଭାରତ ଓ ଲିସେଷ୍ଟର ମଧ୍ୟରେ ଗୁରୁବାରଠାରୁ ୪ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଭାରତ ଅଗ୍ରଣୀ ହାସଲ କରିଛି। ଭାରତ ଏହାର...

ଟସ୍‌ ଜିତିଲା କୋଲକତା

ମୁମ୍ବାଇ,୧୦।୪: ଆଜି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ଦୁଇଟି ମ୍ୟାଚ ଖେଳାଯାଉଛି। ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର...

ଆଜି ମହାମୁକାବିଲା: ପଞ୍ଚମ ଥର ବିଶ୍ୱକପ୍‌ ଟାଇଟଲ ଜିତିବା ଲକ୍ଷ୍ୟରେ ଭାରତ

ଆଣ୍ଟିଗୁଆ,୫।୨: ଶନିବାର ଅଣ୍ଡର-୧୯ ବିଶ୍ୱକପ୍‌ର ଫାଇନାଲ ମୁକାବିଲା ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ଚାରିଥର ବିଶ୍ୱକପ୍‌ ବିଜେତା ଭାରତ ଏହି ଟୁର୍ନାମେଣ୍ଟକୁ ଜିତି ପଞ୍ଚମ...

ଆର୍‌ସିଏ ନିର୍ବାଚନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଲଢ଼ିବେ

ଜୟପୁର,୧୩।୯(ପିଟି): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ରାଜସ୍ଥାନ କ୍ରିକେଟ ଆସୋସିଏଶନ(ଆରସିଏ) ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିସିସିଆଇ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ଆସୋସିଏଶନର ନିର୍ବାଚନ...

Advertisement
Archives

Model This Week