୩୮ ଟେଷ୍ଟ, ୪୨ ଦିନିକିଆ, ୬୧ ଟି୨୦ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୧୮।୮ (ପି.ଟି.) : ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୩ରୁ ୨୦୨୭ ଆଗାମୀ ୫ ବର୍ଷର ଫ୍ୟୁଚର ଟୁର୍ ପ୍ରୋଗ୍ରାମ (ଏଫ୍ଟିପି)ରେ ୧୪୧ଟି ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହା ମଧ୍ୟରେ ୩୮ ଟେଷ୍ଟ, ୪୨ ଦିନିକିଆ ଓ ୬୧ଟି…
ଅଧିନାୟକ ପଦ ଚାଲିଯିବାକୁ ନେଇ ଏପରି କହିଲେ ଧାଓ୍ବନ
ନୂଆଦିଲ୍ଲୀ,୧୭।୮: ଜିମ୍ବାଓ୍ବେ ବିପକ୍ଷରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହାକୁ ନେଇ ଭାରତର ଗସ୍ତ ପୂର୍ବରୁ ବିସିସିଆଇ ଅଧିନାୟକ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଥିଲା। ଶିଖର ଧାଓ୍ବନଙ୍କ ସ୍ଥାନରେ କେ.ଏଲ୍. ରାହୁଲଙ୍କୁ ନେତୃତ୍ୱ ଦିଆଯାଇଥିଲା। ହେଲେ ସଫଳତାକୁ…
ଚନ୍ଦ୍ରକାନ୍ତ ପଣ୍ଡିତ ହେବେ କେକେଆରର ମୁଖ୍ୟ କୋଚ
ନୂଆଦିଲ୍ଲୀ,୧୭।୮: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ(କେକେଆର) ନୂଆ କୋଚ ନିଯୁକ୍ତ କରିଛି। ଏନେଇ କେକେଆର୍ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଚନ୍ଦ୍ରକାନ୍ତଙ୍କ ପୂର୍ବରୁ କେକେଆରର ମୁଖ୍ୟ କୋଚ ନ୍ୟୁଜିଲାଣ୍ଡର ପୂର୍ବତନ ଭେଟେରାନ ବ୍ରାଣ୍ଡନ ମ୍ୟାକକୁଲମ ଥିଲେ। କିନ୍ତୁ ବର୍ତ୍ତମାନ…
କୋଚ୍ ଭାବେ ବିଫଳତାକୁ ସହ୍ୟ କରିପାରୁ ନ ଥିଲେ ଶାସ୍ତ୍ରୀ: କାର୍ତ୍ତିକ
ନୂଆଦିଲ୍ଲୀ,୧୭।୮: ଭାରତର ଅନୁଭବୀ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାସ୍ତ୍ରୀ ଖେଳାଳିମାନଙ୍କୁ ବିଶେଷ ଉପଲବ୍ଧି ହାସଲ କରିବାକୁ ନେଇ ଉତ୍ସାହିତ କରିଥାନ୍ତି ସତ ହେଲେ ବିଫଳତାକୁ ସହ୍ୟ କରିପାରୁ…
ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍: ମାଗୁଛନ୍ତି ଚାକିରି
ମୁମ୍ବାଇ,୧୭।୮: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଆଜିକାଲି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେ ଏବେ ଚାକିରି ସନ୍ଧାନରେ ଅଛନ୍ତି। ଦିନେ ଭାରତୀୟ କ୍ରିକେଟର ନୂତନ ସେନସେସନ୍ ଭାବରେ ବିବେଚିତ ହେଉଥିବା ବିନୋଦ କାମ୍ବଲି କହିଛନ୍ତି, ଏବେ କେବଳ…
ପୁଣି କୋହଲିଙ୍କୁ ଟପିଲେ ବାବର: ଏକାସଙ୍ଗେ ୪ କ୍ରିକେଟର୍ଙ୍କ ରେକର୍ଡ ଭାଙ୍ଗିଲେ
ରୋଟରଡାମ,୧୭।୮: ରୋଟରଡାମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପାକିସ୍ତାନ ନେଦରଲ୍ୟାଣ୍ଡକୁ ୧୬ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ଉଇକେଟ ହରାଇ ୩୧୪ ରନ ସଂଗ୍ରହ କରିଥିଲା। ଫଖର ଜମାନ ୧୦୯ ରନ ଏବଂ ଅଧିନାୟକ…
ଭବିଷ୍ୟତ ଗସ୍ତ କାର୍ଯ୍ୟସୂଚୀ ଜାରିକଲା ଆଇସିସି
ନୂଆଦିଲ୍ଲୀ,୧୭।୮: ଆଇସିସି ବୁଧବାର ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଫ୍ୟୁଚର ଟୁର୍ ପ୍ରୋଗ୍ରାମ(ଏଫ୍ଟିପି) ଅର୍ଥାତ୍ ଭବିଷ୍ୟତ ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏଫ୍ଟିପି ଅଧୀନରେ, ଆଇସିସିର ୧୨ଟି ପୂର୍ଣ୍ଣ ସଦସ୍ୟ ଦେଶ ମୋଟ ୭୭୭ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଏଥିରେ ୧୭୩…
ବିଶ୍ୱକପ୍ ପୂର୍ବରୁ ସନ୍ୟାସ ଘୋଷଣା କରି ଚମକାଇଲେ ଷ୍ଟାର କ୍ରିକେଟର
ନୂଆଦିଲ୍ଲୀ,୧୬।୮: ଆୟର୍ଲାଣ୍ଡର ତାରକା ଅଲରାଉଣ୍ଡର କେଭିନ୍ ଓ’ ବ୍ରାଇନ୍ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ସେ ନିଜର ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଏନେଇ ଘୋଷଣା କରିଛନ୍ତି। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଅବିଶ୍ୱସନୀୟ ସମର୍ଥନ ଲାଗି କେଭିନ ତାଙ୍କ ପ୍ରଶିକ୍ଷକ(କୋଚ୍),…
ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧୬।୮: ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଅଗଷ୍ଟ ୧୮ରୁ ଦିନିକିଆ ସିରିଜ ଖେଳାଯିବ। ଏହାକୁ ନେଇ କେ.ଏଲ୍. ରାହୁଲ ନେତୃତ୍ୱାଧୀନ ଭାରତୀୟ ଟିମ୍ ହାରାରେରେ ଅଭ୍ୟାସ କରୁଛି। କିନ୍ତୁ ସିରିଜ ଆରମ୍ଭ ପୂର୍ବରୁ ଦଳରେ ବଡ଼ ପରିବର୍ତ୍ତନ କରାଯାଇଛି। ଓ୍ବାଶିଂଟନ ସୁନ୍ଦର…
ସିଏସ୍କେ ସହ ସମ୍ପର୍କ ତୁଟିଲା? ଆସନ୍ତା ଆଇପିଏଲ୍ରେ ନୂଆ ଟିମ୍ରୁ ଖେଳିବେ…
ନୂଆଦିଲ୍ଲୀ,୧୬।୮: ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜ ପରେ ଏସିଆ କପ୍ ଖେଳିବ ଭାରତ। ହେଲେ ଏସବୁ ମଧ୍ୟରେ ଚର୍ଚ୍ଚାରେ ରହିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)। ସେ ବି ଜଣେ ଖେଳାଳିଙ୍କୁ ନେଇ। ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବ ଅଧିନାୟକ ଏବଂ ଟିମ୍…
ଏସିଆ କପ୍ ପୂର୍ବରୁ ନୂଆ ଲୁକ୍ରେ ହାର୍ଦ୍ଦିକ
ନୂଆଦିଲ୍ଲୀ,୧୬।୮: ଅଗଷ୍ଟ ୧୮ରୁ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ। ଏହାକୁ ନେଇ କେଏଲ୍ ରାହୁଲ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଜିମ୍ବାଓ୍ବେ ଗସ୍ତ କରିଛି। ହେଲେ ଏହି ସିରିଜରେ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି। ସେମାନେ ଅଗଷ୍ଟ ୨୭ରୁ ଆରମ୍ଭ…
କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ନିକଟରେ ଇଂଲଣ୍ଡ ଗସ୍ତ ସମୟରେ ମଧ୍ୟ କୋହଲିଙ୍କ ବ୍ୟାଟ ଚାଲି ନ ଥିଲା। ଏହା ପରେ ସେ ୱେଷ୍ଟଇଣ୍ଡିଜ…

