କ୍ରିକେଟ ଅଷ୍ଟ୍ରେଲିଆ ଇଲେଭେନରେ ୪ ଭାରତୀୟ
ମେଲବୋର୍ନ, ୩୧ା୧୨- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଲେଭେନ ଅଫ୍ ଦି ଇୟରରେ ଭାରତର ହ୍ବାଇଟ ବଲ୍ ଅଧିନାୟକ ରୋହିତ ଶର୍ମା ଓ ପ୍ରମୁଖ ଅଫ୍ ସ୍ପିନର ଆର. ଅଶ୍ୱିନଙ୍କ ସମେତ ଦେଶର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି। ରୋହିତ ଓ...
ଅଷ୍ଟ୍ରେଲିଆ ଟିମ୍ରେ କୋଭିଡ୍ର ଏଣ୍ଟ୍ରି
ସିଡ୍ନୀ,୩୧।୧୨: ଚଳିତ ଆଶେସ ସିରିଜର ଆଗାମୀ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ଟ୍ରାଭିସ୍ ହେଡ। ତାଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିବାରୁ ତାଙ୍କୁ ଆଇସୋଲେଶନରେ ରଖାଯାଇଛି। ତେବେ ଚଳିତ ସିରିଜ୍ରେ ସର୍ବାଧିକ ରନ୍ ସ୍କୋର କରିଥିବା ହେଡ୍ଙ୍କଠାରେ କୌଣସି...
୧୯ ବର୍ଷରୁ କମ୍ ଏସିଆ କପ୍ ଜିତିଲା ଭାରତ
ଦୁବାଇ,୩୧।୧୨: ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟକୁ ଜିତି ନେଇଛି ଭାରତୀୟ ଦଳ। ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଫାଇନାଲକୁ ଭାରତ ଡିଏଲ୍ଏସ୍ ନିୟମରେ ୯ ଉଇକେଟରେ ଜିତି ନେଇଛି। ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରୀଲଙ୍କା...
ସୁସ୍ଥ ହୋଇ ଘରକୁ ଫେରିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୩୧।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ ଥିଲେ। ତାଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିବା ପରେ ଶୁକ୍ରବାର ଦିନ କୋଲକାତାର ଉଡଲ୍ୟାଣ୍ଡସ୍ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଡାକ୍ତର କହିଛନ୍ତି ଯେ, ଗାଙ୍ଗୁଲି...
କେବଳ ଟେଷ୍ଟ ଦଳର୍ ଦାୟିତ୍ୱ ନେବି
ଲଣ୍ଡନ,୩୧।୧୨: ପୂର୍ବତନ ଭାରତ ଓ ଦକ୍ଷିଣ ଆଫ୍ରିକା କୋଚ୍ ଗାରି କର୍ଷ୍ଟନ ଇଂଲଣ୍ଡ ଟେଷ୍ଟ ଦଳର କୋଚିଂ ଭାର ସମ୍ଭାଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଟେଷ୍ଟ ଛଡ଼ା ଅନ୍ୟ ଫର୍ମାଟର କୋଚିଂ ଭାର ସମ୍ଭାଳିବେ ନାହିଁ। ଏବେ ଖ୍ରିସ ସିଲଭରଉଡ୍...
ହସ୍ପିଟାଲରୁ ଘରକୁ ଫେରିଲେ ଗାଙ୍ଗୁଲି
କୋଲକାତା,୩୧ ।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ସେ କରୋନାରେ ସଂକ୍ରମିତ ହୋଇଥିବା ବେଳେ କୋଳକାତା ସ୍ଥିତ ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଗାଙ୍ଗୁଲିଙ୍କ କରୋନା ଟେଷ୍ଟ...
ଝିଅକୁ ଦେଖି ଖୁସିରେ ଆତ୍ମହରା କୋହଲି: ପଡିଆରୁ ହାତ….
ସେଞ୍ଚୁରିୟନ,୩୧।୧୨: ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍ରେ ପରାସ୍ତ କରିଛି ଭାରତ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେଞ୍ଚୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ଜିତିବାରେ ଟିମ ଇଣ୍ଡିଆ ଏସିଆର ପ୍ରଥମ...
ସଫଳତାର ରାଜ୍ ଖୋଲିଲେ ରାହୁଲ
ସେଞ୍ଚୁରିୟନ୍,୩୧।୧୨: ଭାରତୀୟ ଓପନର୍ କେ.ଏଲ ରାହୁଲ ଦୃଢ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା। ସେଣ୍ଟୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ରାହୁଲ ଏକ ଶତକ ହାସଲ କରିଥିଲେ। ସେ...
ବାପାଙ୍କ ଦେଇଥିବା ଗୋଟିଏ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ଭାଙ୍ଗିନାହାନ୍ତି ସଚିନ ତେନ୍ଦୁଲକର
ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଭଗବାନ କୁହାଯାଏ। ସେ ଦିନିକିଆରେ ୧୫,୯୨୧ ରନ ଏବଂ ଟେଷ୍ଟରେ ୧୮,୪୨୬ ରନ ସ୍କୋର କରିଛନ୍ତି। ସମସ୍ତ ଫର୍ମାଟରେ ସଚିନଙ୍କ ନାମରେ ୧୦୦ଟି ଅନ୍ତର୍ଜାତୀୟ ଶତକ ଅଛି। ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ପ୍ରଥମ ଡବଲ...
ପରାଜୟ ପରେ ବଡ଼ ନିଷ୍ପତ୍ତି ନେଲେ ଡିକକ୍
ସେଞ୍ଚୁରିଆନ,୩୧।୧୨: ପ୍ରଥମ ଟେଷ୍ଟରେ ଭାରତ ଠାରୁ ମିଳିଥିବା ୧୧୩ ରନ୍ର ପରାଜୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକାର ଉଇକେଟକିପର ବ୍ୟାଟର କୁଇଣ୍ଟନ ଡିକକ୍। ମ୍ୟାଚ୍ର କିଛି ଘଣ୍ଟା ପରେ ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଡିକକ୍ଙ୍କ ଏଭଳି...
‘ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରେ ଶାମି ଜଣେ’
ସେଞ୍ଚୁରିଆନ,୩୦।୧୨: ମହମ୍ମଦ ଶାମି ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରୁ ଜଣେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍ରେ ଜିତିବା ପରେ ଭାରତୀୟ ପେସରଙ୍କୁ ଏଭଳି ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି। ସେଞ୍ଚୁରିଆନ ଟେଷ୍ଟର ପ୍ରଥମ...
ଦଳ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଚାହାନ୍ତି ଶାସ୍ତ୍ରୀ
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ୨୦୧୯ ଦିନିକିଆ ବିଶ୍ୱକପ୍ ଲାଗି ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳରେ ୩ ଉଇକେଟକିପର ବ୍ୟାଟରଙ୍କୁ ନିଆଯିବାରେ ସେ ଖୁସି ନ ଥିଲେ। ଏପରିକି ନ୍ୟୁଜିଲାଣ୍ଡ...
Archives


