ଖେଳ

‘ଏହା ମୋ କ୍ୟାରିୟରର ଶେଷ ସିଜନ’

ନୂଆଦିଲ୍ଲୀ,୧୯।୧: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଚଳିତ ସିଜନ ପରେ ଅନ୍ତର୍ଜାତୀୟ ଟେନିସରୁ ସନ୍ନ୍ୟାସ ନେବେ। ଚଳିତ ଅଷ୍ଟ୍ରେଲିଆନ ଓପନର ମହିଳା ଡବଲ୍ସ ବର୍ଗରେ ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେବା ପରେ ଏଭଳି ଘୋଷଣା କରିଛନ୍ତି...

ଅଧିନାୟକ ଭାବେ କୋହଲି ଥିଲେ ଏମିତି, ରାହୁଲ ଦେଲେ ବଡ଼ ବୟାନ

ପର୍ଲ,୧୯।୧: ବୁଧବାରଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ଖେଳାଯିବ। ଏଥିରେ ଜଣେ ଅଧିନାୟକ ଭାବେ ନୁହେଁ, ବରଂ ଜଣେ ବ୍ୟାଟର ଭାବେ ପଡ଼ିଆକୁ ଓହ୍ଲାଇବେ ବିରାଟ କୋହଲି। ଲୋକେଶ ରାହୁଲଙ୍କ...

ଭାରତୀୟ ଦଳର ନେତୃତ୍ୱ ନେଇ ସ୍ବତନ୍ତ୍ର ତାଲିକାରେ ରାହୁଲ

ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେଉଥିବା ଲୋକେଶ ରାହୁଲ ‘ଲିଷ୍ଟ ଏ’ କ୍ରିକେଟରେ କଦାପି କୌଣସି ଦଳର ନେତୃତ୍ୱ ନେଇ ନ ଥିଲେ। ଲିଷ୍ଟ ଏ’ କ୍ରିକେଟରେ ବିନା ଅଧିନାୟକତ୍ୱ ଅଭିଜ୍ଞତାରେ...

କୋହଲି ଇସ୍ତଫା ଦେବାର ତିନି ଦିନ ପରେ ରାହୁଲଙ୍କ ବଡ ବୟାନ: ଯଦି ମୋତେ…

ନୂଆଦିଲ୍ଲୀ,୧୮।୧: ନିକଟରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏହାପରେ ତାଙ୍କ ସ୍ଥାନରେ କାହାକୁ ଅଧିନାୟକ ଭାବେ ନିଯୁକ୍ତ କରାଯିବ ସେ ନେଇ ଆଲୋଚନା ବଢ଼ିବାରେ ଲାଗିଛି। କିଛି ଲୋକ ରୋହିତଙ୍କୁ ସୀମିତ ଓଭର ସହ...

ପ୍ରଥମ ଦିନିକିଆରେ କିଏ କରିବ ଓପନିଂ? ଅଧିନାୟକ କେ.ଏଲ୍‌. ରାହୁଲ କହିଲେ…

ପାର୍ଲ,୧୮।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ଶିଖର ଧାଓ୍ବନଙ୍କ ସହ ଓପନିଂ କରିବେ ଭାରତୀୟ ଅଧିନାୟକ କେ.ଏଲ୍‌. ରାହୁଲ। ଏହାଛଡ଼ା ଅଲରାଉଣ୍ଡର ଭେଙ୍କଟେଶ ଆୟର ଅତିରିକ୍ତ ପେସ ବୋଲର ଭାବେ ଦଳରେ ସାମିଲ ହୋଇପାରନ୍ତି।...

କୋହଲି- ରାହୁଲଙ୍କ ଏହି ଫଟୋ ଦେଖି ଭାବବିହ୍ବଳ ହେଲେ ପ୍ରଶଂସକ; କହିଲେ- ତୁମକୁ ଏପରି…

ନୂଆଦିଲ୍ଲୀ,୧୮।୧: ଯିଏ ଥିଲେ ଅଧିନାୟକ, ଏବେ ସେ ଜଣେ ସାଧାରଣ ଖେଳାଳି। ଯାହାଙ୍କ ନିର୍ଦ୍ଦେଶକୁ ଖେଳାଳିମାନେ ଶୁଣୁଥିଲେ ସେ ଏବେ ଅନ୍ୟର ନିର୍ଦ୍ଦେଶକୁ ପାଳନ କରୁଛନ୍ତି। ଆମେ କଥା ହେଉଛୁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ କଥା। ବୁଧବାର ଦକ୍ଷିଣ...

ଚଳିତ ବର୍ଷ ବିସିସିଆଇରୁ ବିଦାୟ ନେବେ ସୌରଭ ଗାଙ୍ଗୁଲି-ଜୟ ଶାହ? ଜାଣନ୍ତୁ କ’ଣ ରହିଛି…

ନୂଆଦିଲ୍ଲୀ,୧୮।୧: ଭାରତର ଟେଷ୍ଟ ଅଧିନାୟକ ପଦକୁ ଛାଡ଼ିବା ଲାଗି ହଠାତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଥିଲେ ବିରାଟ କୋହଲି। ଏହାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ସୌରଭ ଗାଙ୍ଗୁଲିଙ୍କ ପରେ ବିସିସିଆଇ ସଭାପତି ପଦ କିଏ...

ପଦାର୍ପଣରେ ଫିକା ପ୍ରଦର୍ଶନ

ମେଲବୋର୍ନ,୧୮।୧: ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଉନ୍ମୁକ୍ତ ଚାନ୍ଦ ଅଷ୍ଟ୍ରେଲିଆର ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ପଦାର୍ପଣ କରିଛନ୍ତି। କିନ୍ତୁ ଭାରତୀୟ କ୍ରିକେଟର ଭାବେ ଅବସର ନେଇ ସାରିଥିବା ଚାନ୍ଦ ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ହୋବାର୍ଟ ହରିକେନ୍ସ...

ରାହୁଲ, ଷ୍ଟୋଇନିସ, ବିଷ୍ଣୋଇଙ୍କୁ ନେଲା ଲକ୍ଷ୍ନୌ

ମୁମ୍ବାଇ,୧୮।୧: ଆଇପିଏଲର ନୂଆ ଲକ୍ଷ୍ନୌ ଫ୍ରାଞ୍ଚାଇଜ ଆଗାମୀ ମେଗା ଅକ୍‌ଶନ ପୂର୍ବରୁ ୩ ଖେଳାଳିଙ୍କ ନାମ ସ୍ପଷ୍ଟ କରିଛି। ଏଥିରେ ଲୋକେଶ ରାହୁଲ ଓ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ରହିଛନ୍ତି। ବିଦେଶୀ ଖେଳାଳି ଭାବେ ମାର୍କସ ଷ୍ଟୋଇନିସଙ୍କୁ ବାଛିଛି...

‘ଅନ୍ୟ ଖେଳାଳିଙ୍କ ତଳେ ଖେଳିବା ପାଇଁ କୋହଲିଙ୍କୁ ଅହଂକାର ଛାଡ଼ିବାକୁ ପଡ଼ିବ’

ନୂଆଦିଲ୍ଲୀ,୧୮।୧: ଅନ୍ୟ ଖେଳାଳିଙ୍କ ନେତୃତ୍ୱରେ ଖେଳିବା ପାଇଁ ବିରାଟ କୋହଲିଙ୍କୁ ଅହଂଙ୍କାର ଛାଡ଼ିବାକୁ ପଡ଼ିବ। ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ କପିଳ ଦେବ। ୩୩ ବର୍ଷୀୟ କୋହଲି ଶନିବାର ସନ୍ଧ୍ୟାରେ ହଠାତ୍‌...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବିପର୍ଯ୍ୟୟ

ବାସେଟେରେ,୧୮।୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ସୋମବାର ଏକ ବିପର୍ଯ୍ୟୟ ଘଟିଛି। ବାସେଟେରେ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ଦେଇଛି ଶ୍ରୀଲଙ୍କା। ପୂରା ମ୍ୟାଚ୍‌ରେ ଅଧିନାୟକ ଦୁନିଥ ଓ୍ବେଲାଲାଗେ ଛାୟୀ ହୋଇ ରହିଥିଲେ। ଉଭୟ ବ୍ୟାଟ ଓ ବଲରେ...

‘ସୁଯୋଗ ଦେଲେ ଛାଡିବି ନାହିଁ’

ପାର୍ଲ, ୧୮ା୧: ନିକଟ ଭବିଷ୍ୟତରେ ତାଙ୍କୁ ଯଦି ଜାତୀୟ ଦଳର ଅଧିନାୟକ ହେବା ଲାଗି ସୁଯୋଗ ମିଳେ, ତେବେ ସେ ନିଜକୁ ଗୌରବାନ୍ବିତ ମନେକରିବେ ବୋଲି କହିଛନ୍ତି ଭାରତର ଅନ୍ୟତମ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା। ବିରାଟ କୋହଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri