ଖେଳ

ଯୋଗରାଜଙ୍କ ଶରଣରେ ସଚିନଙ୍କ ପୁଅ

ଚଣ୍ଡିଗଡ,୨୫।୯: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଗୋଆ ଦଳ ପକ୍ଷରୁ ଏକ ଟୁର୍ନାମେଣ୍ଟ ଖେଳିବା ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ଭାରତର ପୂର୍ବତନ କ୍ରିକେଟର୍‌ ଯୁବରାଜ ସିଂଙ୍କ ପିତା ଯୋଗରାଜଙ୍କ ସହ ଅର୍ଜୁନଙ୍କ ଅଭ୍ୟାସ ଅଧିବେଶନର ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ହାଇଦ୍ରାବାଦ,୨୫।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ହାଇଦ୍ରାବାଦରେ ଖେଳାଯିବ। ସିରିଜ ହାତେଇବା ପାଇଁ ଉଭୟ ଦଳ ପଡିଆକୁ ଓହ୍ଲାଇବେ। ପ୍ରଥମ ମ୍ୟାଚରେ ଭାରତକୁ ଚାରି ଉଇକେଟରେ ପରାଜୟର…

ଆଇପିଏଲ୍‌ରୁ ସନ୍ନ୍ୟାସ ନା କିଛି ବଡ଼ ଘୋଷଣା? ସେପ୍ଟେମ୍ବର ୨୫ରେ ଲାଇଭ୍‌ ଆସିବେ ଧୋନୀ

ନୂଆଦିଲ୍ଲୀ,୨୪।୯: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଶଂସକଙ୍କ ଲାଗି କିଛି ନୂଆ ଏବଂ ବଡ଼ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୨୫ ଅପରାହ୍ନ ୨ଟାରେ ସେ ଲାଇଭ୍‌ ଆସି ଜରୁରୀ ଘୋଷଣା କରିବେ ବୋଲି ଘୋଷଣା କରିଛନ୍ତି। ବିଶେଷକରି…

ଫେଡରରଙ୍କ ଲାଗି ନାଡାଲଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ,୨୪।୯: ରୋଜର ଫେଡରରଙ୍କ ଲାଗି ରାଫେଲ ନାଡାଲଙ୍କ ଆଖିରେ ଲୁହ। ଲାଭର କପ୍‌ରେ କ୍ୟାରିୟରର ଶେଷ ଟେନିସ୍‌ ମ୍ୟାଚ୍‌ ଖେଳୁଥିବା ବେଳେ ଏଭଳି କିଛି ଦୃଶ୍ୟ କ୍ରୀଡ଼ାପ୍ରେମୀଙ୍କୁ ଭାବବିହ୍ବଳ କରିଛି। ଟେନିସ୍‌ କୋର୍ଟରେ ପରସ୍ପରର ଚୀର ପ୍ରତିଦ୍ୱନ୍ଦ୍ୱୀ ସତ୍ତ୍ୱେ ଫେଡରରଙ୍କ ଲାଗି…

ଆଗାମୀ ବିଶ୍ୱକପ୍‌ରେ ଓପନିଂ କରିବେ କୋହଲି? ପ୍ରଶ୍ନ ଶୁଣି ରାଗିଗଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୯: ଟି-୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ସ୍କ୍ବାର୍ଡ ଘୋଷଣା କରିଛନ୍ତି। ତେବେ ବିଶ୍ୱକପ୍‌ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳୁଛି। ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ…

ପ୍ରଥମ ବିଶ୍ୱକପ୍‌, ନୂତନ ଅଧିନାୟକ: ଟିମ୍‌ ଇଣ୍ଡିଆର ସ୍ମରଣୀୟ ଦିନକୁ ପୂରିଲା ୧୫ ବର୍ଷ…

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ପାଇଁ ଆଜି ଏକ ସ୍ମରଣୀୟ ଦିନ। ୨୪ ସେପ୍ଟେମ୍ବର ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ୍‌ ଜିତି ଇତିହାସ ସୃଷ୍ଟି କରିଥିଲା। ଏହା ଥିଲା ପ୍ରଥମ ଟି-୨୦ ବିଶ୍ୱକପ, ଯେଉଁଥିରେ ନୂତନ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ନେତୃତ୍ୱରେ ଭାରତୀୟ…

ଟସ୍‌ ଜିତି ଇଂଲଣ୍ଡ ମହିଳା କ୍ରିକେଟର ବୋଲିଂ ନିଷ୍ପତ୍ତି

ଲଣ୍ଡନ,୨୪ା୯: ଶନିବାର ଲଡର୍‌ସଠାରେ ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ମହିଳା ଅଧିନାୟିକା ଆମି ଜୋନ୍ସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ…

ଆଜି ତୃତୀୟ ଦିନିକିଆ: ଫେୟାରଓ୍ବେଲ ମ୍ୟାଚକୁ ସ୍ମରଣୀୟ ଲକ୍ଷ୍ୟରେ ମହିଳା ଦଳ

ଲଣ୍ଡନ,୨୪ା୯: ଶନିବାର ଲଡର୍‌ସଠାରେ ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ। ଇଂଲଣ୍ଡ ମାଟିରେ ସିରିଜରେ କ୍ଲିନ ସୁଇପ୍‌ କରି ଇତିହାସ ସୃଷ୍ଟି କରିବା ସହ ବିଶ୍ୱର ଅନ୍ୟତମ…

ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର, ୨୪ା୯(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ପକ୍ଷରୁ ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ସବ୍‌ଜୁନିୟର ବାଳକ ୫୩ କେଜି ବିଭାଗରେ ଅନୀଲ ନାୟକ (ସୁନ୍ଦରଗଡ଼) ସ୍ବର୍ଣ୍ଣ,…

ଲକ୍ଷ୍ମୀପ୍ରସାଦ ବିଶ୍ୱ ଚାମ୍ପିୟନଶିିପ୍‌ ପାଇଁ ରେଫରି

ଭୁବନେଶ୍ୱର,୨୪ା୯: ଚଳିତ ମାସ ୧୬ରୁ୧୮ ତିନି ଦିନ ଧରି ଟାଏକୋଣ୍ଡୋ ଆସୋସିଏଶନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ୧୦ତମ ଜାତୀୟ ବ୍ଲାକ ବେଲ୍ଟ ଟାଏକୋଣ୍ଡୋ ଆଇଟିଏଫ୍‌ ଫିଜିକାଲ ଆଣ୍ଡ୍‌ ଟେକ୍‌ନିକାଲ ଫିଟନେସ ସେମିନାର ଏବଂ ପ୍ରଥମ ଚାମ୍ପିୟନ ପ୍ରୋ-ଲିଗ୍‌ ଗୋଆର ମିରାମାର ବିଚ୍‌…

୧୯ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ ଦଳ ଘୋଷିତ

ଭୁବନେଶ୍ୱର,୨୪ା୯(ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଶୁକ୍ରବାର ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଓଡ଼ିଶା ଦଳ: ତନ୍ମୟୀ ବେହେରା (ଅଧିନାୟିକା), ଆଲିପ୍ସା ବିଶ୍ୱାଳ (ଉପଅଧିନାୟିକା),ପୂଜାରାଣୀ ଦାସ,…

ରାଜ୍ୟ ଜୁନିୟର ହକି: ସୁନ୍ଦରଗଡ଼ ଚାମ୍ପିୟନ

ଭୁବନେଶ୍ୱର, ୨୪ା୯(କ୍ରୀଡ଼ା ପ୍ରତିନିଧି): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ଜୁନିୟର ହକିରେ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି। ଶୁକ୍ରବାର କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସୁନ୍ଦରଗଡ଼ ୧-୦ ଗୋଲରେ ଦେବଗଡ଼କୁ ପରାସ୍ତ କରିଛି। ତୃତୀୟ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?