Posted inଖେଳ

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍‌…

ଢାକା,୪।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ଢାକାର ଶେରଏ ବାଂଲା ନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଲିଟୋନ ଦାସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଟିମ୍‌ ଇଣ୍ଢିଆ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଭାରତୀୟ ଦଳ ୪୧.୨ ଓଭରରେ ଅଲଆଉଟ ହୋଇ ୧୮୬ ରନ୍‌ ସଂଗ୍ରହ କରିଥିଲା। ଫଳରେ ବାଂଲାଦେଶ ଟିମ୍‌ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍‌ ରହିଛି।

କେବଳ କେ.ଏଲ ରାହୁଲ ୭୩ ରନ୍‌ ସଂଗ୍ରହ କରି ଭାରତ ପାଇଁ ଭଲ ବ୍ୟାଟିଂ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନ ମଧ୍ୟ ସ୍କୋର କରିପାରି ନ ଥିଲେ।

ବାଂଲାଦେଶ ପାଇଁ ୩୬ ରନ୍‌ ଦେଇ ଶାକିବ ଅଲ ହାସନ ୫ ୱିକେଟ ନେଇଥିଲେ। ଏଥି ସହ ଇବାଦତ ହୁସେନ ୪୭ ରନ୍‌ ଦେଇ ୪ ୱିକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରେ ଡକଓ୍ବର୍ଥ ଲୁଇସ୍‌ ନିୟମ କେବଠୁ ହୋଇଥିଲା ଆରମ୍ଭ

ବର୍ଷା ପ୍ରଭାବିତ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍‌ରେ ଫଳାଫଳ ବାହାର କରିବା ପାଇଁ ଏକ ନିୟମ ବ୍ୟବହାର କରାଯାଏ। ଏହାକୁ ଡକଓ୍ବର୍ଥ ଲୁଇସ୍‌ ନିୟମ କୁହାଯାଏ।...

ଫେରିଲେ ଡି’କକ୍‌ , ବାଦ୍‌ ପଡ଼ିଲେ ଲିନ

ଚେନ୍ନାଇ, ୧୩ା୪- ଚେପକ ଷ୍ଟାଡିୟମର ପିଚ୍‌ ସ୍ପିନରଙ୍କୁ ସୁହାଇବ। ଏହାକୁ ଦୃଷ୍ଟିରେ ରଖି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି...

ଏବେ ବି ଯଥେଷ୍ଟ ପଠାନ ବ୍ରଦର୍ସ

ଅଲ ଆମେରାତ(ଓମାନ),୨୧।୧: ପେଶାଦାର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ପଠାନ ବ୍ରଦର୍ସ ଏବେ ବି କ୍ରିକେଟ ପଡ଼ିଆରେ ମ୍ୟାଚ୍‌ ଜିତାଇବା ପାଇଁ ଯଥେଷ୍ଟ। ୟୁସୁଫ ପଠାନଙ୍କ...

ଇକ୍ୱେଡୋର କୋଚ୍‌ ପଦ୍‌ ଛାଡିଲେ ଜୋର୍ଡି କ୍ରୁଇଫ୍‌

କ୍ୱିଟୋ,୨୪।୭ (ଏପି): ଇକ୍ୱେଡୋର ଫୁଟବଲ କୋଚ୍‌ ପଦରୁ ଜୋର୍ଡି କ୍ରୁଇଫ୍‌ ଇସ୍ତଫା ଦେଇଛନ୍ତି। କୌଣସି ମ୍ୟାଚ୍‌ରେ ଦାୟିତ୍ୱ ନ ନେଇ ସ୍ପାନିଶ୍‌- ଡଚ୍‌ କୋଚ୍‌ କ୍ରୁଇଫ୍‌...

୨୬୫ ରନ୍‌ରେ ଅଟକିଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚର ଶେଷ ଦିନିକିଆରେ ଭାରତ ୫୦ ଓଭରରେ ୨୬୫ ରନ୍‌ କରିଛି। ଫଳରେ ଓ୍ବେଷ୍ଟଇଣ୍ଡିଜକୁ...

ନରିନ୍ଦର ବାତ୍ରା କ୍ୱାରାଣ୍ଟାଇନ୍‌ରେ

ନୂଆଦିଲ୍ଲୀ, ୨୯ା୫ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରାଙ୍କ ପିତା କରୋନାଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ଦୁଇ ଆଟେଣ୍ଡାଣ୍ଟ ଏବଂ ବାସଭବନରେ ପ୍ରହରା...

ଦେଶ ଛାଡ଼ିଲେ ପାକିସ୍ତାନର ଏହି ବିବାଦୀୟ କ୍ରିକେଟର

କରାଚି,୫।୧୦: ଆମେରିକାରେ ଲିଗ୍‌ କ୍ରିକେଟ ଖେଳିବାକୁ ଦେଶ ଛାଡ଼ିଛନ୍ତି ପାକିସ୍ତାନର ବିବାଦୀୟ କ୍ରିକେଟର ଉମର ଅକମଲ। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଦୁର୍ନୀତି ନିବାରଣ ସଂହିତା...

ବିଶ୍ୱ ଚାମ୍ପିୟନ ସ୍ପ୍ରିଣ୍ଟର କୋଲ୍‌ମ୍ୟାନ୍‌ ସସ୍‌ପେଣ୍ଡ

ଓ୍ବାଶିଂଟନ, ୧୭ା୬ (ଏପି): ଡ୍ରଗ୍ସ ଟେଷ୍ଟ ବେଳେ ଅନୁପସ୍ଥିତ ଯୋଗୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ୧୦୦ମିଟର ବିଶ୍ୱ ଚାମ୍ପିୟନ ଖ୍ରିଷ୍ଟିଆନ କୋଲ୍‌ମ୍ୟାନଙ୍କୁ ସାମାୟିକ ସସ୍‌ପେଣ୍ଡ...

Advertisement
Archives

Model This Week