Posted inଖେଳ

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଲେ ପନ୍ତ, ଅକ୍ଷରଙ୍କୁ ବି ମିଳିଲାନି ସୁଯୋଗ

ଢାକା,୪।୧୨: ଭାରତ-ବାଲାଂଦେଶ ମଧ୍ୟରେ ରବିବାର ଖେଳାଯାଉଥିବା ଦିନିକିଆ ସିରିଜରୁ ବାଦ୍‌ ପଡ଼ିଛନ୍ତି ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। କ୍ରମାଗତ ଭାବେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ସମାଲୋଚନା କରାଯାଉଥିଲା। ଏବେ ସେ ଆହତ ସମସ୍ୟାକୁ ନେଇ ମ୍ୟାଚ୍‌ରୁ ବାହାର ହୋଇଛନ୍ତି। ବିସିସିଆଇ ମେଡିକାଲ ଟିମ୍‌ ପରାମର୍ଶକ୍ରମେ ତାଙ୍କୁ ଦଳରୁ ରିଲିଜ କରିଦିଆଯାଇଛି। ଟେଷ୍ଟ ସିରିଜ ପୂର୍ବରୁ ସେ ଦଳ ସହ ଯୋଡ଼ି ହେବେ ବୋଲି କୁହାଯାଇଛି। ସେହିଭଳି ଭାବେ ଅକ୍ଷର ପଟେଲ ମଧ୍ୟ ଚୟନ ଲାଗି ଉପଲବ୍ଧ ନ ଥିବାରୁ ତାଙ୍କୁ ସୁଯୋଗ ମିଳିନାହିଁ।

ଭାରତ ଏକାଦଶ କିଛି ଏଭଳି:
ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ବନ, ବିରାଟ କୋହଲି, ଶ୍ରେୟାସ ଆୟାର, କେ.ଏଲ୍‌. ରାହୁଲ(ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ଶାହାବାଜ ଅହମଦ, ଦୀପକ ଚାହର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, କୁଲଦୀପ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଓସିଏଲ୍‌’ ପାଇଁ ପ୍ରସ୍ତୁତ ହେଉଛି ଓସିଏ

କଟକ ଅଫିସ,୨୯ା୧୧- ପେସାଦାର କ୍ରିକେଟ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫର୍ମାଟକୁ ଓହ୍ଲାଇବ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)। ପୂର୍ବରୁ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା। ୨୦୧୧...

ବିନା ଅସୁବିଧାରେ ଖେଳାଯିବ ଆଇପିଏଲ

ନୂଆଦିଲ୍ଲୀ,୪ା୪- ଆଇପିଏଲ ଖେଳାଯିବାକୁ ଥିବା ବିଭିନ୍ନ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ସତ୍ତ୍ୱେ ବିନା କୌଣସି ଅସୁବିଧାରେ ଆଇପିଏଲ ଖେଳାଯିବ ବୋଲି...

ଶେଷକୁ ମିଳିଲା ସବୁଠୁ ବଡ଼ ଉଇକେଟ

କେପ୍‌ ଟାଉନ,୧୩।୧: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ଅନ୍ତିମ ମୋଢ଼ରେ ପହଞ୍ଚିଛି। ମ୍ୟାଚ୍‌ରେ ଦୁଇ...

ଡେଥ୍‌ ଓଭରରେ ମ୍ୟାଚ୍‌କୁ ଫେରିଲା ସିଏସ୍‌କେ

ମୁମ୍ବାଇ,୩।୪: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ କିଙ୍ଗ୍ସ ପ୍ରଥମ ଦୁଇ ଓଭରରେ ମୟଙ୍କ ଅଗ୍ରଓ୍ବାଲ (୪) ଏବଂ ଭାନୁକା ରାଜପକ୍ଷେ (୯)ଙ୍କ ଉଇକେଟ...

ଭାରତୀୟ ଦଳକୁ କ୍ଷମା ମାଗିଲେ ଏହି ଖେଳାଳି

ସିଡ୍‌ନୀ, ୧୨।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ଣ୍ଣର ମଙ୍ଗଳବାର ଭାରତୀୟ ଖେଳାଳିଙ୍କ ଉପରେ ଜାତିଆଣ ମନ୍ତବ୍ୟକୁ ବିରୋଧ କରି ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ...

ବାଦ୍‌ ପଡ଼ିବେ ରାଇନା; ସିଏସ୍‌କେ ଟାର୍ଗେଟରେ ଡୁ’ପ୍ଲେସି, ଶାର୍ଦ୍ଦୁଳ, ଦୀପକ

ଦୁବାଇ,୧୭।୧୦: ଭେଟେରାନ ବ୍ୟାଟର ସୁରେଶ ରାଇନ ସମ୍ଭବତଃ ଆଗାମୀ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରୁ ବାଦ୍‌ ପଡ଼ିପାରନ୍ତି। ରୁତୁରାଜ ଗାଏକ୍ୱାଡ ଓ ଅଲରାଉଣ୍ଡର...

ଶେଷ ହେଲା ଜାଡେଜାଙ୍କ କ୍ୱାରେଣ୍ଟିନ

ମୁମ୍ବାଇ,୧।୪: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ୱାରେଣ୍ଟିନ ପରିୟଡ୍‌ ଶେଷ କରିବା ପରେ ଗୁରୁବାର ଯୋଗ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କ୍ୟାମ୍ପରେ। ଆହତ ଜନିତ...

ରବିବାରଠାରୁ ଭାରତ-ବାଲାଂଦେଶ ମୁକାବିଲା ଆରମ୍ଭ: ଜାଣନ୍ତୁ କେବେ-କେଉଁଠି ଦେଖିବେ ସିରିଜ…

ନୂଆଦିଲ୍ଲୀ,୩।୧୨: ନ୍ୟୁଜିଲାଣ୍ଡ ପରେ ଏବେ ବାଲାଂଦେଶ ଗସ୍ତରେ ଟିମ୍‌ ଇଣ୍ଡିଆ। ଦଳ ଏଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ...

Advertisement
Archives

Model This Week